Latest Odisha News

BREAKING NEWS

Browsing Category

ଖେଳ

ଟେଷ୍ଟ ଦଳରୁ ବାଦ୍ ପଡିଲେ ଯାଦବ, କିଏ ପାଇବ ସ୍ଥାନ ?

ନୂଆଦିଲ୍ଲୀ: ବିଦେଶରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଛି ଭାରତ । ତଥାପି ଆହତ ସମସ୍ୟାକୁ ନେଇ ଚିନ୍ତାରେ ରହିଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆଘାତପ୍ରାପ୍ତ ହୋଇ ଦୃତ ବୋଲର୍ ଉମେଶ ଯାଦବ ପଡିଆ ଛାଡିଥିଲେ । ଅନ୍ୟପଟେ ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ବି ଆହତ ସମସ୍ୟା ପାଇଁ ଦଳରୁ ବାଦ୍…

କରୋନା ଖାଇଗଲା କ୍ୟାରିୟର: ଟେନିସ ଛାଡି ପର୍ଣ୍ଣଷ୍ଟାର ସାଜିଲେ ଆଞ୍ଜେଲିନା

ସିଡନୀ:ଅଷ୍ଟ୍ରେଲିଆର ମହିଳା ଖେଳାଳି ଆଞ୍ଜେଲିନା ଗ୍ରାଓଭାକ୍‌ଙ୍କ କ୍ୟାରିୟର କରୋନା ମହାମାରୀ ଏକ ପ୍ରକାର ନଷ୍ଟ କରିଦେଇଛି । ୧୯ ବର୍ଷୀୟା ଏହି ଖେଳାଳି ଏବେ ଟେନିସ ବଦଳରେ ଆର୍ଥୀକ ଅବସ୍ଥା ସୁଧାରିବା ପାଇଁ ପର୍ଣ୍ଣ ଷ୍ଟାର ହେବା ପାଇଁ ନିଷ୍ପତି ନେଇଛନ୍ତି । ତାଙ୍କ ଟେନିସ ର‌୍ୟାଙ୍କିଙ୍ଗ…

ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହମ୍ମଦ ଆଝାରୁଦ୍ଦିନ୍

କୋଟା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତାଙ୍କ ବ୍ୟକ୍ତିଗତ ସହାୟକଙ୍କ କହିବାନୁଯାୟୀ ଆଝାରୁଦ୍ଧିନଙ୍କର ବିଶେଷ କ୍ଷତି ହୋଇନାହିଁ । ମିଳିଥିବା ସୂଚନା ଅନୁଯାୟୀ,…

୨୦୨୭ ଏସିଆନ୍ କପ୍ ଫୁଟବଲ ପାଇଁ ଭାରତର ବିଡ୍ ଦାଖଲ: ୧୧ ସହର ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର: ୨୦୨୭ ଏସିଆନ୍ କପ ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ଭାରତ ବିଡ୍ ଦାଖଲ କରିଛି । ଏସୀୟ  ଫୁଟବଲ ମହାସଂଘ ଏହା ଘୋଷଣା କରିଛି । ୧୧ ସହରର ୧୨ଟି ଷ୍ଟାଡିୟମରେ ମ୍ୟାଚଗୁଡିକର ଆୟୋଜନ ପାଇଁ ଚୟନ କରାଯାଇଛି । ଏଥିରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ଥାନ ପାଇଛି । ଟୁର୍ଣ୍ଣାମେଂଟର ଆୟୋଜନ…

ଆସନ୍ତୁ ଜାଣିବା ବୋଲିଂ ଆଭରେଜରେ ବୁମ୍ ବୁମ୍ ବୁମରା କେଉଁ କେଉଁ ମହାନ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ

ସିଡନୀ: ଟିମ୍ ଇଣ୍ଡିଆର ଷ୍ଟାର ପେସର ଯଶପ୍ରୀତ ବୁମରା ବୋଲିଂ ଆଭରେଜରେ କ୍ରିକେଟ ଇତିହାସର ମହାନ ବୋଲରଙ୍କୁ ମାତ୍ ଦେଇଛନ୍ତି । ଟେଷ୍ଟ କ୍ରିକେଟର ୫୦ ବର୍ଷରେ ୭୫ରୁ ଅଧିକ ଉଇକେଟ ନେଇଥିବା ଖେଳାଳିଙ୍କ ମଧ୍ୟରେ ବୁମରାଙ୍କ ରେକର୍ଡ ଶ୍ରେଷ୍ଠ ରହିଛି । ଏପରିକି ମ୍ୟାଲକମ ମାର୍ଶାଲ, କର୍ଟଲୀ…

