Latest Odisha News

BREAKING NEWS

Browsing Category

ଖେଳ

ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷିତ: ନ୍ୟୁଜିଲାଣ୍ଡ ସ୍ଥାନରେ ସ୍କଟଲାଣ୍ଡ ସାମିଲ

ନୂଆଦିଲ୍ଲୀ: ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ପରବର୍ତୀ ସଂସ୍କରଣ ୨୦୨୨ରେ ୱେଷ୍ଟଇଣ୍ଡିଜରେ ଖେଳାଯିବ । ଗୁରୁବାର ଆଇସିସି ଏହାର କାର୍ଯ୍ୟସୂଚୀ ଘୋଷଣା କରିଛି । ଏହା ୧୪ ଜାନୁୟାରୀରୁ ୫ ଫେବୃୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତକୁ ଗ୍ରୁପ ବିରେ ରଖାଯାଇଛି । ଏହି ଗ୍ରୁପରେ ଦକ୍ଷିଣ…

ବିଗ ବ୍ୟାଶ ଲିଗରେ ସ୍ମୃତିଙ୍କ ସ୍ମରଣୀୟ ଇନିଂସ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ମହିଳା ବିଗ ବ୍ୟାଶ ଲିଗରେ ଭାରତର ସ୍ମୃତି ମାନ୍ଧନା ପ୍ରଥମ ଭାରତୀୟ କ୍ରିକେଟର ଭାବେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ମେଲବୋର୍ଣ୍ଣ ରେନଗେଡେସ ବିପକ୍ଷରେ ସିଡନୀ ଥଣ୍ଡର୍ସ ପକ୍ଷରୁ ଖେଳୁଥିବା ସ୍ମୃତୀ ୬୪ ବଲରେ ୧୧୪ ରନର ଇନିଂସ ଖେଳିଥିଲେ…

ଇରାନ ମହିଳା ଫୁଟବଲ ଟିମରେ ପୁରୁଷ ଖେଳାଳି !

ନୂଆଦିଲ୍ଲୀ: ଇରାନ ମହିଳା ଫୁଟବଲ ଟିମରେ ପୁରୁଷ ଖେଳାଳି ରହିଥିବା ନେଇ ଅଭିଯୋଗ ଆଣିଛି ଜୋର୍ଡାନ । ଇରାନ ଟିମର ଜଣେ ଖେଳାଳିଙ୍କ ବିରୁଦ୍ଧରେ ଏ ନେଇ ତଦନ୍ତ କରିବାକୁ ଏଏଫସି ନିକଟରେ ଜୋର୍ଡାନ ବିଧିବଦ୍ଧ ଭାବେ ଆବେଦନ କରିଛି । ନିକଟରେ ଜୋର୍ଡାନ ୪-୨ ଗୋଲରେ ଇରାନକୁ ହରାଇ ଏସିଆ କପ ପାଇଁ…

ଗୁପଟିଲ ଭାଙ୍ଗିବେ କୋହଲିଙ୍କ ରେକର୍ଡ !

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଟି୨୦ ସିରିଜ କ୍ରିକେଟ ଟୁର୍ଣ୍ଣାମେଂଟ । ଏହି ସିରିଜରେ ମାର୍ଟିନ ଗୁପଟିଲ ନିକଟରେ ଭାରତର ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି । କୋହଲି ୩୨୨୭ ରନ କରି ଏହି ଫର୍ମାଟରେ ଆଗରେ ରହିଛନ୍ତି । ଗୁପଟିଲ…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ T20: ଜାଣନ୍ତୁ ରୋହିତଙ୍କ ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍

ସ୍ପୋର୍ଟସ ବ୍ୟୁରୋ(ଓଡ଼ଶା ସମ୍ବାଦ): ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ । ରାଜସ୍ଥାନର ଜୟପୁରରେ ଖେଳାଯିବ ପ୍ରଥମ ମ୍ୟାଚ୍ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନୀକୁ ଓହ୍ଲାଇବ ମେନ୍ ଇନ୍ ବ୍ଲ୍ୟୁ । ନୂଆ ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କ ତତ୍ତ୍ୱାବଧାନରେ ଅଭିଯାନ ଆରମ୍ଭ କରିବ…

