Latest Odisha News

BREAKING NEWS

Browsing Category

ଖେଳ

ଭାରତର ଇନିଂସ ପରାଜୟ

ଲିଡ୍ସ: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏକ ଇନିଂସ ଓ ୭୬ ରନରେ ଭାରତକୁ ଶୋଚନୀୟ ଭାବେ ପରାଜିତ କରିଛି । ଚଳିତ ବର୍ଷ ଭାରତର ଏହା ସବୁଠାରୁ ଖରାପ ପ୍ରଦର୍ଶନ । ଇଂଲଣ୍ଡ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ…

ପାରା ଅଲିମ୍ପିକ୍ସ: ଟିଟି ଫାଇନାଲରେ ଭାବିନା

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ନିଶ୍ଚିତ କରିଥିବା ଭାବିନା ପଟେଲ ଶନିବାର ଟେବୁଲ ଟେନିସ ୱିମେନ୍ସ ସିଙ୍ଗଲ୍ସ କ୍ଲାସ-୪ର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେମିଫାଇନାଲରେ ଚୀନର ଚାଙ୍ଗ ମିଆଓଙ୍କୁ ୭-୧୧,…

ପାରା ଅଲିମ୍ପିକ୍ସ: ଟେବୁଲ ଟେନିସ ସେମିରେ ଭାବିନାବେନ

ଟୋକିଓ:ଚଳିତ ପାରା ଅଲିମ୍ପିକ୍ସରେ ଭାରତର ଭାବିନାବେନ ପଟେଲ ଟେବୁଲ ଟେନିସ ସେମିଫାଇନାଲରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବୀତ କରିଛନ୍ତି । ସିଙ୍ଗଲ୍ସ କ୍ଲାସ ୪ବର୍ଗରେ ସେ ବିଶ୍ୱର ୨ ନମ୍ବର ଖେଳାଳି ସର୍ବିୟାର ବୋରିସ୍ଲାଭା ପେରିଚ ରାଙ୍କୋଭିଚଙ୍କୁ ୧୧-୫, ୧୧-୬ ଓ ୧୧-୭ ପଂଏଟରେ ପରାସ୍ତ…

ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୫୪ ରନର ଅଗ୍ରଣୀ

ଲିଡ୍ସ: ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ଭାରତର ପ୍ରଥମ ଇନିଂସ ସ୍କୋର ୭୮ ରନ ଜବାବରେ ଇଂଲଣ୍ଡ ୪୩୨ ରନ କରି ଅଲଆଉଟ ହୋଇଯାଇଛି । ଜୋ ରୁଟଙ୍କ ଶତକ (୧୨୧ରନ) ବଳରେ ଘରୋଇ ଦଳ ସୁବିଧାଜନକ ସ୍ଥିତିରେ ରହିଛି । ରୟ ବର୍ଣ୍ଣସ (୬୧), ହସିବ ହମୀଦ (୬୮) ଓ ଡାୱିଦ ମଲାନ (୭୦)…

ପରଲୋକରେ ଇଂଲଣ୍ଡର ମହାନ କ୍ରିକେଟର ଟେଡ ଡେକ୍ସଟର

ଲଣ୍ଡନ: ଇଂଲଣ୍ଡ କ୍ରିକେଟର ମହାନ ଖେଳାଳି ଟେଡ ଡେକ୍ଟଟରଙ୍କୁ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକଙ୍କ ବୟସ ୮୬ ବର୍ଷ ହୋଇଥିଲା । ଏହି ଅଲରାଉଣ୍ଡରଜଣକ ୧୯୫୮ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ସହ ଓଭରାଲ ୬୨ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ୧୯୬୧-୬୨…

