Latest Odisha News

BREAKING NEWS

Browsing Category

ଖେଳ

ପାକିସ୍ତାନ ବାହାରେ ଖେଳାଯିବ ଏସିଆ କପ୍, କାରଣ କ’ଣ ପଢ଼ନ୍ତୁ ଏହି ରିପୋର୍ଟ

ମୁମ୍ବାଇ: ଏସିଆ କପ୍ ୨୦୨୩ର ଆୟୋଜନ କରିବ ନାହିଁ ପାକିସ୍ତାନ। ଶନିବାର ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ଏହି ଏସିଆ କପ୍ ଆୟୋଜନ କରିପାରିବ ନାହିଁ। ନିକଟରେ ବିସିସିଆଇ ସଚିବ ଜୟ ଶାହ କହିଥିଲେ, ଏସିଆ କପ୍ ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଯାଇପାରିବ ନାହିଁ। ଏହାପରେ ଏପରି ଏକ ସୂଚନା…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ରିଲେରେ ଓଡିଶାକୁ ସ୍ୱର୍ଣ୍ଣ

ଭୋପାଳ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଏ ପର୍ଯ୍ୟନ୍ତ ଓଡିଶା ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଶନିବାର ୧୭ ବର୍ଷରୁ କମ ବାଳକ ୪ ଗୁଣନ ୧୦୦ ରିଲେରେ ଓଡିଶା ସ୍ୱର୍ଣ୍ଣ ପଦକ ହାସଲ କରିଛି । ଜୟରାମ, ରାଜେନ୍ଦ୍ର, ନୀତିଶ ଓ ଏମ.ରେୟାଙ୍କ ଟିମ ପ୍ରଥମ ସ୍ଥାନ ହାସଲ କରିଥିଲେ । ଏମାନେ ସମସ୍ତେ…

ଗାଭାସ୍କର-ବର୍ଡର ସିରିଜ : ଅଭ୍ୟାସ ପାଇଁ ସାମିଲ ହେଲେ ୪ ନେଟ ବୋଲର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ନେଟ୍ସରେ ବ୍ୟାଟିଂ ଅଭ୍ୟାସକୁ ଆହୁରି ଶାଣୀତ କରିବା ପାଇଁ ଅତିରିକ୍ତ ୪ଜଣ ନେଟ ବୋଲରଙ୍କୁ ସାମିଲ କରାଯାଇଛି । ଏହି ବୋଲରମାନେ ହେଲେ ୱାଶିଂଟନ ସୁନ୍ଦର, ସୌରଭ…

ରଣଜୀ ଟ୍ରଫି: ସେମିଫାଇନାଲ ଲାଇନ ଅପ ଚୂଡାନ୍ତ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ସୌରାଷ୍ଟ୍ର ୭୧ ରନରେ ପଞ୍ଜାବକୁ ପରାସ୍ତ କରିଛି । ଏଥିସହ ରଣଜୀ ଟ୍ରଫିର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ସୌରାଷ୍ଟ୍ର, କର୍ଣ୍ଣାଟକ, ବେଙ୍ଗଲ ଓ ଆନ୍ଧ୍ରପ୍ରଦେଶ ସେମିରେ ପ୍ରବେଶ କରିଛନ୍ତି । ଇନ୍ଦୋରରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ…

କ୍ଲାର୍କ, ଦ୍ରାବିଡଙ୍କ ରନକୁ ଅତିକ୍ରମ କରିବା ପାଇଁ ପୂଜାରାଙ୍କ ନିକଟରେ ସୁଯୋଗ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ ପାଇଁ ବର୍ଡର-ଗାଭାସ୍କର ସିିରିଜ ହାତେଇବା ଭାରତ ପାଇଁ ଜରୁରୀ ହୋଇ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ…