ଉଗାଣ୍ଡାରେ ଆତ୍ମଘାତୀ ବିସ୍ଫୋରଣ: ପ୍ରମୋଦ ଏବଂ ଭାରତୀୟ ପାରା ବ୍ୟାଡମିଂଟନ ଟିମ ସୁରକ୍ଷିତ

ନୂଆଦିଲ୍ଲୀ: ଉଗାଣ୍ଡାର କାମ୍ପାଲାରେ ଆଜି ଆତ୍ମଘାତୀ ବିସ୍ଫୋରଣ ଯୋଗୁ ସମ୍ପୂର୍ଣ୍ଣ ସହର ଥରି ଉଠିଛି । ଏଥିରେ ୩ ନାଗରିକ ମୃତ୍ୟୁବରଣ କରିଛନ୍ତି । ଯେଉଁଠାରେ ଏହି ବିସ୍ଫୋରଣ ଘଟିଲା ଏହାର ୧୦୦ ମିଟର ଦୂରତାରେ ଥିବା ହୋଟେଲରେ ଭାରତୀୟ ପାରା ବ୍ୟାଡମିଂଟନ ଖେଳାଳି ରହୁଥିଲେ । ସେମାନେ ସମସ୍ତେ…

ଆଇସିସି ଘୋଷଣା କଲା ମେଗା ଇଂଭେଟର କାର୍ଯ୍ୟସୂଚୀ: ୨୦୨୬, ୨୦୩୧ ବିଶ୍ୱକପ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୬ରୁ ୨୦୩୧ ପର୍ଯ୍ୟନ୍ତ ମେଗା ଇଭେଂଟର କାର୍ଯ୍ୟସୂଚୀ ଘୋଷଣା କରିଛି । ଭାରତକୁ ୩ଟି ବଡ ଆଇସିସି ଇଭେଂଟ ଆୟୋଜନ କରିବା ଅଧିକାର ମିଳିଛି । ଏହା ମଧ୍ୟରେ ୨୦୨୬ରେ ଶ୍ରୀଲଙ୍କା ସହିତ ଭାରତ ମିଳିତ ଭାବେ ଟି୨୦ ବିଶ୍ୱକପ ଏବଂ ୨୦୩୧ରେ…

ହକି ଜ୍ୱରରେ ଆକ୍ରାନ୍ତ ହେଲାଣି ଭୁବନେଶ୍ୱର, ଆଜି ପଂହଚିଲା ବେଲଜିୟମ ଟିମ

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଭୁବନେଶ୍ୱରରେ ୨୪ ନଭେମ୍ବରରୁ ଆରମ୍ଭ ହେବା । ଏହା ପୂର୍ବରୁ ହକି ଜ୍ୱରରେ ଆକ୍ରାନ୍ତ ହୋଇଗଲାଣି ରାଜଧାନୀ । ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଥିବା ବେଲଜିୟମ ଟିମ ଆଜି ଭୁବନେଶ୍ୱରରେ ପଂହଚିଛନ୍ତି । ଗ୍ରୁପ ଏ’ରେ ବେଲଜିୟମ ସହ ଚିଲି, ମାଲେସିଆ ଓ…

ପାକ୍‌-ବାଂଲା କ୍ରିକେଟ ସିରିଜ: ଯାଉ ଯାଉ ନାଟ ଲଗାଇଲାଣି ପାକିସ୍ତାନ

ଢ଼ାକା: ଟି୨୦ ବିଶ୍ୱକପ କ୍ରିକେଟ ପରେ ପାକିସ୍ତାନ ଟିମ ବାଂଲାଦେଶ ଗସ୍ତରେ ଯାଇଛି । ତେବେ ଏଠାରେ ସିରିଜ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଖେଳାଳିମାନେ ଜାତୀୟ ପତାକା ଲଗାଇ ଅଭ୍ୟାସ କରିବା ଯୋଗୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । କୋଚ ସାକଲେନ ମୁସ୍ତାକ ଖେଳାଳିମାନଙ୍କ ମନୋବଳ ବଢ଼ାଇବା…

୨୦୨୨ ଟି୨୦ ବିଶ୍ୱକପ କ୍ରିକେଟ: ଚୂଡାନ୍ତ ହେଲା ୭ ଭେନ୍ୟୁ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ପରବର୍ତୀ ସଂସ୍କରଣ ଅଷ୍ଟ୍ରେଲିଆରେ ଖେଳାଯିବ । ୨୦୨୨ ସଂସ୍କରଣ ପାଇଁ ଆଜି ଆଇସିସି ୭ଟି ଭେନ୍ୟୁ ଚୂଡାନ୍ତ କରିଛି । ଫାଇନାଲ ମ୍ୟାଚ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ସୁପର ୧୨ ପର୍ଯ୍ୟାୟ ପାଇଁ ଭାରତ ସମେତ ୮ଟି ଟିମ ଘୋଷଣା କରାଯାଇଛି ।…