ପାକିସ୍ତାନ କୋଚ ମିସବାଙ୍କୁ କରୋନା

ଲାହୋର: ପାକିସ୍ତାନ କ୍ରିକେଟ ଦଳର ମୂଖ୍ୟ କୋଚ ମିସବା ଉଲ ହକ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ତାଙ୍କ ଟେଷ୍ଟ ପଜିଟିଭ ଆସିଛି । ଦଳର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ମିସବା ଏବେ ଲାହୋର ପ୍ରତ୍ୟାବର୍ତନ କରିପାରିବେ ନାହିଁ ବୋଲି…

ଅଲୋଡା ପ୍ରଦର୍ଶନ: ୭୮ରେ ଟିମ ଇଣ୍ଡିଆ ଅଲଆଉଟ

ଲିଡ୍ସ: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତର ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ନାଟକୀୟ ଢ଼ଙ୍ଗରେ ଟିମ ଇଣ୍ଡିଆ ମାତ୍ର ୭୮ ରନରେ ଅଲଆଉଟ ହୋଇଯାଇଛି । ଇଂଲଣ୍ଡ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡିଥିଲେ । ରୋହିତ ଶର୍ମା ୧୯…

ପାରା ଅଲିମ୍ପିକ୍ସରେ ଡବଲ ଗୋଲ୍ଡ ଲକ୍ଷ୍ୟରେ ଓଡିଶାର ପ୍ରମୋଦ

ଭୁବନେଶ୍ୱର: ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ପାଇଁ ଡବଲ ଗୋଲ୍ଡ ହାସଲ ଲକ୍ଷ୍ୟରେ ରହିଛନ୍ତି ଓଡିଶାର ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତ । ୩୩ ବର୍ଷୀୟ ପାରା ଶଟଲର ଏସୀୟ ଏବଂ ବିଶ୍ୱ ଚାମ୍ପିୟନରେ ପ୍ରଭାବିତ କରିଥିବା ବେଳେ ପାରା ଅଲିମ୍ପିକ୍ସ ଉପରେ ଏଥର ତାଙ୍କର ନଜର ରହିଛି । ପୁରୁଷ…

ମନୋସ୍କାମନା ପୂରଣ ହେବାକୁ ଶିବ ମନ୍ଦିରରେ ଜଳାଭିଷେକ କରି ଚର୍ଚ୍ଚାରେ ରେସଲର ରବି କୁମାର

ନୂଆଦିଲ୍ଲୀ: ରେସଲର ରବି କୁମାର ଦାହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ସମସ୍ତ ଭାରତୀୟଙ୍କ ମନ ଜିଣି ପାରିଛନ୍ତି । ତାଙ୍କର ଏହି ମନୋସ୍କାମନା ପୂରଣ ପାଇଁ ପରିବାର ଲୋକେ ଘରେ ଅଖଣ୍ଡ ଦ୍ୱୀପ ଜାଳିଥିବା ବେଳେ ରବିକୁମାର ଜଳାଭିଷେକ କରିବେ ବୋଲି ଯାଚିଥିଲେ । ଏହା ପୂରଣ ହେବାରୁ…

ଆଜିଠାରୁ ଟୋକିଓ ପାରା ଅଲିମ୍ପିକ୍ସ, ଦମ୍ ଦେଖାଇବେ ଭାରତରୁ ୫୪ ଆଥଲେଟ୍

ଟୋକିଓ: ଆଜିଠି ଟୋକିଓରେ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସର ୧୬ତମ ସଂସ୍କରଣ । ଆଜି ସନ୍ଧ୍ୟାରେ ଏହାକୁ ଉଦଘାଟନ କରିବେ ଜାପାନ ସମ୍ରାଟ ନାରୁହିତୋ । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଯାଏ ଚାଲିବ ପାରା ଅଲିମ୍ପିକ୍ସ । ଶାରୀରିକ ଓ ମାନସିକ ଭାବରେ ଭିନ୍ନକ୍ଷମଙ୍କ ପାଇଁ ଏହି କ୍ରୀଡ଼ା ମହାକୁମ୍ଭର…