Latest Odisha News

BREAKING NEWS

Browsing Category

ଖେଳ

ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ, ଏଥର ଟାର୍ଗେଟ ସ୍ୱର୍ଣ୍ଣ ପଦକ

ବର୍ମିଂହାମ: ଭାରତୀୟ ମହିଳା କ୍ରିକେଟ ଟିମ ରାଜ୍ୟଗୋଷ୍ଠୀ କ୍ରୀଡାରେ ଇତିହାସ ରଚିଛନ୍ତି । ଶନିବାର ଅନୁଷ୍ଠିତ ସେମି ଫାଇନାଲ ମୁକାବିଲାରେ ଭାରତ ୪ ରନରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ ଟି୨୦ କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ କରା ଯାଇଥିଲା ।…

ରାଜ୍ୟଗୋଷ୍ଠୀ କ୍ରୀଡା: ୧୦ ହଜାର ମିଟର ୱାକ ରେସରେ ପ୍ରିୟଙ୍କାଙ୍କୁ ରୌପ୍ୟ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ୯ମ ଦିବସରେ ଭାରତ ପାଇଁ ପଦକ ଜିତିଛନ୍ତି ମହିଳା ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ । ସେ ୧୦ ହଜାର ମିଟର ରେସରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ପ୍ରିୟଙ୍କା ୪୩.୩୮ ମିନିଟରେ ତାଙ୍କ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ୪୨.୩୪ ମିନିଟ…

ଭାରତକୁ ସ୍ୱର୍ଣ୍ଣ ପଦକ ଦେଲେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁଣି ସ୍ବର୍ଣ୍ଣ ପଦକ ମିଳିଛି ।  ଭାରତକୁ ରେସଲିଂରେ ଏହି ପ୍ରଥମ ସ୍ବର୍ଣ୍ଣ ପଦକ  ମିଳିଛି । ଭାରତର ଷ୍ଟାର ରେସଲର ତଥା ଡିଫେଣ୍ଡିଂ ଚାମ୍ପିୟନ ବଜରଙ୍ଗ ପୁନିଆ ଜିତଛନ୍ତି ସ୍ୱର୍ଣ୍ଣ। ସେ ୬୫ କେଜି ବର୍ଗର ଫ୍ରିଷ୍ଟାଇଲରେ କାନାଡାର ଲାଚଲାନ ମ୍ୟାକନିଲଙ୍କୁ…

ରାଜ୍ୟଗୋଷ୍ଠୀ କ୍ରୀଡା: ରେସଲିଂରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଅଂଶୁ, ରୌପ୍ୟରେ ସନ୍ତୁଷ୍ଟ

ବର୍ମିଂହାମ: ଭାରତର ଷ୍ଟାର ମହିଳା ରେସଲର ଅଂଶୁ ମଲିକ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ରେସଲିଂରେ ପ୍ରଥମ ପଦକ ଆଣିଛନ୍ତି । ୫୭ କେଜି ଫ୍ରିଷ୍ଟାଇଲ ବିଭାଗର ଫାଇନାଲରେ ଅଂଶୁ ନାଇଜେରିଆର ଓଡୁନାୟୋ ଫୋଲାସାଡେ ଆଡେକୁଓରେୟୋଙ୍କ ନିକଟରୁ ୭-୩ରେ ପରାଜିତ ହୋଇଥିଲେ । ସେ ରୌପ୍ୟରେ ସନ୍ତୁଷ୍ଟ…

ନୂତନ ଟେକ ଅଫ ସିଷ୍ଟମ ଶ୍ରୀଶଙ୍କର ହାତରୁ ଛଡାଇ ନେଲା ସ୍ୱର୍ଣ୍ଣ ପଦକ

ବର୍ମିଂହାମ: ଭାରତର ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ତେବେ ଶ୍ରୀଶଙ୍କର ସ୍ୱର୍ଣ୍ଣ ପଦକ ଦାବୀଦାର ଥିଲେ । ନୂତନ ଭାବେ ଲାଗୁ କରାଯାଇଥିବା ଟେକ ଅଫ ସିଷ୍ଟମ ତାଙ୍କୁ ୨ ଥର ପାଉଲ ଘୋଷିତ କରିଥିଲା । ଏହି ଟେକନିକର…