ଆରପାରିରେ ଫୁଟବଲ ଅଲିମ୍ପିଆନ୍ ନିଖିଳ ନନ୍ଦୀ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲର ମହାନ ଖେଳାଳି ନିଖିଳ ନନ୍ଦୀଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୫୬ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଭାରତ ୪ର୍ଥ ସ୍ଥାନରେ ରହିଥିଲା । ଏହି ସମୟକୁ ଭାରତୀୟ ଫୁଟବଲର ସ୍ୱର୍ଣ୍ଣିମ ଯୁଗ ବୋଲି କୁହାଯାଏ । ଦୀର୍ଘ ଦିନ…

ଓଡିଶା କ୍ରୀଡା ୨୦୨୦: ଦୂତିଙ୍କ ଅର୍ଜୁନଠାରୁ ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ବିନା ଦର୍ଶକ କରତାଳିରେ ଖେଳର ମାହୋଲ ଫିକା ପଡି ଯାଇଥିଲା । ତଥାପି ଏହି ଘଡିସନ୍ଧି ମୂହର୍ତ ମଧ୍ୟରେ ଓଡିଶା କ୍ରୀଡାରେ ଅନେକ ଘଟଣା ଘଟିଯାଇଛି । ଆସନ୍ତୁ ନଜର ପକାଇବା କ୍ରୀଡା ଫର୍ଦ୍ଦ ଉପରେ.. ରାଉରକେଲାରେ ସର୍ବ ବୃହତ ହକି ଷ୍ଟାଡିୟମ: ଓଡିଶାର…

ଚହଲ୍ ଓ ଧନଶ୍ରୀଙ୍କୁ କି ଉପହାର ଦେଲେ ଧୋନୀ ?

ଭୁବନେଶ୍ୱର: ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା । ଡିସେମ୍ବର ୨୨ରେ ଦୁହିଁଙ୍କ ବିବାହ ଖୁବ ଚର୍ଚ୍ଚା ସାଉଣ୍ଟିଥିଲା । ବିବାହ ଓ ବିବାହ ପୂର୍ବର ଫଟୋ ଓ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହୋଇଥିଲା । ବିବାହ ପରେ ଚହଲ ଓ ଧନଶ୍ରୀ ହନିମୁନ ପାଇଁ ଦୁବାଇରେ ପହଂଚିଥିଲେ । ହେଲେ ସେଠାରେ ଧୋନୀ ଓ ସାକ୍ଷୀ…

ମିଳିଲାନି ଅନୁମତି, ଯୁବରାଜ ସିଂଙ୍କୁ ଘରୋଇ କ୍ରିକେଟ୍ ମନା

ନୂଆଦିଲ୍ଲୀ: ଗତବର୍ଷ ଜୁନ୍ ମାସରେ କ୍ରିକେଟ ଜଗତକୁ ଅଲବିଦା କହିଥିଲେ ଯୁବରାଜ ସିଂ । ଘରୋଇ କ୍ରିକେଟ, ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ବିଦେଶୀ କ୍ରିକେଟ ଲିଗରେ ଦେଖିବାକୁ ମିଳିଥିଲା । ତେବେ ନିଜ ମାନସିକତାରେ ପରିବର୍ତ୍ତନ ଆଣି ଯୁବରାଜ ପୁଣିଥରେ କ୍ରିକେଟକୁ…

ବକ୍ସିଂ ଡେ ଟେଷ୍ଟରେ ଭାରତର ମହାବିଜୟ, ଅଷ୍ଟ୍ରେଲିଆକୁ ୮ ଓ୍ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ମେଲବୋର୍ଣ୍ଣରେ ଆଡିଲେଡ୍ ଟେଷ୍ଟ ପରାଜୟର ବଦଲା ନେଲା ଟିମ୍ ଇଣ୍ଡିଆ । ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଦ୍ୱିତୀୟ ଟେଷ୍ଟରେ ବାଜି ମାରିଛି ଭାରତ । ଅଷ୍ଟ୍ରେଲିଆକୁ ୮ ଓ୍ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ବିଜୟ ପାଇଁ ଭାରତ ଆଗରେ ଥିଲା ୭୦ରନ ବିଜୟ ଲକ୍ଷ୍ୟ । ଆଜି ଖେଳର ଚତୁର୍ଥ ଦିନରେ ୨…