Latest Odisha News

BREAKING NEWS

Browsing Category

ଖେଳ

ସିଡନୀରୁ ମେଲବୋର୍ଣ୍ଣ ଗଲେ ରୋହିତ

ସିଡନୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସୋମବାର ସିଡନୀରୁ ମେଲବୋର୍ଣ୍ଣ ଅଭିମୁଖେ ଗସ୍ତ କରିଛନ୍ତି । ସେ ବୁଧବାର ଟିମ୍ ସହିତ ଯୋଗ ଦେବେ । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜିତ ହୋଇଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ମଜଭୁତ ସ୍ଥିତିରେ ରହିଛି । ତୃତୀୟ ଟେଷ୍ଟରେ…

କିଙ୍ଗ କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟ ଖେଳାଳି ସମ୍ମାନ

ମୁମ୍ବାଇ:ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାରଙ୍କ ନାମ ଘୋଷଣା କରିଛି । ଟିମ୍ ଇଣ୍ଡିଆର ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ସେହିପରି ଦିନିକିଆରେ ମଧ୍ୟ ସେ ଶ୍ରେଷ୍ଠ ଖେଳାଳି ହୋଇଛନ୍ତି । କୋହଲି ଏହି ଦଶ ବର୍ଷ ମଧ୍ୟରେ…

ମାଂସପେଶୀରେ ଯନ୍ତ୍ରଣା ପରେ ବୋଲିଂ ଅଧାରୁ ଡ୍ରେସିଂ ରୁମ ଫେରିଲେ ଉମେଶ ଯାଦବ

ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ବୋଲିଂ ବେଳେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଛନ୍ତି ଉମେଶ ଯାଦବ। ଫଳରେ ତାଙ୍କୁ ମୈଦାନ ଛାଡ଼ିବାକୁ ପଡିଥିଲା । ସେ ଛୋଟେଇ ଛୋଟେଇ ଡ୍ରେସିଂ ରୁମ ଫେରିଥିଲେ । ଉମେଶ ଯାଦବ ଅଷ୍ଟ୍ରେଲିଆର…

କ୍ରିକେଟର ୩ ଫର୍ମାଟର ଦଶନ୍ଧିର ଶ୍ରେଷ୍ଠ ଟିମ୍ ଚୟନ କଲା ଆଇସିସି: ଦିନିକିଆ, ଟି୨୦ରେ ଧୋନୀ ଟେଷ୍ଟରେ କୋହଲି ଅଧିନାୟକ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ରବିବାର ୩ ଫର୍ମାଟର ଦଶନ୍ଧିର ଶ୍ରେଷ୍ଠ ଟିମ୍ ଚୟନ କରିଛି । ମହେନ୍ଦ୍ର ସିଂ ଧୋନୀଙ୍କୁ ଦିନିକିଆ ଏବଂ ଟି୨୦ ଅଧିନାୟକ ଭାବେ ମନୋନୀତ କରାଯାଇଥିବା ବେଳେ ବିରାଟ କୋହଲିଙ୍କୁ ଟେଷ୍ଟ ଦାୟିତ୍ୱ ମିଳିଛି । ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଟିମ୍‌: ଆଲିଷ୍ଟର…

କିଏ ପାଇଛି ଅଧିକ ପାଉଣା, ବିରାଟ ନା ବୁମ୍‌ରାହ ?

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ଦୃତ ବୋଲର୍ ଜଶପ୍ରୀତ୍ ବୁମ୍‌ରାହ । ଅନ୍ୟପଟେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ୍ କୋହଲି । ଦୁହେଁ ନିଜନିଜ ସ୍ଥାନରେ ଶ୍ରେଷ୍ଠ । ହେଲେ ମ୍ୟାଚ୍ ଫି ମାମଲାରେ ବିରାଟଙ୍କୁ ପଛରେ ପକାଇଛନ୍ତି ବୁମ୍‌ରାହ । ଚଳିତବର୍ଷ ଭାରତୀୟ କ୍ରିକେଟର୍ ଭାବେ ବୁମ୍‌ରାହ…