ରାଜ୍ୟଗୋଷ୍ଠୀ କ୍ରୀଡା: ରେସଲିଂ ଫାଇନାଲରେ ବଜରଙ୍ଗ, ସାକ୍ଷୀ, ଅଂଶୁ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୱେଟଲିଫ୍ଟରଙ୍କ ପରେ ଭାରତୀୟ ରେସଲରମାନେ କମାଲ ଦେଖାଇବା ଆରମ୍ଭ କରିଛନ୍ତି । ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ଅଂଶୁ ମଲିକ ନିଜ ନିଜ ବିଭାଗର ଫାଇନାଲରେ ପ୍ରବେଶ କରି ଅତି କମରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ପୁରୁଷ ୬୫ କିଗ୍ରା ବିଭାଗ…

ରାଜ୍ୟଗୋଷ୍ଠୀ କ୍ରୀଡା: ପାରା ପାୱାର ଲିଫ୍ଟିଂରେ ଇତିହାସ ରଚିଲେ ସୁଧୀର

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଶୁକ୍ରବାର ଭାରତର ସୁଧୀର ପାରା ପାୱାର ଲିଫ୍ଟିଂରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ପ୍ରଥମ ଉଦ୍ୟମରେ ୨୦୮ କେଜି ଓ ଦ୍ୱିତୀୟ ଉଦ୍ୟମରେ ୨୧୨ କେଜି ଭାର ଉଠାଇ ୧୩୪.୫ ପଂଏଟ ହାସଲ କରି ନୂତନ…

ରାଜ୍ୟଗୋଷ୍ଠୀ କ୍ରୀଡା: ପୁରୁଷ ହକି ସେମିରେ ଭାରତ, ବକ୍ସିଂରେ ୩ ପଦକ ନିଶ୍ଚିତ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ହକି ସେମିଫାଇନାଲରେ ଭାରତ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଛି । ଗୁରୁବାର ଅନୁଷ୍ଠିତ ମୁକାବିଲାରେ ଭାରତ ୪-୧ ଗୋଲରେ ୱେଲ୍ସକୁ ପରାସ୍ତ କରିଥିଲା । ଏଥିସହ ଭାରତର ପଂଏଟ ୧୦ ହୋଇଛି । ଜବରଦସ୍ତ ଫର୍ମରେ ଥିବା ହରମନପ୍ରୀତ ସିଂ ହ୍ୟାଟ୍ରିକ…

କାନାଡାକୁ ହରାଇ ସେମିଫାଇନାଲରେ ପହଁଚିଲା ଭାରତୀୟ ମହିଳା ହକି ଟିମ

ଭାରତୀୟ ମହିଳା ହକି ଟିମ୍ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଏକ କର ବା ମର ମ୍ୟାଚରେ ବିଜୟୀ ହୋଇଛି । ବିଜୟୀ ହେବା ପରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । 3-2ରେ କାନାଡାକୁ ହରାଇ ଭାରତୀୟ ଟିମ୍ ବିଜୟ ହୋଇଛି । ଭାରତ ପକ୍ଷରୁ ସଲୀମା ଗୋଟିଏ ଗୋଲ ଦେଇଥିବା ବେଳେ ନବନୀତ…

ପୁରୁଷ ହକିରେ କାନାଡା ବିପକ୍ଷରେ ଭାରତର ବୃହତ ବିଜୟ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ପୁରୁଷ ହକି ଦଳ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ସେମିଫାଇନାଲର ନିକଟତର ହୋଇଛନ୍ତି । ବୁଧବାର ଭାରତ ୮-୦ ଗୋଲରେ କାନାଡାକୁ ପରାସ୍ତ କରିଛି । ଗୁରୁବାର ୱେଲ୍ସ ବିପକ୍ଷ ମ୍ୟାଚ ପରେ ଭାରତର ସେମିଫାଇନାଲ ସ୍ଥିତି ଜଣାପଡିବ । ଏହି ଏକତରଫା…