୨୧ ମାସ ବାସନ୍ଦ ହେଲେ ଜିମ୍ନାଷ୍ଟ ଦୀପା କର୍ମାକାର

ନୂଆଦିଲ୍ଲୀ: ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପିକା କର୍ମାକାର ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି । ଆନ୍ତର୍ଜାତୀୟ ଟେଷ୍ଟିଂ ଏଜେନ୍ସି ତାଙ୍କୁ ୨୧ ମାସ ପାଇଁ ସସପେଣ୍ଡ କରିଛି । ୧୦ ଜୁଲାଇ ୨୦୨୩ରୁ ଏହି ଦଣ୍ଡାଦେଶ ଲାଗୁ କରାଯିବ । ୱାଡା ଦ୍ୱାରା ପ୍ରତିବନ୍ଧିତ ଡ୍ରଗ୍ସ ହାଇଜେନାମାଇନ ତାଙ୍କ…

ରଣଜୀ ଟ୍ରଫି: ବେଙ୍ଗଲ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ସେମିରେ

ନୂଆଦିଲ୍ଲୀ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ବେଙ୍ଗଲ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ସେମିଫାଇନାଲରେ ପ୍ରବେଶ କରି ସାରିଛନ୍ତି । ପଞ୍ଜାବ ଓ ସୌରାଷ୍ଟ୍ର ମଧ୍ୟରୁ ଅନ୍ତିମ ଟିମ ସେମିକୁ ଉନ୍ନୀତ ହେବା ପରେ ଏହାର ଲାଇନ ଅପ ଚୂଡାନ୍ତ ହେବ । ପଶ୍ଚିମବଙ୍ଗ ୯ ୱିକେଟରେ ଝାଡଖଣ୍ଡକୁ ପରାସ୍ତ କରିଥିବା…

କ୍ରିକେଟର ଦୀପକ ଚହରଙ୍କ ପତ୍ନୀଙ୍କୁ ହତ୍ୟା ଧମକ

ମୁମ୍ବାଇ: କ୍ରିକେଟର ଦୀପକ ଚହରଙ୍କ ପତ୍ନୀ ଜୟା ଭରଦ୍ୱାଜଙ୍କୁ ହତ୍ୟା ଧମକ ମିଳିଛି । ଏହି ଧମକ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନର ପୂର୍ବ ପଦାଧିକାରୀ ଓ ତାଙ୍କ ପୁଅ ଦେଇଛନ୍ତି । ଜୟାଙ୍କଠାରୁ ଆସୋସିଏଶନର ଅଧିକାରୀ ଓ ତାଙ୍କ ପୁଅ ୧୦ ଲକ୍ଷ ଟଙ୍କା ବ୍ୟବସାୟ ବାବଦକୁ ନେଇଥିଲେ । ଜୟା ଏହି ଅର୍ଥ…

କିଏ ହେବ ଭାରତୀୟ ହକି ଟିମର କୋଚ ?

ନୂଆଦିଲ୍ଲୀ: ବିଶ୍ୱକପ ହକିର ସମାପ୍ତ ପରେ ଭାରତ ପୁରୁଷ ସିନିୟର ଟିମର କୋଚ ପଦରୁ ଗ୍ରାହାମ ରିଡ ଇସ୍ତଫା ଦେଇଥିଲେ । ଓଡିଶାରେ ଅନୁଷ୍ଠିତ ବିଶ୍ୱକପରେ ଭାରତ ଟାଇଟଲ ହାସଲ କରିବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ ମଧ୍ୟ ଭାରତ ୯ମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଭାରତୀୟ ଦଳର ପ୍ରଦର୍ଶନ ନେଇ…

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ: ମିଡିଲ ଅର୍ଡର ନେଇ ଟିମ ଇଣ୍ଡିଆର ଅଙ୍କକଷା ଆରମ୍ଭ

ମୁମ୍ବାଇ: ଘରୋଇ ପରିବେଶରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୱାଇଟ ବଲ ସିରିଜ ଖେଳିବା ପରେ ଏବେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଅତି କମରେ ୨ଟି ଟେଷ୍ଟ ଜିତିବା ସହ…