Latest Odisha News

BREAKING NEWS

Browsing Category

ଖେଳ

ଆଇଏସଏଲ: ଓଡିଶା ଏଫସିର ନୈରାଶ୍ୟଜନକ ପ୍ରଦର୍ଶନ ଜାରି, ଇଷ୍ଟବେଙ୍ଗଲଠାରୁ ୩-୧ରେ ହାରିଲା

ଭୁବନେଶ୍ୱର:ଗୋଆର ତିଳକମୈଦାନ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲ ଏକ ମୁକାବିଲାରେ ଓଡିଶା ଏଫସି ପୁନର୍ବାର ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଇଷ୍ଟବେଙ୍ଗଲ ୩-୧ ଗୋଲରେ ଓଡିଶା ବିପକ୍ଷରେ ସହଜ ବିଜୟ ହାସଲ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଇଷ୍ଟବେଙ୍ଗଲ ପ୍ରଭାବୀ…

ଟିମ୍ ଇଣ୍ଡିଆ ସହ ରୋହିତଙ୍କ ସମେତ ଅନ୍ୟ ୫ଜଣ ମଧ୍ୟ ସିଡନୀ ଯିବେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ସୋମବାର ସିଡନୀ ଗସ୍ତରେ ଯାଇଛି । ବାୟୋ ବବଲ ପ୍ରୋଟୋକଲ ଭାଙ୍ଗିଥିବା ରୋହିତ ଶର୍ମାଙ୍କ ସମେତ ଅନ୍ୟ ୫ଜଣ ମଧ୍ୟ ଏହି ଗସ୍ତରେ ଟିମ୍ ସହିତ ଯାଇଛନ୍ତି । ନୂଆ ବର୍ଷ ଦିନ ରୋହିତ, ନବଦୀପ ସାଇନି, ଋଷଭ ପନ୍ତ, ଶୁଭମନ…

ବିବାଦ ବଢ଼ୁଛି: ବ୍ରିସବେନରେ ଟେଷ୍ଟ ଖେଳିବାକୁ ଟିମ୍ ଇଣ୍ଡିଆ ଅରାଜି

ସିଡନୀ: ଭାରତୀୟ କ୍ରିକେଟ ଟିମ୍ ୪ର୍ଥ ଟେଷ୍ଟ ପାଇଁ ବ୍ରିସବେନ୍ ଯିବାକୁ ଅନିଚ୍ଛା ପ୍ରକାଶ କରିଛି । ରିପୋର୍ଟ ମୁତାବକ ଟିମ୍ ଇଣ୍ଡିଆ ଆଉ ଅଧିକ ଦିନ ବାୟୋ ବବୁଲରେ ରହିବାକୁ ଚାହୁଁ ନାହିଁ । ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ପଂହଚିବା ପରେ ପାଖାପାଖି ୧ମାସ ଏ ଭଳି ପରିସ୍ଥିତିରେ ରହିଥିଲେ ।…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯିବ ପିଙ୍କଟେଷ୍ଟ

ସିଡନୀ:ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଦଳ ମଧ୍ୟରେ ସିଡନୀରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଜାନୁୟାରୀ ୭ରୁ ଆରମ୍ଭ ହେବାକୁ ଯାଉଥିବା ଏହି ମ୍ୟାଚକୁ ପିଙ୍କ ଟେଷ୍ଟ ଭାବେ ସ୍ଥାନ ଦିଆଯିବ । ଏହ ଦିବାରାତ୍ର ମ୍ୟାଚ ନୁହେଁ କି ଏଥିରେ ପିଙ୍କ ବଲରେ ମ୍ୟାଚ ଖେଳାଯାଇ ନାହିଁ । ଖେଳାଳିମାନେ ଗୋଲାପୀ…

‘ଶୀଘ୍ର ଭଲ ହୋଇଯାଆନ୍ତୁ ଦାଦା’, ବାଲୁକା କଳାରେ ସୌରଭଙ୍କ ଆଶୁ ଆରୋଗ୍ୟ କାମନା କଲେ ସୁଦର୍ଶନ

ପୁରୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସେ ଏହି ଉଦ୍ୟମ କରିଛନ୍ତି । ଏଥିରେ ସୌରଭ ଗାଙ୍ଗୁଲିଙ୍କର ପ୍ରତିକୃତି ସହ ଆପଣ…

