Latest Odisha News

BREAKING NEWS

Browsing Category

ଖେଳ

ଆଜିର ଦିନରେ ଭାରତ କ୍ରିକେଟକୁ ମିଳିଥିଲା ନୂଆ ଦିଗ

ନୂଆଦିଲ୍ଲୀ: ୨୫ ଜୁନ ୧୯୮୩ ଭାରତୀୟ କ୍ରୀଡା ଇତିହାସ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ । ଏହି ଦିନ ଭାରତୀୟ କ୍ରିକେଟ ବିଶ୍ୱକପ ଜିତି ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲା । ବିଶ୍ୱ ବିଜୟୀ ୱେଷ୍ଟଇଣ୍ଡିଜ ଟିମକୁ କପିଳ ଦେବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୪୩ ରନରେ ପରାସ୍ତ କରିଥିଲା । ସାରା…

ନ୍ୟୁଜିଲାଣ୍ଡ ଚାମ୍ପିୟନ ହେବା ପରେ ଅବସର ନେଲେ ୱାଟଲିଂ

ସାଉଥାମ୍ପଟନ: ଭାରତକୁ ୮ ଉଇକେଟରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଟାଇଟଲ ହାସଲ କରିଛି । ଏହି ଖୁସିର ବାତାବରଣ ମଧ୍ୟରେ ଦଳର ସିନିୟର ଉଇକେଟକିପର ବିଜେ ୱାଟଲିଂ କ୍ରିକେଟକୁ ଅଲବିଦା କହିଛନ୍ତି । କ୍ୟାରିୟରର ଶେଷ ମ୍ୟାଚରେ ସେ ୧ ରନ କରିଥିଲେ । ୱାଟଲିଂ…

କୋହଲିଙ୍କ ସ୍ୱପ୍ନ ଅଧୂରା ରହିଲା, ନ୍ୟୁଜିଲାଣ୍ଡକୁ ଆଇସିସି ଟେଷ୍ଟ ଚାମ୍ପିୟନଶିପ ଟାଇଟଲ

ସାଉଥାମ୍ପଟନ: ବର୍ଷା ବାଧାପ୍ରାପ୍ତ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଭାରତକୁ ହରାଇ ଚାମ୍ପିୟନ ହୋଇଛି । ୨୧ ବର୍ଷ ପରେ ନ୍ୟୁଜିଲାଣ୍ଡ ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି । ଭାରତ ପ୍ରଦତ ୧୩୯ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୨ ଉଇକେଟ ହରାଇ…

ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୩୯ ରନର ବିଜୟ ଲକ୍ଷ୍ୟ

ସାଉଥାମ୍ପଟନ:ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍ ୧୩୯ ରନର ବିଜୟ ଲକ୍ଷ୍ୟ ରଖିଛି । ରିଜର୍ଭ ଦିବସରେ ବାକି ଥିବା ୫୩ ଓଭରରେ ନ୍ୟୁଜିଲାଣ୍ଡକୁ ଏହି ଲକ୍ଷ୍ୟ ହାସଲ କରିବାକୁ ପଡିବ । ଭାରତର ପ୍ରଥମ ଇନିଂସ ସ୍କୋର ୨୧୭…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଜାଡେଜା ଶ୍ରେଷ୍ଠ ଅଲରାଉଣ୍ଡର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦ୍ୱାରା ଜାରି କରାଯାଇଥିବା ଟେଷ୍ଟ ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ଭାରତର ରବୀନ୍ଦ୍ର ଜାଡେଜା ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସେ ୱେଷ୍ଟଇଣ୍ଡିଜର ଜାସନ ହୋଲ୍ଡରଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ…

ବିପଦ ଏଡାଇବା ପାଇଁ ଟିମ୍ ଇଣ୍ଡିଆର ସଂଘର୍ଷ ଜାରୀ

ସାଉଥାମ୍ପଟନ:ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ବିପଦ ଏଡାଇବା ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନମାନେ ସଂଘର୍ଷ ଜାରୀ ରଖିଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨୪୯ ରନ କରିଥିଲା । ଦ୍ୱିତୀୟ…

ଦମଦାର ଦୀପ୍

ଭୁବନେଶ୍ୱର: ଓଡ଼ିଆ ମହିଳା ହକି ଷ୍ଟାର ଦୀପ ଗ୍ରେସ୍ ଏକ୍କା । ଇଣ୍ଡିଆନ୍ ହକି ଟିମ୍‌ର ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ଦୀପ୍ । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଜଣେ ଓଡ଼ିଆ ହେଉଛନ୍ତି ଦୀପ୍ । ସୁନ୍ଦରଗଡ଼ ଲୁଲକିଡି ନାଁରେ ଏକ ଛୋଟ ଗାଁରେ ଜନ୍ମ…

ଶଟପୁଟ ଥ୍ରୋୟର ତେଜିନ୍ଦରଙ୍କୁ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ: ଶଟପୁଟ ଥ୍ରୋୟର ତେଜିନ୍ଦର ସିଂ ତୁର ଅଲିମ୍ପିକ କୋଟା ହାସଲ କରିବାରେ ସଫଳ ହୋଇଛନ୍ତି । ଇଣ୍ଡିଆନ ଗ୍ରାଁ ପ୍ରି ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସେ ଏହି ସଫଳତା ହାସଲ କରିଛନ୍ତି । ୨୧.୪୯ ମିଟର ଦୂରତାକୁ ଶଟପୁଟ ପକାଇ ତେଜିନ୍ଦର ନୂତନ ଜାତୀୟ ରେକର୍ଡ ସ୍ଥାପନ କରିବା ସହ ଅଲିମ୍ପିକ…

ଡବ୍ଲୁୃଟିସି ଫାଇନାଲ: ଏବେ ବି ଭାରତ ପ୍ରତି ବିପଦ ଟଳିନି

ସାଉଥାମ୍ପଟନ:ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ବିପକ୍ଷରେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ମ୍ୟାଚ ରୋମାଂଚକ ସ୍ଥିତିକୁ ଆସି ଯାଇଛ । ରିଜର୍ଭ ଡେରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ସମୀକ୍ଷକଙ୍କ ମତରେ ଏବେ ବି ଭାରତ…

୧୦୦ ମିଟରରେ ଦୂତିଙ୍କ ନୂତନ ଜାତୀୟ ରେକର୍ଡ, ଅଳ୍ପକେ ଅଲିମ୍ପିକ ମାର୍କ ଛୁଇଁପାରିଲେନି

ପଟିୟାଲା: ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟ୍ସ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଗ୍ରାଁପ୍ରି-୪ ଆଥଲେଟିକ୍ସ ମିଟରେ ଓଡିଶାର ଦୂତି ଚାନ୍ଦ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଭାରତର ଦ୍ରୁତତମ ମହିଳା ଭାବେ ପରିଚିତ ଦୂତି ୧୦୦ ମିଟର ଦୌଡରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେ ନିଜର…