Latest Odisha News

BREAKING NEWS

Browsing Category

ଖେଳ

ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବୁଧବାର ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୩ଟି ଟି୨୦ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୨୦, ୨୩ ଓ ୨୫ରେ ଯଥାକ୍ରମେ ମୋହାଲୀ, ନାଗପୁର ଓ…

ରାଜ୍ୟଗୋଷ୍ଠୀ କ୍ରୀଡା: ୫ମ ଥର ପାଇଁ ମହିଳା ହକି ସେମିରେ ପ୍ରବେଶ କଲା ଭାରତ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୫ମ ଥର ପାଇଁ ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି । ବୁଧବାର ଚତୁର୍ଥ ଗ୍ରୁପ ମ୍ୟାଚରେ ଭାରତ ୩-୨ର କାନାଡାକୁ ପରାସ୍ତ କରିଥିଲା । କାନାଡା ସେମି ଦୌଡରୁ ବାଦ ପଡିଛି । ଭାରତ ପାଇଁ ଏହି ମ୍ୟାଚରେ ସଲିମା ଟେଟେ, ନବନୀତ କୌର ଓ…

ଲଭପ୍ରତୀଙ୍କୁ ବ୍ରୋଞ୍ଜ, ୱେଟଲିଫ୍ଟିଂରେ ଚମତ୍କାର ପ୍ରଦର୍ଶନ ଜାରୀ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ୱେଟଲିଫ୍ଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ବୁଧବାର ପୁରୁଷ ୧୦୯ କେଜି ବିଭାଗରେ ଲଭପ୍ରୀତ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ସ୍ନାଚରେ ୧୬୩ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୯୨ କେଜି ସହ ଓଭରାଲ ୩୫୫ କେଜି ଭାର ଉଠାଇଥିଲେ ।…

ଯୁବରାଜଙ୍କ ବ୍ୟାଟିଂ ମନେ ପକାଇଲେ ବର୍ଲ

ହରାରେ: ଜିମ୍ବାୱେର ରେୟାଲ ବର୍ଲ ଧୂଆଁଧାର ବ୍ୟାଟିଂ କରି ଭାରତର ଯୁବରାଜ ସିଂଙ୍କୁ ମନେ ପକାଇ ଦେଇଛନ୍ତି । ବାଂଲାଦେଶ ବିପକ୍ଷରେ ବର୍ଲ ନସୁମ ଅହମ୍ମଦଙ୍କ ଗୋଟିଏ ଓଭରରେ ୩୪ ରନ ସଂଗ୍ରହ କରିଥିଲେ । ଟି୨୦ କ୍ରିକେଟ ଇତିହାସରେ ତୃତୀୟ ଥର ପାଇଁ ଗୋଟିଏ ଓଭରରେ ୬ଟି ଯାକ ବଲରେ ବାଉଣ୍ଡରୀ ମରାଯାଇଛି…

୧୦୦ ମିଟର ସେମି ଫାଇନାଲକୁ ଉନ୍ନୀତ ହେବାରେ ଦୂତୀ ବିଫଳ

ଭୁବନେଶ୍ୱର: ନିରାଶ କଲେ ଭାରତର ଦୌଡ ରାଣୀ ତଥା ଓଡିଶା ଷ୍ଟାର ମହିଳା ଆଥଲେଟ ଦୂତୀ ଚାନ୍ଦ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୂତି ମହିଳା ୧୦୦ ମିଟର ଦୌଡର ସେମି ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି । ଓଡିଶାର ଏହି ଆଥଲେଟ ହିଟ ୫ରେ ୧୧.୫୫ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ…

ଟେବୁଲ ଟେନିସରେ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପୁରୁଷ ଟିମ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଟେବୁଲ ଟେନିସରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପୁରୁଷ ବିଭାଗ ଫାଇନାଲରେ ଟିମ ଇଣ୍ଡିଆ ୩-୧ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା । ସାଥିୟାନ ଜ୍ଞାନଶେକରନ ଓ ହରମିତ ଦେଶାଇ ସେମାନଙ୍କ ଡବଲ୍ସ ମ୍ୟାଚ ସହଜରେ ଜିତିଥିଲେ ମଧ୍ୟ ଷ୍ଟାର ଖେଳାଳି ଶରଥ…

ରାଜ୍ୟଗୋଷ୍ଠୀ କ୍ରୀଡା: ୯୨ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଲନ ବଲ୍ସରେ ଭାରତ ଜିତିଲା ସ୍ୱର୍ଣ୍ଣ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ମହିଳା ଟିମ ୯୨ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଲନ ବଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଫାଇନାଲରେ ଭାରତ ୧୭-୧୦ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏହି କୀର୍ତିମାନ ସ୍ଥାପନ କରିଛି । ଫାଇନାଲରେ ଲଭଲୀ ଚୌବୀ, ପିଙ୍କି, ନୟନମୋନୀ ସୌକିୟା…

ଏସିଆ କପ୍ ତାରିଖ ଘୋଷଣା, ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଏସିଆ କପ୍ ପାଇଁ ତାରିଖ ଘୋଷଣା ହୋଇଛି । ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ୨୮ ତାରିଖରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ଚଳିତଥର ଏସିଆ କପ୍ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ । ଏହି ମ୍ୟାଚ୍ ଦୁବାଇରେ ହେବ । ଅଗଷ୍ଟ ୨୭ରୁ ୩୧ ତାରିଖ ଯାଏ ଗ୍ରୁପ୍…

ରାଜ୍ୟଗୋଷ୍ଠୀ କ୍ରୀଡା: ଚମତ୍କାର ପ୍ରଦର୍ଶନ ସତ୍ୱେ ଜୁଡାକୋ ସୁଶୀଲାଙ୍କୁ ରୌପ୍ୟ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମତ୍କାର ପ୍ରଦର୍ଶନ ସତ୍ୱେ ଭାରତର ଜୁଡାକୋ ସୁଶୀଲା ଦେବୀ ଲିକମାବାମ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ୪୮ କେଜି ମହିଳା ଜୁଡୋ ଫାଇନାଲରେ ସେ ଦକ୍ଷିଣ ଆଫ୍ରିକାର ମାଇକେଲା ହ୍ୱାଇଟବୁଇଙ୍କ ନିକଟରୁ ପରାଜିତ ହୋଇଥିଲେ । ନିର୍ଦ୍ଧାରିତ ସମୟ…

ଅଚିନ୍ତା ଶୁଲି ଜିତିଲେ ସୋର୍ଣ୍ଣ ପଦକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁରୁଷ ଭାରୋତ୍ତୋଳନକାରୀ ଅଚିନ୍ତା ସୁଲି  ପୁରୁଷ  ବିଭାଗ 73 କିଲୋଗ୍ରାମ ଭାରୋତ୍ତୋଳନ ଫାଇନାଲରେ ମୋଟ 313 କେଜି ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ବର୍ମିଂହାମରେ ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ । ରାଉଣ୍ଡର ପ୍ରଥମ ପ୍ରୟାସରେ ଅଚିନ୍ତା 137 କିଲୋଗ୍ରାମ…