Latest Odisha News

BREAKING NEWS

Browsing Category

ଖେଳ

ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଲା ଭାରତ

ଥିରୁଅନନ୍ତପୁରମ୍: ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଛି। ପ୍ରଥମ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା  ୮ ଓ୍ବିକେଟ ହରାଇ ୧୦୬ ରନ୍‌ କରିଥିଲା ।  ଭାରତ  ୧୬ ଓଭର ୪ଟି ବଲରେ ୨ ଓ୍ବିକେଟ ହରାଇ ୧୧୦ରନ୍‌ କରି ମ୍ୟାଚ ଜିତିନେଇଛି ।…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ସଞ୍ଜୁ ହୋଇ ପାରନ୍ତି ଉପ ଅଧିନାୟକ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ସଞ୍ଜୁ ସାମସନଙ୍କୁ ଭାରତୀୟ ଦଳର ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇପାରେ । ଏଏନଆଇରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦିନିକିଆ ସିରିଜ ପାଇଁ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ । ଏହାର କାରଣ ହେଲା ଟି୨୦ ସିରିଜ ପରେ…

୨୦୨୩ FIH ପୁରୁଷ ବିଶ୍ୱକପ୍ ହକି ଖେଳସୂଚୀ, ରାଉରକେଲାରେ ଖେଳାଯିବ ୨୦ଟି ମ୍ୟାଚ୍

ଭୁବନେଶ୍ୱର: ହକିରେ ମତୁଆଲା ହେବ ଓଡ଼ିଶା । ୨୦୨୩ FIH ପୁରୁଷ ବିଶ୍ୱକପ୍ ହକି ଲାଗି ଖେଳସୂଚୀ ପ୍ରକାଶ ପାଇଛି । ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା FIH ପୁରୁଷ ବିଶ୍ୱକପ୍ ହକି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଉଦଘାଟନୀ…

ଏଥର ଟାର୍ଗେଟରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ଧିରେ ଧିରେ ଲୟକୁ ଫେରୁଛନ୍ତି । ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୨-୧ରେ ସିରିଜ ହରାଇବା ପରେ ଏବେ ଭାରତର ନଜର ଦକ୍ଷିଣ ଆଫ୍ରିକା ଉପରେ ରହିଛି । ବିଜୟ ଧାରା ବଜାୟ ରଖି ବିଶ୍ୱକପ ଖେଳିବାକୁ ଯିବା ପାଇଁ ଟିମ ଇଣ୍ଡିଆ ନିଶ୍ଚିତ ଭାବେ…

ହାର୍ଦ୍ଦିକ, ଦୀପକଙ୍କୁ ବିଶ୍ରାମ: ଦଳରେ ସାମିଲ ହେଲେ ଶାହାବାଜ, ଶ୍ରେୟାଶ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତୀୟ ଦଳରେ ପରିବର୍ତନ କରାଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୀପକ ହୁଦାଙ୍କ ବଦଳରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଓ ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାରଙ୍କୁ ଦଳରେ ସାମିଲ କରାଯାଇଛି । ହାର୍ଦ୍ଦିକଙ୍କୁ…

ଟି-୨୦ରେ ଶ୍ରେଷ୍ଠ ଦଳ ଭାବେ ଭାରତର ପତିଆରା ଜାରି

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଜୟୀ ହେବା ପରେ ଟି-୨୦ରେ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ଶକ୍ତ ଧକ୍କା ଲାଗିଛି। କାରଣ ଭାରତ ହାରିଥିଲେ ଦ୍ବିତୀୟ ସ୍ଥାନରେ ଥିବା ଏହି ଦଳ ଏକ ନମ୍ବର ହେବାର ସମ୍ଭାବନା ଥିଲା। ଅର୍ଥାତ ଭାରତ ଟି-୨୦ରେ ଏକ ନମ୍ବର ଥିଲା, ଏବେ ବି ଏକ ନମ୍ବର ରହିଛି…

ଭାରତର ରୋମାଂଚକର ବିଜୟ, ସିରିଜ ହାତେଇଲା ଟିମ ଇଣ୍ଡିଆ

ହାଇଦ୍ରାବାଦ: ରୋମାଞ୍ଚକର ତୃତୀୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇଛି ଟିମ୍ ଇଣ୍ଡିଆ । ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଛି। https://twitter.com/BCCI/status/1574097853877583872?s=20&t=_TJaqjBJ77D4fN4J4UU2Qw…

ବିଜ୍ଞାପନ ପ୍ରଚାର କରି ପ୍ରଶଂସକଙ୍କ ଭାବନା ସହ ଖେଳିଲେ ଧୋନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଧୋନୀ ବି ତାଙ୍କ ଅଧିନାୟକ ଦକ୍ଷତା ଏବଂ ପ୍ରଦର୍ଶନ ବଳରେ ଏଥିନେଇ କେବେ ନିରାଶ କରି ନାହାନ୍ତି । ତେବେ ରବିବାର ଧୋନୀ ଏକ ବଡ ଘୋଷଣା କରିବେ ବୋଲି ସୋସିଆଲ ମିଡିଆରେ ଆଗୁଆ ସୂଚନା…

ସୋସିଆଲ ମିଡିଆରେ ଚରିତ୍ର ସଂହାର

ଭୁବନେଶ୍ୱର :  ପୁଣି ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି। ଫେସବୁକରେ  ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଜଣେ ଯୁବତୀଙ୍କ ସହ ଭଉଣୀ ସରସ୍ୱତୀ…

ପଶ୍ଚିମାଂଚଳ ଜିତିଲା ଦୁଲୀପ ଟ୍ରଫି ଟାଇଟଲ, ଯଶସ୍ୱୀଙ୍କୁ ପଡିଆରୁ ବାହାର କରିଦେଲେ ରାହାନେ

କୋଏମ୍ବଟୁର: ଏଠାରେ ଅନୁଷ୍ଠିତ ଦୁଲୀପ ଟ୍ରଫି କ୍ରିକେଟର ଫାଇନାଲରେ ଦକ୍ଷିଣାଂଚଳକୁ ୨୯୪ ରନରେ ହରାଇ ପଶ୍ଚିମାଂଚଳ ଟାଇଟଲ ହାସଲ କରିଛି । ଏହା ଓଭରାଲ ପଶ୍ଚିମାଂଚଳର ୧୯ତମ ଟାଇଟଲ । ତେବେ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ ସତ୍ୱେ ଅଶୋଭନୀୟ ବ୍ୟବହାର ପାଇ ଯଶସ୍ୱୀ ଜୈସୱାଲଙ୍କୁ ପଡିଆ ବାହାରକୁ…