Latest Odisha News

BREAKING NEWS

Browsing Category

ଖେଳ

ଭୋଗ ପତ୍ରିକା କଭରରେ ସ୍ଥାନ ପାଇଲେ ୩ ଭାରତୀୟ ମହିଳା ଅଲିମ୍ପିଆନ

ନୂଆଦିଲ୍ଲୀ: ଲୋକପ୍ରିୟ ଭୋଗ ଇଣ୍ଡିଆ ପତ୍ରିକାର କଭରରେ ସ୍ଥାନ ପାଇଛନ୍ତି ଭାରତର ୩ ସଫଳ ମହିଳା ଅଲିମ୍ପିଆନ । ଏମାନେ ହେଲେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ବକ୍ସର ଲଭଲିନ ବୋରଗାହନ, ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଓ ଭାରୋତୋଳିକା ମୀରାବାଇ ଚାନୁ । ଟୋକିଓରେ ଭାରତ ସର୍ବଶ୍ରେଷ୍ଠ…

ଜାତୀୟ ସିନିୟର ପୁରୁଷ ହକି: ପ୍ରଶିକ୍ଷଣ ପାଇଁ ମନୋନୀତ ୩୦ ଜଣିଆ ଦଳରେ ୬ ଓଡିଆ

ଭୁବନେଶ୍ୱର: ହକି ଇଣ୍ଡିଆ ଶନିବାର ଜାତୀୟ ସିନିୟର ପୁରୁଷ ସମ୍ଭାବ୍ୟ ଦଳ ଘୋଷଣା କରିଛି । ଏହି ୩୦ ଜଣିଆ ଦଳରେ ଓଡିଶାର ୬ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅମିତ ରୋହିଦାସ୍, ଦୀପସାନ ତିର୍କୀ, ଶିଲାନ୍ଦା ଲାକ୍ରା, ନିଲମ ସଂଜୀପ ସେସ୍, ସୁମନ ବେକ୍ ଓ ଆଶିଷ କୁମାର ଟୋପ୍ନୋ। ନିକଟରେ…

ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଅବସର ନେଲେ ୨ଦିନରେ ୩ ସିନିୟର ହକି ଖେଳାଳି

ଭୁବନେଶ୍ୱର: ଭାରତୀୟ ହକି ଦଳର ଫରୱାର୍ଡ ଖେଳାଳି ୩୨ ବର୍ଷୀୟ ଏସଭି ସୁନୀଲ ଆଜି ହକିକୁ ଅଲବିଦା କହିଛନ୍ତି । ଦୀର୍ଘ ଦିନ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ପରେ ଏବେ ଜଣଙ୍କ ପରେ ଜଣେ ଏଥିରୁ ଅବସର ନେବା ଆରମ୍ଭ କରିଛନ୍ତି । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ୨…

କୌଣସି ଖେଳାଳି କୋହଲିଙ୍କ ବିରୋଧରେ ଅଭିଯୋଗ କରି ନାହାନ୍ତି: ବିସିସିଆଇ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ କୌଣସି ଖେଳାଳି ଅଭିଯୋଗ କରି ନାହାନ୍ତି ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁନ ଧୁମାଲ ଗୁରୁବାର କହିଛନ୍ତି । କେତେକ ଗଣମାଧ୍ୟମରେ ରୋହିତ ଶର୍ମା, କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରକାଶ…

ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା ଓ ରୂପିନ୍ଦର ପାଲ୍ ସିଂହ

ଭୁବନେଶ୍ବର : ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା । ଆଜି ବିଦ୍ଧିବଦ୍ଧ ଭାବେ ସେ ହକିକୁ ଅଲବିଦା କହିଥିବା ଘୋଷଣା କରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ହକି ଇଣ୍ଡିଆ । ୩୧ ବର୍ଷୀୟ ବୀରେନ୍ଦ୍ର ଲାକ୍ରା ୨୦୧ ମ୍ୟାଚରେ…

ଟି୨୦ ବିଶ୍ୱକପ କ୍ରିକେଟ: ଟିମ ଇଣ୍ଡିଆରେ ପରିବର୍ତନ ଏକ ପ୍ରକାର ନିଶ୍ଚିତ !

