Latest Odisha News

BREAKING NEWS

Browsing Category

ଖେଳ

ଏହି ରାଜ୍ୟରେ ହକି ଖେଳାଳିଙ୍କ ନାମରେ ନାମିତ ହେବ ୧୦ ସରକାରୀ ସ୍କୁଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଦୀର୍ଘ ୪୧ ବର୍ଷ ପରେ ଏହି ସଫଳତା ହାସଲ ହୋଇଥିବାରୁ ଏବେ ପଞ୍ଜାବ ସରକାର ସେମାନଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତି ନେଇଛି । ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇଥିବା ୧୦ ପଞ୍ଜାବ ଖେଳାଳିଙ୍କ…

ମାଲେସିଆ ଷ୍ଟାର ଖେଳାଳି ଲିରିଡନଙ୍କ ସହ ଚୁକ୍ତି କଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଆଗାମୀ ଆଇଏସଏଲ ସିଜନ ପାଇଁ ମାଲେସିଆର ଷ୍ଟାର ଫୁଟବଲ ଖେଳାଳି ଲିରିଡନ କ୍ରାସନିକ୍ୟୁଙ୍କ ସହ ଚୁକ୍ତିବଦ୍ଧ କରିଛି । ମାଲେସିଆର ପ୍ରଫେଶନାଲ ଫୁଟବଲ କ୍ଲବ ଜୋହର ଡାରୁଲ ତାଜିମ ଏଫସିଠାରୁ ଲୋନ ଡିଲ ଭାବେ ଏହି ଖେଳାଳିଙ୍କୁ ଅଣାଯାଇଛି । ୨୯ ବର୍ଷୀୟ ଏହି ମିଡଫିଲ୍ଡର…

ଟୋକିଓ ପାରାଲିମ୍ପିକ୍ସ: ୨୫ ଅଗଷ୍ଟରୁ ଯାତ୍ରା କରିବେ ଭାରତର ୫୪ ଆଥଲେଟ୍

ଟୋକିଓ: ଭାରତର ଆଥଲେଟଙ୍କ ପାରା ଅଲିମ୍ପିକ୍ସ (୨୪ ଅଗଷ୍ଟରୁ ୫ ସେପ୍ଟେମ୍ବର) ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଯାଇଛି । ଏବେ ସେମାନେ ଟୋକିଓରେ ଭାରତ ପାଇଁ ପଦକ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିବେ । ଭାରତରୁ ୫୪ ଆଥଲେଟ୍ ୯ଟି କ୍ରୀଡା ବିଭାଗ ଯଥା ତୀରନ୍ଦାଜୀ, ଆଥଲେଟିକ୍ସ (ଟ୍ରାକ୍ ଏବଂ…

ଆରପାରିରେ ଭାରତର ମହାନ ଫୁଟବଲର ଶାହିଦ ହକିମ

ନୂଆଦିଲ୍ଲୀ: ମହାନ ଭାରତୀୟ ଫୁଟବଲ ସୟେଦ ଶାହିଦ ହକିମଙ୍କ ଆଜି ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୬୦ ଅଲିମ୍ପିକ୍ସରେ ସେ ଭାରତ ପକ୍ଷରୁ ଖେଳିଥିଲେ । ୫ ଦଶନ୍ଧି ଧରି ଭାରତୀୟ ଫୁଟବଲ ସହିତ ଜଡିତ ଥିବା ହକିମ ଦ୍ରୋଣାଚାର୍ଯ୍ୟ ଏବଂ ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ୧୯୮୨…

ଆସନ୍ତୁ ଜାଣିବା ମିଆଁଦାଦଙ୍କ ପଛରେ ଜୋତା ନେଇ କାହିଁକି ଗୋଡାଇଥିଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଟିମର ପୂର୍ବତନ ଖେଳାଳି ଜାଭେଦି ମିଆଁଦାଦ ପଡିଆରେ ଅନେକ ଥର ବିବାଦ ସୃଷ୍ଟି କରିଛନ୍ତି । ନିକଟରେ ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ ତାଙ୍କ ପୁସ୍ତକ ଷ୍ଟାରଗେଜିଙ୍ଗ: ଦି ପ୍ଲେୟାର୍ସ ଇନ ମାଇ ଲାଇଫ ପୁସ୍ତକରେ ଏକ ମଜାଦାର ଘଟଣା ବର୍ଣ୍ଣନା କରିଛନ୍ତି । ଏଥିରେ…