ରୋହିତ ଶର୍ମା ହେଲେ ଟେଷ୍ଟ ଟିମ୍‌ର ଭାଇସ୍ କ୍ୟାପଟେନ୍

ନୂଆଦିଲ୍ଲୀ- ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ରୋହିତ ଶର୍ମାଙ୍କୁ ଟିମ୍‌ର ଭାଇସ୍ କ୍ୟାପଟେନ ଭାବେ ନିଯୁକ୍ତ କରା ଯାଇଛି । ବିରାଟ କୋହଲି ଘରକୁ ଫେରିବା ପରେ ଅଜିଙ୍କ୍ୟ ରାହାଣେଙ୍କୁ କ୍ୟାପଟେନ ଓ ଚେତେଶ୍ୱର ପୂଜାରାଙ୍କୁ ଭାଇସ୍ କ୍ୟାପଟେନ କରାଯାଇଥିଲ । ତେବେ ୧୪ ଦିନ…

୨୦୨୧ରେ ବ୍ୟସ୍ତ ରହିବ ଭାରତୀୟ କ୍ରିକେଟ ଦଳ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୨୦୨୦ର ଅନେକ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହୋଇପାରି ନ ଥିଲା । ଘରେ ବସି ବସି ସମୟ କାଟିଥିବା ଟିମ୍ ଇଣ୍ଡିଆକୁ କିନ୍ତୁ ଅପେକ୍ଷା କରିଛି ୨୦୨୧ର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ । ବିିସିସିଆଇ ପକ୍ଷରୁ ଅଫିସିଆଲ ଭାବେ କାର୍ଯ୍ୟସୂଚୀ ଜାରି କରାଯାଇ ନ ଥିଲେ…

ଗୋଆର ୧୪ ବର୍ଷୀୟ ଲିୟୋନ ହେଲେ ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ: ଗୋଆର ୧୪ ବର୍ଷୀୟ ଯୁବ ଚେସ୍ ଖେଳାଳି ଲିୟୋନ ମେଣ୍ଡୋକା ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଛନ୍ତି । ଏହା ପୂର୍ବରୁ ଅକ୍ଟୋବରରେ ରିଜୋ ଚେସ୍ ଟୁର୍ଣ୍ଣାମେଂଟ, ନଭେମ୍ବରରେ ବୁଡାପେଷ୍ଟରେ ଓ ଏବେ ଇଟାଲୀରେ ଭେରଜାନି କପରେ ଭଲ ପ୍ରଦର୍ଶନ କରି ଏହି କୀର୍ତିମାନ ହାସଲ କରିଛନ୍ତି…

ପରଲୋକରେ ଭାରତୀୟ ହକି ଟିମର ପୂର୍ବତନ ଖେଳାଳି ମାଇକେଲ କିଣ୍ଡୋ

ରାଉରକେଲା: ଭାରତୀୟ ହକି ତାରକା ମାଇକେଲ କିଣ୍ଡୋଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଛି । ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।…

ଫର୍ମୁଲା ୱାନ ରେସର ଲୁଇସ ହାମିଲଟଙ୍କୁ ମିଳିଲା ସାର୍ ଉପାଧି

ଲଣ୍ଡନ: ବ୍ରିଟେନର ଲୋକପ୍ରିୟ ଫର୍ମୁଲା ୱାନ କାର ରେସରଙ୍କୁ ଗୁରୁବାର ସାର୍ ଉପାଧି ମିଳିଛି । ବ୍ରିଟେନର ରାଣୀ ଏଲିଜାବେଥଙ୍କ ଦ୍ୱାରା ସର୍ବୋଚ୍ଚ ନାଗରିକ ସମ୍ମାନ ନାଇଟହୁଡ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି । ଏହା ପୂର୍ବରୁ ହାମିଲଟନ ବିସିସି ସ୍ପୋର୍ଟ୍ସ ପର୍ସନାଲିଟି ଅଫ ଦି ଇୟର,…