ପୁରୀ: ୟୁଏଇରେ ଖେଳା ଯାଇଥିବା ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ଏବେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ଟି୨୦ ବିଶ୍ୱକପ ପାଇଁ ଘୋଷିତ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ଫର୍ମ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ରହି ନାହିଁ । ଅପରପକ୍ଷରେ ସ୍ଥାନ ପାଇ ନ ଥିବା ବା…

ଆଇପିଏଲ: ଲୋ ସ୍କୋରିଂ ମ୍ୟାଚରେ ବାଜି ମାରିଲା କୋଲକାତା

ଶାରଜା: ଏଠାରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ଲୋ ସ୍କୋରିଂ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଟସ୍ ଜିତି କୋଲକାତା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଦିଲ୍ଲୀ ଟିମ୍ ୨୦ ଓଭରରେ ୯ ଉଇକେଟ ହରାଇ ୧୨୭…

ଇଂଲଣ୍ଡ ବିଶ୍ୱକପ ବିଜୟୀ ଟିମର ସଦସ୍ୟ ରୋଜର ହଂଟଙ୍କ ପରଲୋକ

ଲଣ୍ଡନ: ଇଂଲଣ୍ଡ ବିଶ୍ୱକପ ବିଜୟୀ ୧୯୬୬ ଫୁଟବଲ ଦଳର ସଦସ୍ୟ ରୋଜର ହଂଟଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଜାତୀୟ ଦଳ ପକ୍ଷରୁ ଏହି ଲୋକପ୍ରିୟ ଷ୍ଟ୍ରାଇକର ୩୪ ମ୍ୟାଚ ଖେଳି ୧୮ ଗୋଲ ସ୍କୋର କରିଥିଲେ । ଲିଭରପୁଲର ଏହି ଷ୍ଟାର ଖେଳାଳି କ୍ଲବ ପକ୍ଷରୁ…

କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡା ପୁରସ୍କାର: ପିଟର ତିର୍କୀଙ୍କୁ ଲାଇଫ ଟାଇମ, ହରିପ୍ରସାଦ ଶ୍ରେଷ୍ଠ କୋଚ

ଭୁବନେଶ୍ୱର: ୨୦୨୦-୨୧ ପାଇଁ ଓଡିଶାର ଖ୍ୟାତନାମା ଆନ୍ତର୍ଜାତୀୟ ହକି ଖେଳାଳି ପିଟର ତିର୍କୀ ଏବଂ ପ୍ରତିଷ୍ଠିତ କୋଚ ହରିପ୍ରସାଦ ପଟ୍ଟନାୟକଙ୍କୁ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡା ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି । ପୂର୍ବତନ କ୍ରିକେଟ କୋଚ କମଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପୁରସ୍କାର…

ଜାତୀୟ ଜୁନିୟର ଖୋ ଖୋ ଉଦଯାପିତ: ବାଳକ, ବାଳିକା ବିଭାଗରେ ମହାରାଷ୍ଟ୍ର ଚାମ୍ପିୟନ, ଓଡିଶା ତୃତୀୟରେ ସନ୍ତୁଷ୍ଟ

ଭୁବନେଶ୍ୱର: କିଟ ଡିମଡ ୟୁନିଭରସିଟିର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ଖୋ ଖୋର ଉଭୟ ବାଳକ ଏବଂ ବାଳିକା ବିଭାଗରେ ଚାମ୍ପିୟନ ହୋଇଛି ମହାରାଷ୍ଟ୍ର । ଓଡିଶା ଉଭୟ ବିଭାଗରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ମହାରାଷ୍ଟ୍ର ବାଳକ ବିଭାଗ ଫାଇନାଲରେ…