Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପ କ୍ରିକେଟ: ପୂର୍ବତନ ଚାମ୍ପିୟନକୁ ହରାଇଲା ନାମ୍ବିଆ

ଗିଲୋଙ୍ଗ: ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ନାମ୍ବିଆର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଛି । ନାମ୍ବିଆ ପ୍ରଥମ ରାଉଣ୍ଡ ଗ୍ରୁପ ଏ ମୁକାବିଲାରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଶ୍ରୀଲଙ୍କାକୁ ୫୫ ରନରେ ପରାସ୍ତ କରିଛି । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।…

ଟି୨୦ ବିଶ୍ୱକପରେ ଭାଙ୍ଗିବ ଏହି ୧୦ ରେକର୍ଡ

ପୁରୀ: ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ୧୩ ନଭେମ୍ବରରେ ଜଣାପଡିବ କେଉଁ ଟିମ ବାଜି ମାରିବ । ତେବେ ଏହି ବିଶ୍ୱକପରେ ୧୦ ରେକର୍ଡ ଭାଙ୍ଗିବା ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା କଣ ସେହି ରେକର୍ଡ.. ୧.ସର୍ବାଧିକ ବ୍ୟକ୍ତିଗତ ରନ: ଟି୨୦ ବିଶ୍ୱକପରେ ସର୍ବାଧିକ ବ୍ୟକ୍ତିଗତ ରନ…

ଆଜିଠୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍

ବ୍ରିସବେନ: ଆଜିଠୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍ । ଶ୍ରୀଲଙ୍କା ଏବଂ ନାମିବ୍ୟା ମଧ୍ୟରେ ପ୍ରଥମ ମ୍ୟାଚ ଆଜି ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ କରୁଛି ନାମିବ୍ୟା । ଟି୨୦ ବିଶ୍ୱକପର ଅଷ୍ଟମ ସଂସ୍କରଣ ପାଇଁ  ମୋଟ ୧୬ ଟି ଦେଶକୁ ନେଇ ଆୟୋଜିତ ଏହି ବିଶ୍ୱକପ ଅଷ୍ଟ୍ରେଲିଆର ୭ ଟି…

ଗାଙ୍ଗୁଲି ଲଢ଼ିବେ ସିଏବି ନିର୍ବାଚନ: ରିପୋର୍ଟ

କୋଲକାତା: ନାଟକୀୟ ଢ଼ଙ୍ଗରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ପଦରୁ ହଟିବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ଗାଙ୍ଗୁଲି ଆଗକୁ କିଛି ବଡ କରିବା ନେଇ ସୂଚନା ଦେଇଥିଲେ । ତେବେ ଏକ ରିପୋର୍ଟ ମୁତାବକ ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲର ସଭାପତି…

୧୬ ଟିମ, ୨୯ ଦିନ, ୪୫ ମ୍ୟାଚ, ଗୋଟିଏ ଟ୍ରଫି

ଓଭାଲ: ଅଷ୍ଟ୍ରେଲିଆରେ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ୮ମ ଟି୨୦ ବିଶ୍ୱକପ କ୍ରିକେଟ । ସମସ୍ତ ପ୍ରସ୍ତୁତି ଶେଷ । ଗୋଟିଏ ଟ୍ରଫି ପାଇଁ ୧୬ ଟିମ ମଧ୍ୟରେ ୨୯ ଦିନରେ ୪୫ ମୁକାବିଲା ହେବ । ଦ୍ୱିତୀୟ ଥର ପାଇଁ ବର୍ଷକ ବ୍ୟବଧାନରେ ଟି୨୦ ବିଶ୍ୱକପ ଖେଳାଯାଉଛି । ଗତ ବର୍ଷ ୟୁଏଇରେ ଏହାର ୭ମ…

୭ମ ଥର ପାଇଁ ଭାରତ ଜିତିଲା ମହିଳା ଏସିଆ କପ ଟାଇଟଲ

ସିଲହଟ: ଶ୍ରୀଲଙ୍କାକୁ ଫାଇନାଲରେ ୮ ୱିକେଟରେ ହରାଇ ଭାରତ ୭ମ ଥର ପାଇଁ ମହିଳା ଏସିଆ କପ କ୍ରିକେଟ ଟାଇଟଲ ହାସଲ କରିଛି । ଟସ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୬୫ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତର ବୋଲରଙ୍କ ପାଖରେ ଶ୍ରୀଲଙ୍କା ଖେଳାଳି ସମ୍ପୂର୍ଣ୍ଣ…

ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶାର ସବିତା ଜିତିଲେ ରୌପ୍ୟ

ଭୁବନେଶ୍ୱର: କୁଏଟରେ ଅନୁଷ୍ଠିତ ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ସବିତା ଟପ୍ପୋ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ରୌପ୍ୟ ପଦକ ହାସଲ କରିଛନ୍ତି । ୧୦୦ ମିଟର ହର୍ଡଲ୍ସରେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ୧୪.୧୭ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ଏହା…

ରୋହିତଙ୍କ ଫ୍ୟାନକୁ ହତ୍ୟା କଲେ ବିରାଟଙ୍କ ଫ୍ୟାନ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: କ୍ରିକେଟ ପ୍ରେମୀମାନେ ନିଜ ନିଜ ପସନ୍ଦର ଖେଳାଳିଙ୍କ ପାଇଁ ନିଆରା କାମ କରନ୍ତି। ହେଲେ ଆପଣ କେବେ ଶୁଣିନଥିବେ ଯେ ଟିମ୍ ଇଣ୍ଡିଆର ଦୁଇ ଆଗ ଧାଡିର କ୍ରିକେଟରଙ୍କ ଫ୍ୟାନ ପରସ୍ପର ସହିତ ଯୁକ୍ତିତର୍କ କରିବା ପରେ ଜଣେ ଅନ୍ୟ ଜଣଙ୍କୁ ହତ୍ୟା କରିଛି। ଇଣ୍ଡିଆନ୍…

ଅଣ୍ଡର ୧୭ ମହିଳା ଫିଫା ବିଶ୍ୱକପ: ଭାରତ 0-3 ଗୋଲରେ ମରକ୍କୋଠାରୁ ହାରିଲା

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ପୁଣି ଭାରତ ପରାଜିତ ହୋଇଛି । ଅଣ୍ଡର ୧୭ ମହିଳା ଫିଫା ବିଶ୍ୱକପରେ ରାତି ୮ଟାରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ମହିଳା ଫୁଟବଲ ଟିମ୍ ମରକ୍କୋଠାରୁ 0- 3 ଗୋଲ ରେ ପରାସ୍ତ ହୋଇଛି । ଉଭୟ ଟିମ୍  ପ୍ରଥମ ହାଫ୍ ଟାଇମ ଭିତରେ କୈାଣସି ଗୋଲ ସ୍କୋର…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ବେଙ୍ଗଲଠାରୁ ଓଡିଶାର ଶୋଚନୀୟ ପରାଜୟ

ଲକ୍ଷ୍ନୌ: ଚଳିତ ସୟେଦ ମୁସ୍ତାକ ଅଲି ଟ୍ରଫିରେ ବେଙ୍ଗଲ ନିକଟରୁ ଓଡିଶା ୮ ୱିକେଟରେ ଶୋଚନୀୟ ଭାବେ ପରାଜିତ ହୋଇଛି । ଟି୨୦ ଫର୍ମାଟରେ ଖେଳାଯାଉଥିବା ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଓଡିଶା ୧୮.୧ ଓଭରରେ ୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଅଭିଶେକ ରାଉତ ୨୪ ରନର ଇନିଂସ ଖେଳିଥିଲେ । ୮…