Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱ ଚାମ୍ପିୟନ ହେବା ସହ ପ୍ୟାରିସ ଅଲିମ୍ପିକ୍ସ କୋଟା ହାସଲ କଲେ ରୁଦ୍ରାକ୍ଷ

ନୂଆଦିଲ୍ଲୀ: ଇଜିପ୍ଟର କାହିରାରେ ଅନୁଷ୍ଠିତ ଶୁଟିଂ ବିଶ୍ୱ ଚାମ୍ପିୟନଶିପରେ ଭାରତୀୟ ଶୁଟର ରୁଦ୍ରାକ୍ଷ ପାଟିଲ ୧୦ମିଟର ଏୟାର ରାଇଫଲ ଇଭେଂଟରେ ଚାମ୍ପିୟନ ହୋଇଛନ୍ତି । ଅଭିନବ ବିନ୍ଦ୍ରାଙ୍କ ପରେ ସେ ଏହି ବିଭାଗରେ ଭାରତର ଦ୍ୱିତୀୟ ଶୁଟର ଭାବେ କୀର୍ତିମାନ ସ୍ଥାପନ କରିଛନ୍ତି । ଏଥିସହ…

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ଓସିଏ ସଭାପତି

ପୁରୀ: ଯାଜପୁରର ବିଧାୟକ ତଥା ବିଜେଡିର ସାଂଗଠିନକ ସମ୍ପାଦକ ହୋଇପାରନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି। ଯାଜପୁର କ୍ରିକେଟ ଆସୋସିଏସମର ନେତୃତ୍ବ ନେବା ପରେ ତାଙ୍କ ନାଁ ଓସିଏ ଭୋଟର ତାଲିକାରେ ନିକଟରେ ପ୍ରକାଶ ପାଇଥିଲା। ଏହାପରେ ଯେଉଁ ଆକଳନ କରାଯାଉଥିଲା ତାହା ବୋଧହୁଏ ସତ…

ଏଥର ଅଫିିସିଆଲ, ଭାରତୀୟ ବିଶ୍ୱକପ ଦଳରେ ସାମିଲ ହେଲେ ସାମି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ମହମ୍ମଦ ସାମିଙ୍କୁ ସାମିଲ କରାଯାଇଛି । ଆଘାତପ୍ରାପ୍ତ ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ସେ ଏହି ସୁଯୋଗ ପାଇଛନ୍ତି । ପୂର୍ବରୁ ଏ ନେଇ ଖବର ପ୍ରକାଶ ପାଇଥିଲେ ମଧ୍ୟ ଶୁକ୍ରବାର ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ…

ଏସିଆ କପ ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ଯାଇପାରେ ପାକିସ୍ତାନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ କ୍ରିକେଟ ଖେଳିବା ନେଇ ପାକିସ୍ତାନ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଯିବା ସମ୍ଭାବନା ସୃଷ୍ଟି ହୋଇଛି । ଏଥିପାଇଁ ବିସିସିଆଇ ପ୍ରସ୍ତୁତ ଥିଲେ ମଧ୍ୟ ଶେଷ ନିଷ୍ପତି ଭାରତ ସରକାରଙ୍କ ରହିବ । ସରକାରଙ୍କ ମଂଜୁରୀ ମିଳିଲେ ୧୫ ବର୍ଷ ପରେ ପାକିସ୍ତାନ…

ଏଥର ବିଶ୍ୱକପରେ କମାଲ କରିବେ ଏହି ୧୦ ଖେଳାଳି

ପୁରୀ: ଟି୨୦ ବିଶ୍ୱକପ ୧୬ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବ । ଏଥର ବିଶ୍ୱକପରେ ୧୦ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏହି ଖେଳାଳି ଏକାକୀ ମ୍ୟାଚ ପରିବର୍ତନ କରିବା କ୍ଷମତା ରଖିଛନ୍ତି । ଆସନ୍ତୁ ସେହି ଖେଳାଳିଙ୍କ ଉପରେ ନଜର ପକାଇବା । ୧.ହାର୍ଦ୍ଦିକ…

୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଯୋଗୁ ସାରା ବିଶ୍ୱରେ ବଢ଼ିବ ଭୁବନେଶ୍ୱରର ବ୍ରାଣ୍ଡ ଭାଲ୍ୟୁ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ । ଭୁବନେଶ୍ୱର, ଗୋଆ ଏବଂ ନାଭି ମୁମ୍ବାଇରେ ଏହା ଆୟୋଜିତ ହେବ । ବିଶ୍ୱକପର ୭ମ ସଂସ୍କରଣକୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ କରିବା ନେଇ ସମସ୍ତ ଉଦ୍ୟମ ହେଉଛି । ଏହା…

ମହିଳା ଏସିଆ କପ: ପାକିସ୍ତାନ ଆଉଟ, ଭାରତ-ଶ୍ରୀଲଙ୍କା ଫାଇନାଲ

ସିଲହଟ: ମହିଳା ଏସିଆ କପ କ୍ରିକେଟ ଫାଇନାଲ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୧ ରନରେ ହରାଇ ଶ୍ରୀଲଙ୍କା ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ ହରାଇ ୧୨୨ ରନ…

ଆସନ୍ତା ବର୍ଷ ଆରମ୍ଭ ହେବ ମହିଳା ଆଇପିଏଲ

ମୁମ୍ବାଇ: ମହିଳା ଇଣ୍ଡିଆନ ପ୍ରିମିୟର ଲିଗ ଆସନ୍ତା ବର୍ଷ ଆରମ୍ଭ ହେବ । ମହିଳା ଟି୨୦ ବିଶ୍ୱକପ ପରେ ଫେବୃୟାରୀ ୨୬ରୁ ଏହା ଆରମ୍ଭ ହେବ ବୋଲି ଚୂଡାନ୍ତ ହୋଇଛି । ପ୍ରଥମ ସିଜନରେ ଏହା ୨ଟି ଭେନ୍ୟୁରେ ଓଭରାଲ ୨୨ ମ୍ୟାଚ ଖେଳାଯିବ । ଗୋଟିଏ ଟିମ ପାଖରେ ୬ ବିଦେଶୀଙ୍କ ସମେତ ୧୮ ଖେଳାଳି ରହିବେ ।…

ମୁହଁ ଖୋଲିଲେ ଗାଙ୍ଗୁଲି

କୋଲକାତା: ବିସିସିଆଇ ସଭାପତି ପଦରୁ ହଟିବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚାର ଜୋର ଧରିଥିଲା । ଗୁରୁବାର ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ସେ ପରୋକ୍ଷରେ ସ୍ପଷ୍ଟ କରିଛନ୍ତି ଯେ, ବିସିସିଆଇରେ ଆଉ ଦ୍ୱିତୀୟ ଇନିଂସ ଖେଳିବେ ନାହିଁ । ଜଣେ ପ୍ରଶାସକ ଭାବେ ସବୁ ଦିନ ରହିବା ସମ୍ଭବପର ନୁହେଁ ।…

ମହିଳା ଏସିଆ କପ କ୍ରିକେଟ: ଫାଇନାଲରେ ଭାରତ

ସିଆଲହେଟ: ଚଳିତ ମହିଳା ଏସିଆ କପ କ୍ରିକେଟରେ ଭାରତ ଗୁରୁବାର ଥାଇଲାଣ୍ଡକୁ ୭୪ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିଥିଲା । ଶେଫାଳୀ ବର୍ମା ୪୨ ଏବଂ ଅଧିନାୟିକା ହରମନପ୍ରୀତ କୌର ୩୬ ରନର ଇନିଂସ ଖେଳିଥିଲେ…