Latest Odisha News

BREAKING NEWS

Browsing Category

ଖେଳ

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଦଳର ଉପ ଅଧିନାୟିକା ହେଲେ ଦୀପ ଗ୍ରେସ

ଭୁବନେଶ୍ୱର: ଆଗାମୀ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତୀୟ ମହିଳା ହକି ଦଳରେ ଓଡିଶାର ଦୀପ ଗ୍ରେସ ଏକ୍କାକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ୧୬ ଜଣିଆ ଦଳରେ ଭେଟେରାନ ଷ୍ଟ୍ରାଇକର ରାନୀ ରାମପଲଙ୍କୁ ଦଳର ଅଧିନାୟିକା ଏବଂ ଦୀପ ଗ୍ରେସ ଓ ସବିତାଙ୍କୁ ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ ।…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ :୪ର୍ଥ ଦିବସରେ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ

ସାଉଥାମ୍ପଟନ: ଭାରତ-ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ୪ର୍ଥ ଦିବସରେ ମଧ୍ୟ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଖବର ହସ୍ତଗତ ହେଲା ବେଳକୁ ଲଂଚ ପର୍ଯ୍ୟନ୍ତ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇନି । ଏକ ରୋମାଂଚକ ମୁକାବିଲା…

ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍ ଦେଖି ଭୁବନେଶ୍ୱର କୁମାରଙ୍କୁ ମନେ ପକାଇଲେ ଫ୍ୟାନ୍, କାହିଁକି ?

ସାଉଥମ୍ପଟନ: ଭାରତ-ନ୍ୟୁଜିଲାଣ୍ଡ ଭିତରେ ସାଉଥମ୍ପଟନରେ ଖେଳାଯାଉଛି ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ । ଭାରତ ପ୍ରଥମ ଇନିଂସରେ ମାତ୍ର ୨୧୭ ରନରେ ଅଲଆଉଟ୍ ହୋଇଛି । ଅନ୍ୟପଟେ ଇଂଲଣ୍ଡ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ୱିତକେଟ ହରାଇ ୧୦୧ କରିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର…

କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଇଶାନ୍ତ ଶର୍ମା

ଇଂଲଣ୍ଡ: କିମ୍ୱଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଫାଷ୍ଟ ବୋଲକର ଇଶାନ୍ତ ଶର୍ମା । ଇଂଲଣ୍ଡ ମାଟିରେ ସର୍ବାଧିକ ଓ୍ୱିକେଟ ନେବାରେ ଭାରତୀୟ ବୋଲର ହୋଇଛନ୍ତି ଇଶାନ୍ତ । ପୂର୍ବରୁ ଏହି ରେକର୍ଡ କପିଲ ଦେବଙ୍କ ନାଁରେ ଥିଲା । ଇଶାନ୍ତ ଇଂଲଣ୍ଡ ମାଟିରେ ଭାରତୀୟ ଭାବରେ ସର୍ବାଧିକ ୪୪…

ଅଲିମ୍ପିକ୍ସ କ୍ୱାଲିଫାଇ ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ବିସିସିଆଇ ଦେବ ୧୦ କୋଟି ଟଙ୍କା

ନୂଆଦିଲ୍ଲୀ: ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଆଥଲେଟଙ୍କ ପ୍ରଶିକ୍ଷଣ ଏବଂ ପ୍ରସ୍ତୁତି ବାବଦକୁ ବୋର୍ଡ ୧୦ କୋଟି ଟଙ୍କା ଦେବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ…

ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଭାରତ ୨୧୭, ନ୍ୟୁଜିଲାଣ୍ଡ ୧୦୧/୨

ସାଉଥାମ୍ପଟନ:ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତୀୟ କ୍ରିକେଟ ଦଳର ପ୍ରଥମ ଇନିଂସ ସ୍କୋର ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨ ଉଇକେଟ ବିନିମୟରେ ୧୦୧ ରନ ସଂଗ୍ରହ କରି ନେଇଛି । ଟିମ୍ ଇଣ୍ଡିଆ ଏବେ ବି ୧୧୬ରନରେ ଆଗୁଆ ରହିଛି । ଷ୍ଟମ୍ପସ ଅପସାରଣ…

ଜେମିସନଙ୍କୁ ୫ ଉଇକେଟ, ଭାରତର ପ୍ରଥମ ଇନିଂସ ୨୧୭ରେ ସୀମିତ

ସାଉଥାମ୍ପଟନ: ନ୍ୟୁଜିଲାଣ୍ଡ ପେସ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ଏଠାରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଭାରତ ପ୍ରଥମ ଇନିଂସରେ ୨୧୭ ରନ କରିବାକୁ ସକ୍ଷମ ହୋଇଛି । ତୃତୀୟ ଦିବସରେ ଭାରତ ୭୧ ରନରେ ୭ ଉଇକେଟ ହରାଇ ଅଲଆଉଟ ହୋଇଥିଲା । ବିରାଟ କୋହଲିଙ୍କ ୪୪ ଏବଂ ଅଜିଙ୍କ୍ୟ…

ଟେଷ୍ଟ ଚାମ୍ପିୟନଶିପ ଫାଇନାଲ : ଭାରତ ୨୧୧/୭

ସାଉଥାମ୍ପଟନ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ତୃତୀୟ ଦିନ ଲଂଚ ସୁଦ୍ଧା ଭାରତ ତୁଳନାରେ ନ୍ୟୁଜିଲାଣ୍ଡ ଭଲ ସ୍ଥିତିରେ ରହିଛି । ଲଂଚ ବ୍ରେକ ବେଳକୁ ଭାରତ ୭ ଉଇକେଟ ବିନିମୟରେ ୨୧୧ ରନ ସଂଗ୍ରହ କରିଛି । ଗତକାଲି ଅପରାଜିତ ଥିବା ଅଧିନାୟକ ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାନେ ବ୍ୟାଟିଂ…

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ପୁରୁଷ ହକି ଦଳର ଡାକ୍ତର ଦାୟିତ୍ୱ ତୁଲାଇବେ ସୁଦୀପ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷଣା କରାଯାଇଥିବା ଭାରତୀୟ ପୁରୁଷ ହକି ଦଳରେ ଆଉ ଜଣେ ଓଡିଆ ସ୍ଥାନ ପାଇଛନ୍ତି । କିମ୍ସ ପ୍ରଫେସର ସୁଦୀପ ଶତପଥୀଙ୍କୁ ଟିମ୍ ଇଣ୍ଡିଆର ଡାକ୍ତର ଭାବେ ନିୟୋଜିତ କରାଯାଇଛି । ସେ ଫିଜିଓଲୋଜି ଓ ସ୍ପୋର୍ଟ୍ସ ମେଡିସନ ବିଭାଗରେ ଜଣେ ଅଭିଜ୍ଞ ଡାକ୍ତର ଭାବେ…

ମିଲଖା ସିଂଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ଟିମ୍ ଇଣ୍ଡିଆ

ସାଉଥାମ୍ପଟନ: ଫ୍ଲାଇଂ ଶିଖ ଭାବେ ପରିଚିତ ଭାରତର ଗୌରବ ମିଲଖାଁ ସିଂ ଆଉ ନାହାନ୍ତି । ଏହି ମହାନ ଅଲିମ୍ପିଆନଙ୍କ ବିୟୋଗରେ ସାରା ଦେଶ ଶୋକବ୍ୟକ୍ତ କରୁଛି । ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଏହି ମହାନ…