କ୍ଷମା ମାଗିଲେ ଭିନେଶ, ନରମି ନାହିଁ ଡବ୍ଲ୍ୟୁଏଫଆଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଅବସରରେ ବିଶୃଙ୍ଖଳିତ ଆଚରଣ ଯୋଗୁ ଭାରତୀୟ କୁସ୍ତି ସଂଘ ମହିଳା ରେସଲର ଭିନେଶ ଫୋଗଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଘଟଣା ନେଇ ଭିନେଶ କ୍ଷମା ମାଗିଥିଲେ ମଧ୍ୟ ଡବ୍ଲ୍ୟୁଏଫଆଇ ଏବେ ବି ଅସନ୍ତୁଷ୍ଟ ରହିଛି । ଭିନେଶ ଅଫିସିଆଲ ସ୍ପନଶର…

ମାଷ୍ଟର ବ୍ଲାଷ୍ଟର ଅଫ ସ୍ପିନ ଖେଳିବା ବେଳେ ଅସୁବିଧାର ସମ୍ମୁଖୀନ ହୁଅନ୍ତି: ମୁରଲୀଧରନ

ନୂଆଦିଲ୍ଲୀ: ବିଶ୍ୱର ସଫଳ ବୋଲର ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କ ମତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଫ ସ୍ପିନ ଖେଳିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସଚିନ ଯେଉଁ ଭଳି ଢ଼ଙ୍ଗରେ ଲେଗ ସ୍ପିନକୁ ଖେଳନ୍ତ ସେ ଭଳି ଅଫ ସ୍ପିନ ବୋଲିଂରେ ଦେଖିବାକୁ ମିଳେ ନାହିଁ । ମୋ ବ୍ୟତୀତ…

ପିଟି ଉଷାଙ୍କ କୋଚ ଓଏମ ନାମ୍ବିଆରଙ୍କ ପରଲୋକ

ନୂଆଦିଲ୍ଲୀ: ମହାନ ଆଥଲେଟ କୋଚ ଓଏମ ନାମ୍ବିୟାରଙ୍କ ଗୁରୁବାର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଭାରତର ଶ୍ରେଷ୍ଠ ମହିଳା ଧାବିକା ପିଟି ଉଷାଙ୍କ କୋଚ ଭାବେ ସେ ବେଶ ଚର୍ଚ୍ଚିତ ହୋଇଥିଲେ । ୧୯୮୫ରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭାରତୀୟ ବାୟୁ ସେନା ୧୫ ବର୍ଷ…

ନୀରଜଙ୍କ ସ୍ୱାସ୍ଥ୍ୟାବସ୍ଥା ପୁନର୍ବାର ବିଗିଡିଲା, ଡାକ୍ତରଖାନାରେ ଭର୍ତି

ପାନୀପତ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଆଥଲେଟ ନୀରଜ ଚୋପ୍ରାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁନର୍ବାର ବିଗିଡିଛି । ପୂର୍ବରୁ ସେ ଅସୁସ୍ଥ ଥିଲେ ତେବେ ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା । ଏହା ପରେ ସେ ପ୍ରଧାନମନ୍ତ୍ରୀ ସମ୍ବର୍ନ୍ଧନା ଉତ୍ସବରେ ଯୋଗ ଦେଇଥିଲେ । ଗତକାଲି ପାନୀପତରୁ…

ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ଅଲିମ୍ପିକ୍ସ ବିଜେତା ଭାରତୀୟ ହକି ଟିମ୍ । ମହିଳା ଟିମ୍ ବି ଆସିଛି । ଭୁବନେଶ୍ୱରରେ ଉଭୟ ଟିମ୍ ପହଞ୍ଚି ସାରିଛନ୍ତି । ବିମାନବନ୍ଦରରେ ଭଯ ପୁରୁଷ ଓ ମହିଳା ଟିମ୍ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କ୍ରୀଡ଼ାମନ୍ତ୍ରୀ…