ରାହାଣେଙ୍କ ପ୍ରଶଂସାରେ ଶତମୁଖ ବିରାଟ କୋହଲି

ଭୁବନେଶ୍ୱର: ପ୍ରଥମଥର ପାଇଁ ବାପା ହେବାକୁ ଯାଉଛନ୍ତି ବିରାଟ କୋହଲି । ହେଲେ ଘରେ ଥାଇ ସୁଦ୍ଧା ମନ ରହିଛି ଅଷ୍ଟ୍ରେଲିଆ ମାଟିରେ । ବିରାଟଙ୍କ ବଦଳରେ ଭାରତୀୟ କ୍ରିକେଟ ଟିମର ଭାର ସମ୍ଭାଳିଥିଲେ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ । ବେଶ ସଫଳତାର ସହ ଭାର ସମ୍ଭାଳି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ…

ବକ୍ସିଂ ଡେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ଶତକ, ଅଷ୍ଟ୍ରେଲିଆ ମାଟିରେ ଦ୍ୱିତୀୟ ସେଞ୍ଚୁରୀ

ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟରେ ଅଧିନାୟକ ଇନିଂସ ଖେଳିଲେ ଆଜିଙ୍କ୍ୟ ରାହାଣେ । ଦ୍ୱିତୀୟ ଦିନରେ ଶତକ ହାସଲ କରିଛନ୍ତି । ଏହା ତାଙ୍କ କ୍ୟାରିୟର ୧୨ତମ ଟେଷ୍ଟ ଶତକ । ଅଷ୍ଟ୍ରେଲିଆ ମାଟିରେ ଦ୍ୱିତୀୟ ଟେଷ୍ଟ ସେଞ୍ଚୁରୀ ହାସଲ କରିଛନ୍ତି ରାହାଣେ । ପୂର୍ବରୁ ୨୦୧୪ରେ ବକ୍ସିଂ ଡେ ଟେଷ୍ଟରେ…

ଆଜିଠୁ ବାରବାଟୀରେ OCL ଟି-ଟ୍ୱେଣ୍ଟି: ମୁହାଁମୁହିଁ ହେବେ ୬ଟି ଟିମ୍

କଟକ: ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏ) ଆନୁକୂଲ୍ୟରେ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍ (ଓସିଏଲ୍‌) ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହେଉଛି । ପ୍ରତିଯୋଗିତାରେ ଖେଳିବେ ମୋଟ ୬ ଦଳ । ଓଡ଼ିଶା ଲାୟନ୍‌ସ, ଓଡ଼ିଶା ଟାଇଗର୍ସ ଓଡ଼ିଶା ଚିତାଜ୍, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା…

ମାରାଡୋନାଙ୍କ ସ୍ମୃତିରେ ୬ଫୁଟର କେକ୍ ତିଆରି କଲେ ପ୍ରଶଂସକ

ମାଡ୍ରାସ:ଆର୍ଜେଟିଂନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ଦୁନିଆକୁ ଅଲବିଦା କହି ଦେଇଛନ୍ତି । ମାତ୍ର ପ୍ରଶଂସକ ତାଙ୍କୁ ଭୁଲି ପାରି ନାହାନ୍ତି । ତାମିଲନାଡୁର ରାମନାଥପୁରରେ ଜଣେ ବେକରୀ ବ୍ୟବସାୟର ତାଙ୍କ ସ୍ମୃତିରେ ୬ଫୁଟ ଉଚ୍ଚତାର ଏକ କେକ୍ ପ୍ରସ୍ତୁତ କରିଛନ୍ତି । ଯାହା କି ଅବିକଳ…

ଥାର୍ଡ ଅମ୍ପାୟରଙ୍କ ନିଷ୍ପତି ନେଇ ଆଲୋଚନା, ୱାର୍ଣ୍ଣେ କହିଲେ ପେନ୍ ଆଉଟ ଥିଲେ

ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଥାର୍ଡ ଅମ୍ପାୟରଙ୍କ ଏକ ନିଷ୍ପତି ବିବାଦୀୟ ହୋଇପଡିଛି । ବକ୍ସିଂ ଡେ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ ହୋଇଯାଇଛି । ମ୍ୟାଚର ୫୫ତମ ଓଭରରେ ଟିମ୍ ପେନ୍ ରନଆଉଟ ହୋଇଥିଲେ । ଏହାର ନିଷ୍ପତି ଥାର୍ଡ…