Latest Odisha News

BREAKING NEWS

Browsing Category

ଖେଳ

ଇଂଲଣ୍ଡରେ ହୋଇପାରେ ଆଇପିଏଲର ବଳକା ମ୍ୟାଚ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମେ ୨୯ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି । ଏହି ବୈଠକରେ ଅନ୍ୟ ପ୍ରସଙ୍ଗ ସହ ଆଇପିଏଲର ବଳକା ମ୍ୟାଚ କେଉଁଠାରେ ହେବ ସେ ନେଇ ଆଲୋଚନା ହେବାକୁ ଅଛି । ମିଳିଥିବା ରିପୋର୍ଟ ଅନୁସାରେ ଟି୨୦ ବିଶ୍ୱକପ ପାଇଁ ବିସିସିଆଇ ୟୁଏଇକୁ ଷ୍ଟାଣ୍ଡବାଇ…

ମହିଳା କ୍ରିକେଟର କହିଲେ ଥ୍ୟାଙ୍କ ୟୁ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମହିଳା ଖେଳାଳିଙ୍କ ତୁଳନାରେ ପୁରୁଷ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଉଥିବା ଖବର ପ୍ରକାଶ ପାଇବା ପରେ ଏବେ ସ୍ଥିତି ବଦଳିଛି । ବିସିସିଆଇ ନିଜ ଭୂଲ ବୁଝିବା ସହ ମହିଳା କ୍ରିକେଟରଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି । ଏହା…

ମିଷ୍ଟର ୩୬୦ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିବେନି

ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟର ଏବି ଡିଭିଲର୍ସ ଆଜି ସାରା ବିଶ୍ୱରେ ଥିବା ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି । ଟି୨୦ ବିଶ୍ୱକପ ନିମନ୍ତେ ସେ ଦଳକୁ ଫେରିବା ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ମଙ୍ଗଳବାର ଏହାର ଅବସାନ ଘଟିଛି । ମିଷ୍ଟର ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ ଭାବେ…

ସୁଶୀଲ କୁମାରଙ୍କ ସମ୍ପର୍କରେ ସୂଚନା ପାଇଁ ପୁରସ୍କାର ରାଶି ଘୋଷଣା କଲେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଯୁବ ରେସଲର ସାଗର ହତ୍ୟାକାଣ୍ଡରେ ଅଲିମ୍ପିକ୍ସ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କ ଅଡୁଆ ବଢ଼ିବାରେ ଲାଗିଛି । ସୁଶୀଲ ଏବଂ ତାଙ୍କ ସହଯୋଗୀଙ୍କୁ ହାଜର ହେବା ପାଇଁ ପୋଲିସ କହିଲେ ମଧ୍ୟ ସେ ଏବେ ବି ଫେରାର ଅଛନ୍ତି । ଲୁକଆଉଟ ନୋଟିସ ଜାରୀ କରିବା ପରେ ମଙ୍ଗଳବାର ପୋଲିସ ସୁଶୀଲଙ୍କ…

୮୯ ବର୍ଷ ପରେ ନିରପେକ୍ଷ ସ୍ଥାନରେ ଟେଷ୍ଟ ଖେଳିବ ଭାରତ

ନୂଆଦିଲ୍ଲୀ:ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଭାରତୀୟ କ୍ରିକେଟ ଦଳ ଖେଳିବା ମାତ୍ରେ ୮୯ ବର୍ଷ ପରେ ନିରପେକ୍ଷ ସ୍ଥାନରେ ଟେଷ୍ଟ ଖେଳିବାକୁ ଯାଉଛି । ଆଇସିସି ମାନ୍ୟତା ପ୍ରାପ୍ତ ୧୨ ଦେଶ ମଧ୍ୟରୁ କେବଳ ଭାରତ ଏବଂ ବାଂଲାଦେଶ ନିରପେକ୍ଷ ସ୍ଥାନରେ…

