Latest Odisha News

BREAKING NEWS

Browsing Category

ଖେଳ

ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟରେ ଭାଙ୍ଗିପାରେ ଅନେକ ରେକର୍ଡ

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ୪ର୍ଥ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମୋଟେରାରେ ଖେଳାଯିବ । ଏହି ମ୍ୟାଚରେ ଅନେକ ରେକର୍ଡ ଭାଙ୍ଗିବା ସମ୍ଭାବନା ରହିଛି । ସେଗୁଡିକ ହେଲା ୧.କୋହଲି ଭାଙ୍ଗିବେ ପଂଟିଙ୍କ ରେକର୍ଡ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଙ୍କ ଅଧିନାୟକ ଭାବେ ୪୧ ଶତକ…

ଓଡିଶା ମହିଳା ଲିଗ୍ ଫୁଟବଲ: ଓପିଜିକୁ ହରାଇଲା ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର: ଓଡିଶା ମହିଳା ଲିଗ୍ ଫୁଟବଲରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଇଷ୍ଟକୋଷ୍ଟ ରେଲୱେ ୩-୧ ଗୋଲରେ ଓପିଜି କ୍ଲବକୁ ପରାସ୍ତ କରିଛି । ବିଜୟୀ ଦଳ ପକ୍ଷରୁ ସରୋଜିନୀ ତିର୍କୀ (୨୩ତମ), ପ୍ରତିମା ମିଞ୍ଜ(୬୩ତମ) ଓ ତାରା ଖାତୁନ (୯୦+୬ ତମ) ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ । ଓପିଜି…

ୱିଜଡେନ ବାଛିଲା ଶ୍ରେଷ୍ଠ ଟି୨୦ ଏକାଦଶ, ଧୋନୀ ଅଧିନାୟକ

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ ଭାବେ ପରିଚିତ ୱିଜଡେନ ମଙ୍ଗଳବାର ସର୍ବକାଳୀନ ଶ୍ରେଷ୍ଠ ଟି୨୦ ଏକାଦଶ ଚୟନ କରିଛି । ଭାରତକୁ ୨ଥର ବିଶ୍ୱକପ ଜିତାଇଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳର ଅଧିନାୟକ ଭାବେ ଚୟନ କରିଛି । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିରାଟ କୋହଲିଙ୍କୁ ମଧ୍ୟ ଚୂଡାନ୍ତ…

ଇନଷ୍ଟାଗ୍ରାମରେ ପ୍ରଥମ କ୍ରିକେଟର ଭାବେ କୋହଲିଙ୍କ ହେଲେ ୧୦୦ ମିଲିୟନ ଫଲୋଅର୍ସ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ କ୍ରିକେଟର ଓ ଏସିଆର ପ୍ରଥମ ସେଲିବ୍ରେଟି ଭାବେ କୋହଲିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୦୦ ମିଲିୟନ ଛୁଇଁଛି । ପୂର୍ବରୁ ପ୍ରିୟଙ୍କା ଚୋପ୍ରାଙ୍କ ୬୦.୮ ଏବଂ ଶ୍ରଦ୍ଧା…

ସୌନକ ପାରିଖ ଓ ଲଖି ସ୍ବାଇଁଙ୍କୁ ବିଜିସି ଟ୍ରଫି ପ୍ରଦାନ

ଭୁବନେଶ୍ବର: ପ୍ରତିଯୋଗିତାର ଠିକ୍ ବର୍ଷକ ପରେ ଭୁବନେଶ୍ବର ଗଲଫ୍ କ୍ଲବ୍ (ବିଜିସି) ଟ୍ରଫି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ହକି ଖେଳାଳି ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ମୁଖ୍ୟ ବର୍ଗ ୦-୧୮…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ରୋହିତ, ପନ୍ତ, ସୁନ୍ଦରଙ୍କୁ ବିଶ୍ରାମ ଦିଆଯାଇପାରେ !

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆ ରୋହିତ ଶର୍ମା, ଋଷଭ ପନ୍ତ ଓ ୱାଶିଂଟନ ସୁନ୍ଦରଙ୍କୁ ବିଶ୍ରାମ ଦେବା ପାଇଁ ଚିନ୍ତା କରୁଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆଇପିଏଲ ପରଠାରୁ ପନ୍ତ ଓ ସୁନ୍ଦର ନିୟମିତ କ୍ରିକେଟ ଖେଳି ଆସୁଛନ୍ତି । ରୋହିତ ଅବଶ୍ୟ ଆଇପିଏଲ…

ରୋହିତଙ୍କୁ କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର‌୍ୟାଙ୍କିଙ୍ଗ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ୟାରିୟରର ଶ୍ରେଷ୍ଠ ଟେଷ୍ଟ ର‌୍ୟାଙ୍କିଙ୍ଗ ହାସଲ କରିଛନ୍ତି । ସଦ୍ୟ ପ୍ରକାଶିତ ର‌୍ୟାଙ୍କିଙ୍ଗରେ ସେ  ୮ମ ସ୍ଥାନ ହାସଲ କରିଛନ୍ତି । ବିରାଟ କୋହଲି ୫ମ ସ୍ଥାନ ବଜାୟ ରଖିଥିବା ବେଳେ ଚେତେଶ୍ୱର ପୂଜାରା ୨ଟି ସ୍ଥାନ ଖସି ୧୦ମରେ…

ଆଇଏସଏଲ:ବାମ୍ବୋଲିନରେ ଗୋଲବର୍ଷା, ଇଷ୍ଟବେଙ୍ଗଲକୁ ହରାଇଲା ଓଡିଶା

ଭୁବନେଶ୍ୱର: ଗୋଆର ବାମ୍ବୋଲିନ ଷ୍ଟାଡିୟମରେ ଚାଲିଥିବା ଆଇଏସଏଲର ଏକ ମୁକାବିଲାରେ ଗୋଲ ବର୍ଷା ଦେଖିବାକୁ ମିଳିଛି । ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ଅନୁଷ୍ଠିତ ଏହି ମୁକାବିଲାରେ ୧୧ ଗୋଲ ସ୍କୋର ହୋଇଥିଲା । ଓଡିଶା ୬-୫ ଗୋଲରେ ଅପେକ୍ଷାକୃତ ଶକ୍ତିଶାଳୀ ଇଷ୍ଟବେଙ୍ଗଲକୁ ପରାସ୍ତ କରି…

ଦର୍ଶକଙ୍କ ବିନା ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ପୁଣେରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜ ଦର୍ଶକଙ୍କ ବିନା ଖେଳାଯିବ । ଏପରି କି ଯଦି ଆବଶ୍ୟକ ପଢ଼େ ଆୟୋଜନ ସ୍ଥଳ ମଧ୍ୟ ବଦଳାଯାଇ ପାରେ । ମାର୍ଚ୍ଚ ୨୩, ୨୬…

ୱେଷ୍ଟଇଣ୍ଡିଜ ଦଳକୁ ଫେରିଲେ ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲ

ସେଂଟଜୋନ୍ସ: ୨ ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଦଳକୁ ଫେରିଛନ୍ତି ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍ । ଘୋଷିତ ଦଳର ନେତୃତ୍ୱ କିରନ ପୋଲାର୍ଡ ନେବେ । ପେସ ବୋଲର ଫିଡେଲ ଏଡୱାର୍ଡସ ୯ ବର୍ଷ ପରେ ଜାତୀୟ ଦଳକୁ ଫେରିଛନ୍ତି । ଆଂଟିଗୁଆରେ ନୂତନ ଭାବେ ନିର୍ମିତ…