Latest Odisha News

BREAKING NEWS

Browsing Category

ଖେଳ

ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ବାଜିଲା ବଲ

ନୂଆଦିଲ୍ଲୀ: ୧୯ ବର୍ଷରୁ ବିଶ୍ୱକପ ବିଜୟୀ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ବଲ ବାଜିଛି । ତେବେ କିପରି ତାଙ୍କ ଆଖିରେ ବଲ ବାଜିଲା ତାହା ସ୍ପଷ୍ଟ ହୋଇନି । ୨୯ ବର୍ଷୀୟ ଏହି ଯୁବ ଖେଳାଳି ଗତବର୍ଷ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ ସେ ଏବେ ଆମେରିକା…

ଜାତୀୟ କ୍ରୀଡା: ରଗବୀରେ ଓଡିଶାକୁ ପ୍ରଥମ ସ୍ୱର୍ଣ୍ଣ ପଦକ

ଅହମ୍ମଦାବାଦ: ୩୬ତମ ଜାତୀୟ କ୍ରୀଡାରେ ଓଡିଶା ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଶୁକ୍ରବାର ମହିଳା ରଗବୀ ଟିମ ଓଡିଶା ପାଇଁ ଏହି ସଫଳତା ଆଣିଛନ୍ତି । ରଗବୀ ୭ ଫାଇନାଲରେ ଓଡିଶା ୨୨-୦ରେ ମହାରାଷ୍ଟ୍ରକୁ ପରାସ୍ତ କରିଥିଲା । ବିପକ୍ଷ ଦଳକୁ ଗୋଟିଏ ବି ପଂଏଟ ହାସଲ କରିବାକୁ ସୁଯୋଗ ଦେଇ ନ ଥିଲେ…

ଟି୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ପୁରସ୍କାର ରାଶି: ଚାମ୍ପିୟନ ଟିମକୁ ମିଳିବ ୧୩ କୋଟି

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଶୁକ୍ରବାର ପୁରସ୍କାର ରାଶି ଘୋଷଣା କରିଛି । ଅଷ୍ଟ୍ରେଲିଆରେ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଗା ଇଭେଂଟର ଚାମ୍ପିୟନ ଦଳକୁ ଏଥର ୧୩ କୋଟି ଏବଂ ରନର୍ସଅପ ଦଳକୁ ୬.୫କୋଟି ଟଙ୍କା…

ଆଘାତ ସୃଷ୍ଟି କରୁଛି ବ୍ୟାଘାତ

ନୂଆଦିଲ୍ଲୀ: ଆଘାତ ସମସ୍ୟା ସର୍ବଦା ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି । ଆଇସିସିର ବଡ ଟୁର୍ଣ୍ଣାମେଂଟ ପୂର୍ବରୁ ବାରମ୍ବାର ଏହି ସମସ୍ୟା ଦେଖିବାକୁ ମିଳୁଛି । ନାଁ ବିସିସିଆଇ ନାଁ ଖେଳାଳି କେହି ସୁଧୁରୁ ନାହାନ୍ତି । ଶେଷ ମୂହର୍ତରେ ହଠାତ ଜଣେ ଖେଳାଳି ଆଘାତ ସମସ୍ୟା ଯୋଗୁ ଓହରିଯିବା…

ବୁମରାହଙ୍କ ସ୍ଥାନରେ ସାମିଲ ହେଲେ ସିରାଜ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ଆଜି ଭାରତୀୟ ଦଳରେ ଯଶପ୍ରୀତ ବୁମରାହଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଛି । ବିସିସିଆଇ ଚୟନ କମିଟି ପକ୍ଷରୁ ଶୁକ୍ରବାର ଏହି ଘୋଷଣା କରାଯାଇଛି । ଆଘାତ ସମସ୍ୟା ଯୋଗୁ ବୁମରାହ ଓହରି ଯାଇଛନ୍ତି । ଦକ୍ଷିଣ ଆଫ୍ରିକା…

ପ୍ରଥମ ଭାରତୀୟ ଭା‌‌ବେ ୨୦୨୪ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କଲେ ମେନ୍ଦିରତା

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭା‌‌ବେ ୨୦୨୪ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିଛନ୍ତି ମେନ୍ଦିରତା । ବନ୍ଧୁକଚାଳକ ଭୋ‌ବନେଶ ମେନ୍ଦିରତା ପ୍ରଥମ ଭାରତୀୟ ଭାବେ ୨୦୨୪ ପ୍ୟାରିସ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିଛନ୍ତି ।  କ୍ରୋଏସିଆ‌େର ଆୟୋଜିତ ଆଇଏସ୍‌ଏସ୍‌ଏଫ୍‌ ସଟ୍‌ଗନ ବିଶ୍ବ…

ଜାତୀୟ କ୍ରୀଡାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ: ୩୬ତମ ଜାତୀୟ କ୍ରୀଡାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଗୁରୁବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହା ଏକ ଭବ୍ୟ ଓ ବର୍ଣ୍ଣାଢ଼୍ୟ ପରିବେଶରେ ଉଦଘାଟିତ କରାଯାଇଥିଲା । ୭ ବର୍ଷ ପରେ ପୁନର୍ବାର ଦେଶରେ ଜାତୀୟ କ୍ରୀଡା ଆୟୋଜିତ ହେବାକୁ ଯାଉଛି ।…

ଓଡିଶା ସବ ଜୁନିୟର ପୁରୁଷ ହକି: ଫାଇନାଲରେ ସୁନ୍ଦରଗଡ ଓ କିଟ/କିସ ମଧ୍ୟରେ ମୁକାବିଲା

ଭୁବନେଶ୍ୱର: ଓଡିଶା ସବ ଜୁନିୟର ପୁରୁଷ ହକି ପ୍ରତିଯୋଗିତାର ଫାଇନାଲରେ ସୁନ୍ଦରଗଡ ଓ କିଟ/କିସ ମଧ୍ୟରେ ମୁକାବିଲା ହେବ । ହକି ଆସୋସିଏଶନ ଅଫ ଓଡିଶା ଆନୁକୂଲ୍ୟରେ ଏହି ଚାମ୍ପିୟନଶିପ ଆୟୋଜିତ ହେଉଛି । ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ସୁନ୍ଦରଗଡ ୩-୧ ଗୋଲରେ ଢେଙ୍କାନାଳକୁ ପରାସ୍ତ…

ଆଘାତ ସମସ୍ୟା ଯୋଗୁ ଟି୨୦ ବିଶ୍ୱକପ ଟିମରୁ ଓହରିଲେ ବୁମରାହ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଯଶ୍ରପୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ବୁମରାହ ପିଠି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଭଲ ହେବାକୁ ୪ରୁ ୬ ମାସ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି । ପିିଠି ସମସ୍ୟା ଯୋଗୁ…

ପାକିସ୍ତାନର ମହମ୍ମଦ ରିଜୱାନଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର ଯାଦବ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଟିମ୍ ଇଣ୍ଡିଆର ନୂଆ ପ୍ରତିଭାବାନ ତଥା ଟି ​​-୨୦ରେ ବିଶ୍ୱର ଦୁଇ ନମ୍ବର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ କ୍ରମାଗତ ଭାବରେ ନିଜର ଉନ୍ନତ ପ୍ରଦର୍ଶନ ଦେଖାଇ ଆସୁଛନ୍ତି। ଅଷ୍ଟ୍ରେଲିଆ ପରେ ଏବେ ଦକ୍ଷିଣ ଆଫ୍ରିକା ବିରୋଧରେ ନିଜର ପ୍ରଦର୍ଶନ ଜାରି ରଖିଛନ୍ତି।…