ଓଡ଼ିଆ କ୍ରିକେଟର ଶିବ ସୁନ୍ଦର ଦାସ ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଆ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ଶିବ ସୁନ୍ଦର ଦାସଙ୍କୁ ବଡ଼ ଦାୟତ୍ୱ । ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଓପନର ଶିବ ସୁନ୍ଦର ଦାସ । ତାଙ୍କ ନାଁରେ ମୋହର ମାରିଛି ବିସିସିଆଇ । ଆଗାମୀ ଇଂଲଣ୍ଡ ଗସ୍ତରେ ଶିବ…

ଆଇପିଏଲରେ ଅଂଶଗ୍ରହଣ କରିଥିବା ଅଷ୍ଟ୍ରେଲିଆ କ୍ରିକେଟରଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ

ସିଡନୀ: ଇଣ୍ଡିଆନ ପ୍ରିମିୟର ଲିଗରେ ଅଂଶଗ୍ରହଣ କରିଥିବା ୩୮ ଜଣ ଅଷ୍ଟ୍ରେଲିଆ କ୍ରିକେଟରମାନେ ଦଆଜି ସିଡନୀରେ ପଂହଚିଛନ୍ତି । ମାଲଡିଭ୍‌ସରେ କିଛି ଦିନ ରହିବା ପରେ ଏହି ଖେଳାଳିମାନେ ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । କରୋନା ମହାମାରୀ ଭାରତରେ ଦ୍ରୁତ ବେଗରେ ବଢ଼ିବାରୁ ଏହାକୁ ଅଧାରୁ ବନ୍ଦ କରି…

ପୁରୁଷ, ମହିଳା ଟିମ ପାଇଁ ବିସିସିଆଇର ଅଲଗା ଅଲଗା ମାପଦଣ୍ଡ !

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନିରପେକ୍ଷତା ନେଇ ପୁନର୍ବାର ପ୍ରଶ୍ନ ଉଠିଛି । ଆଉ କିଛି ଦିନ ଭିତରେ ଟିମ୍ ଇଣ୍ଡିଆର ଉଭୟ ପୁରୁଷ ଏବଂ ମହିଳା ଟିମ୍ ଇଂଲଣ୍ଡ ଗସ୍ତରେ ଯିବେ । ବିସିସିଆଇ ପୁରୁଷ ଖେଳାଳିମାନଙ୍କ ପାଇଁ ଘରେ କରୋନା ଯାଂଚ ପରୀକ୍ଷଣ ବ୍ୟବସ୍ଥା କରାଇଥିବା ବେଳେ…

କ୍ଲେ କିଙ୍ଗ ନାଡାଲ ଜିତିଲେ ଇଟାଲିଆନ ଓପନ ଟାଇଟଲ

ନୂଆଦିଲ୍ଲୀ: କ୍ଲେ କିଙ୍ଗ ଭାବେ ପରିଚିତ ସ୍ପେନର ରାଫେଲ ନାଡାଲ ଇଟାଲିଆରନ ଓପନ ଟେନିସ ଟୁର୍ଣ୍ଣାମେଂଟ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ୭-୫, ୧-୬ ଓ ୬-୩ ସେଟରେ ପରାସ୍ତ କରିଥିଲେ । ୧୦ମ ଥର ପାଇଁ ନାଡାଲ ଏହି ଟାଇଟଲ ହାସଲ କରିଛନ୍ତି । ଉଭୟଙ୍କ…

ଅଲିମ୍ପିକ ପଦକ ବିଜେତା ସୁଶୀଲଙ୍କ ବିରୋଧରେ ଜାମିନ ବିହୀନ ୱାରେଂଟ ଜାରୀ

ନୂଆଦିଲ୍ଲୀ: ୨୩ ବର୍ଷୀୟ ପୂର୍ବତନ ଜାତୀୟ ଜୁନିୟର ରେସଲିଂ ଚାମ୍ପିୟନ ସାଗର ହତ୍ୟା ଘଟଣାରେ ଶନିବାର ଦିଲ୍ଲୀ ପୋଲିସ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ବିରୋଧରେ ଜାମିନ ବିହୀନ ୱାରେଂଟ ଜାରୀ କରିଛି । ଛତ୍ରଶାଲ ଷ୍ଟାଡିୟମରେ ଦୁଇ ପହଲିୱାନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ…