Latest Odisha News

BREAKING NEWS

Browsing Category

ଖେଳ

୯ ଏପ୍ରିଲରୁ  IPL ମହାସମର, ପ୍ରଥମରୁ କୋହଲି-ରୋହିତଙ୍କ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ବାଜିଲା IPL ବିଗୁଲ । ୯ ଏପ୍ରିଲରୁ IPL ମହାସମର । ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମ୍ୟାଚ୍‌ ସେଡ୍ୟୁଲ ଜାରି କରିଛି ବିସିସିଆଇ । ଆସନ୍ତା ଏପ୍ରିଲ ୯ ତାରିଖରେ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । IPL ସିଜିନ୍‌ ୧୪ର ଫାଇନାଲ ମ୍ୟାଚ୍‌ ମେ ୩୦ ତାରିଖରେ…

ନାଭାଲ ଟାଟା ହକି ଗ୍ରାସରୁଟ ଲିଗ୍‌: ବାଳକ ବିଭାଗରେ ସବଡେଗା, ବାଳିକାରେ ମାଝପଡା ଚାମ୍ପିୟନ

ଭୁବନେଶ୍ୱର: ପ୍ରଥମ ନାଭାଲ ହକି ଗ୍ରାସରୁଟ କଳିଙ୍ଗ ହକି କମ୍ପେ୍ଲକ୍ସରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ବାଳକ ବିଭାଗରେ ସବଡେଗା ଓ ବାଳିକାରେ ମାଝପଡା ଚାମ୍ପିୟନ ହୋଇଛନ୍ତି । ବାଳିକା ଫାଇନାଲରେ ମାଝପଡା ୨-୦ ଗୋଲରେ ଆଲାନ୍ଦାକୁ ପରାସ୍ତ କରିଥିଲା । ପୁଜା ମାଝି ପ୍ଲେୟାର ଅଫ ଦି ଫାଇନାଲ ଓ…

ଚେନ୍ନାଇ ସୁପର କିଙ୍ଗସର ନେଟ ବୋଲର ହେବେ ରାଜେଶ

ଭୁବନେଶ୍ୱର: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗରେ ଓଡିଶାର ରାଜେଶ ମହାନ୍ତି ଚେନ୍ନାଇ ସୁପର କିଙ୍ଗସ ନେଟ ବୋଲର ହେବେ । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଓସିଏ ଏବଂ ଏମଆରଏଫ ପେସ ଫାଉଣ୍ଡେସନରେ ୨୦ ବର୍ଷୀୟ ଏହି ପେସ ବୋଲର ପ୍ରଶିକ୍ଷଣ ନେଉଛନ୍ତି । ଜୁନିୟର…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୧୦ ରେକର୍ଡ

ମୋଟେରା: ଭାରତ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ସହ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛି । ଏହି ସିରିଜର କେତେକ ରେକର୍ଡ ଉପରେ ଆଖି ପକାଇବା- ୧. ପ୍ରଥମ ମ୍ୟାଚ ହାରିବା ପରେ ଭାରତ ୬ଷ୍ଠ ଥର ପାଇଁ ସିରିଜ ଜିତିଛି ।…

ଇଂଲଣ୍ଡ ବିପକ୍ଷରେ ଭାରତର ବିଶାଳ ବିଜୟ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତ

ମୋଟେରା: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଇଂଲଣ୍ଡକୁ ଏକ ଇଂନିସ୍ ଓ ୨୫ ରନରେ ହରାଇଛି ବିରାଟଙ୍କ ଟିମ୍ । ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଆର୍ ଅଶ୍ୱିନ ଏବଂ ଅକ୍ଷର ପଟେଲଙ୍କ ସ୍ପିନ ବୋଲିଂରେ ଘାଇଲା ହୋଇ ଇଂଲଣ୍ଡ ଦଳ…

ଭାରତରେ ଖେଳାଯିବ ଆଇପିଏଲ୍ ୨୦୨୧, ୬ଟି ସ୍ଥାନରେ ଏପ୍ରିଲ ୯ରୁ ଖେଳାଯିବ ମ୍ୟାଚ୍‌

ଭୁବନେଶ୍ୱର: କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣ ଚଳିତ ବର୍ଷ ଭାରତରେ ଖେଳାଯିବ । ଏହା ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବ ଏବଂ ମେ ୩୦ତାରିଖରେ ଶେଷ ହେବ । ଚଳିତ ଥର ଦେଶର ୬ଟି ସ୍ଥାନରେ ମ୍ୟାଚ୍ ଖେଳାଯିବ ବୋଲି ସ୍ଥିର ହୋଇଛି…

ଆସନ୍ତୁ ଜାଣିବା ଭଜିଙ୍କ ପୂର୍ବରୁ କେଉଁ କ୍ରିକେଟର ବଲିଉଡର ଭାଗ୍ୟ ପରୀକ୍ଷା କରିଛନ୍ତି

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂଙ୍କ ଫିଲ୍ମ ଫ୍ରେଣ୍ଡଶିପର ଟ୍ରେଲର ରିଲିଜ ହୋଇଯାଇଛି । କ୍ରିକେଟରେ ଷ୍ଟାର ଖେଳାଳି ଭଜି ଫିଲ୍ମ ଦୁନିଆରେ ସଫଳ ହେଉଛନ୍ତି କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ । ଆସନ୍ତୁ ଜାଣିବା ଅନ୍ୟ କେଉଁ କ୍ରିକେଟର ଫିଲ୍ମରେ ଭାଗ୍ୟ…

କିଟରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିୟନଶିପ ଉଦଘାଟିତ

ଭୁବନେଶ୍ୱର: କିଟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ୬୯ତମ ଜାତୀୟ ଭଲିବଲ୍ (ପୁରୁଷ ଓ ମହିଳା) ଚାମ୍ପିୟନଶିପ ୨୦୨୦-୨୧ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଭାରତୀୟ ଭଲିବଲ୍ ସଂଘ (ଭିଏଫଆଇ) ତତ୍ତ୍ୱାବଧାନରେ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିୟନଶିପର ଉଦଘାଟନୀ ଉତ୍ସବରେ ଓଡ଼ିଶା…

ମୋଟେରାରେ ଚାଲିଲା ପନ୍ତଗିରି, ଟିମ୍ ଇଣ୍ଡିଆ ୮୯ ରନରେ ଅଗ୍ରଣୀ

ମୋଟେରା: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟର ୨ୟ ଦିବସରେ ଋଷଭ ପନ୍ତଙ୍କ ପନ୍ତଗିରି ଦେଖିବାକୁ ମିଳିଥିଲା । ତାଙ୍କର ଲଢ଼ୁଆ ଶତକ ବଳରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ଉଇକେଟ ହରାଇ ୨୯୪ ରନ ସଂଗ୍ରହ କରିନେଇଛି । ୱାଶିଂଟନ ସୁନ୍ଦର ମଧ୍ୟ…

କିଟରେ ହେବ ଜାତୀୟ ଭଲିବଲ ଚାମ୍ପିୟନଶିପ୍

ଭୁବନେଶ୍ୱର: କିଟ ୟୁନିଭରସିଟିରେ ୬୯ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍ ଆୟୋଜିତ ହେବାକୁ ଯାଉଛି । ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ କ୍ୟାମ୍ପସ ୧୩ରେ ଏହି ଚାମ୍ପିୟନଶିପ ୫ରୁ ୧୧ ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ ହେବ । କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି…