Latest Odisha News

BREAKING NEWS

Browsing Category

ଖେଳ

T20 World Cup: ଭାରତରେ ଟି୨୦ ବିଶ୍ୱକପ୍ ଖେଳିବନି ବାଂଲାଦେଶ…

ନୂଆଦିଲ୍ଲୀ: ଚଳିତ ବର୍ଷ ଟି୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ୍ କୁ ନେଇ ବର୍ତ୍ତମାନ ବାଂଲାଦେଶ ଏବଂ ଆଇସିସି ମଧ୍ୟରେ ବିବାଦ ଜାରି ରହିଛି। ଏହାରି ମଧ୍ୟରେ ଆଗାମୀ ବିଶ୍ୱକପରେ ବାଂଲାଦେଶ ଟିମ୍ ବିଶ୍ୱକପରେ ଅଂଶଗ୍ରହଣ କରିବ ନାହିଁ ବୋଲି…

ହକି ଇଣ୍ଡିଆ ଲିଗ: ଓଡିଶା ଖେଳାଳିଙ୍କ ବଢ଼ୁଛି ପ୍ରାଧାନ୍ୟ, ୬ରୁ ଏବେ ୧୬

ଭୁବନେଶ୍ୱର: ଓଡିଶାର ହକି ଖେଳାଳିଙ୍କ ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ହକି ଇଣ୍ଡିଆ ଲିଗର ସଦ୍ୟ ସଂସ୍କରଣ । ୨୦୧୩ରେ ଏହି ଲିଗ ଆରମ୍ଭ ହୋଇଥିଲା । ସେତେବେଳେ ୬ଜଣ ଓଡିଶା ଖେଳାଳି ଏଥିରେ ଖେଳିବା ପାଇଁ ସୁଯୋଗ ପାଇଥିଲେ । ସେମାନେ ହେଲେ ଅମିତ…

ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହେଲେ ରିଙ୍କୁ ସିଂ

ନାଗପୁର: ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବଂ ଫିନିଶର ରିଙ୍କୁ ସିଂ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ରିଙ୍କୁ ଏହି ମ୍ୟାଚରେ ଏକ ରେକର୍ଡ କରିଛନ୍ତି । ସେ ୨୦ତମ ଓଭରରେ ସର୍ବାଧିକ ଛକା ମାରିବାରେ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି…

T20 World Cup 2026: ଆମେ ସୁରକ୍ଷିତ ନାହୁଁ…ଭାରତ ବାହାରେ T20 ବିଶ୍ୱକପ୍ ଖେଳିବୁ; ବାଂଲାଦେଶ

ଢାକା: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)ର ଅଲଟିମେଟମ ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସଭାପତି ଅମିନୁଲ ଇସଲାମ ବୁଲବୁଲ ତାଙ୍କର ସ୍ଥିତି ସ୍ପଷ୍ଟ କରି କହିଛନ୍ତି ଯେ ସେ କୌଣସି ପ୍ରକାରେ ସରକାରଙ୍କୁ ଚାପ ପକାଇବାକୁ ଚାହାଁନ୍ତି ନାହିଁ। କିନ୍ତୁ ଭାରତରେ ୨୦୨୬ ଟି୨୦ ବିଶ୍ୱକପ୍…

୨୦୨୮ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିୟନସିପ; କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ବିଶ୍ୱ ଆଥଲେଟିକ୍ସ ଏବଂ AFI…

ଭୁବନେଶ୍ୱର: ୨୦୨୮ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିୟନସିପ୍ ଆୟୋଜନ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି । ଏନେଇ ବିଶ୍ୱ ଆଥଲେଟିକ୍ସ ଏବଂ ଭାରତୀୟ ଆଥଲେଟିକ୍ସ ମହାସଂଘ (AFI)ର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ସେମାନେ ଷ୍ଟାଡିୟମ ପରିସର ମଧ୍ୟରେ…

ସବ ଜୁନିୟର ଜାତୀୟ ରଗବୀ ସେଭେନ ଚାମ୍ପିୟନଶିପ: ବିହାର ଚାମ୍ପିୟନ, ଓଡିଶା ରନର୍ସଅପ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସବ ଜୁନିୟର ଜାତୀୟ ରଗବୀ ସେଭେନ ଚାମ୍ପିୟନଶିପର ୧୫ ବର୍ଷରୁ କମ ବାଳକ ବିଭାଗରେ ଓଡିଶା ରନର୍ସଅପ ହୋଇଛି । ଫାଇନାଲରେ ବିହାର ୨୫-୫ରେ ଆୟୋଜକ ଓଡିଶାକୁ ପରାସ୍ତ କରିଥିଲା । ବିହାର ପୂର୍ବ ଭଳି ଏଥର ମଧ୍ୟ ଚାମ୍ପିୟନ ଭଳି ଖେଳିଥିଲା ।…

ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍‌ଲାଇନ୍‌

ନୂଆଦିଲ୍ଲୀ: ବାଂଲାଦେଶକୁ ଆଇସିସିର ୨୪ ଘଣ୍ଟିଆ ଡେଡ୍‌ଲାଇନ୍‌। ଆସନ୍ତା T-20 ବିଶ୍ବକପ୍‌ରେ ଭାଗ ନେବା ନେଇ ଡେଡ୍‌ଲାଇନ୍‌ ଦେଇଛି କ୍ରିକେଟ ପରିଷଦ। ଭାରତରୁ ମ୍ୟାଚ୍‌ ସ୍ଥାନାନ୍ତର ନେଇ ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏପରିକି ୨୪ ଘଣ୍ଟାରେ ନ ଜଣାଇଲେ ବାଂଲାଦେଶ ସ୍ଥାନରେ…

IPLରେ AI ଏଣ୍ଟ୍ରି; ଜେମିନି ସହ ହାତ ମିଶାଇଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ନୂଆ ପ୍ରାୟୋଜକ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)। ଆଇପିଏଲ ୨୦୨୬ ପୂର୍ବରୁ ବିସିସିଆଇ Google ର AI ପ୍ଲାଟଫର୍ମ, Gemini ସହିତ ଏକ ବଡ଼ ଚୁକ୍ତି ସ୍ୱାକ୍ଷର କରିଛି। ଆଗାମୀ ତିନି ବର୍ଷ ପାଇଁ ପ୍ରାୟୋଜକ ଭାବେ…

India VS New Zealand T20: ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲା

ନାଗପୁର:  ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବୁଧବାର ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସଂଧ୍ୟା ୭ଟା ସମୟରେ ଆରମ୍ଭ ହେବ। ଆଉ ପ୍ରାୟ ଦୁଇ ସପ୍ତାହ ପରେ…

ଈଶାନ କିଶାନ ଖେଳିବା ନେଇ ସୂଚନା ଦେଲେ ସୂର୍ଯ୍ୟକୁମାର

ନାଗପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ବୁଧବାରଠାରୁ ଆରମ୍ଭ ହେବ । ଟି୨୦ ବିଶ୍ୱକପ ପ୍ରସ୍ତୁତିର ଅନ୍ତିମ ରୂପରେଖ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଈଶାନ…