Latest Odisha News

BREAKING NEWS

Browsing Category

ଖେଳ

ବଜରଙ୍ଗ ପୁନିଆ-ସଙ୍ଗୀତାଙ୍କ ବିବାହ ସମ୍ପନ୍ନ

ରୋହତାକ:ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ମହାବୀର ଫୋଗଟଙ୍କ ଝିଅ ସଙ୍ଗୀତା ଫୋଗଟ ରେସଲର ବଜରଙ୍ଗ ପୁନିଆଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବଜରଙ୍ଗ ସୋସିଆଲ ସାଇଟରେ ପତ୍ନୀ ତଥା ରେସଲର ସଙ୍ଗୀତାଙ୍କ ସହ ବିବାହ ବେଳର ଫଟୋ ଶେୟାର କରିଛନ୍ତି । ସଙ୍ଗୀତା ମଧ୍ୟ ଅନ୍ୟ ଭଉଣୀମାନଙ୍କ ପରି…

ଆସନ୍ତୁ ଜାଣିବା ଗୋଲ୍ଡେନ ବୟ ମାରାଡୋନାଙ୍କ ଅଭୂଲା କାହାଣୀ

ବୁଏନ୍ସ ଏରିସ: ଚାଲିଗଲେ ଫୁଟବଲର ମହାରଥୀ ଗୋଲ୍ଡେନ ବୟ ଡିଏଗୋ ମାରାଡୋନା । ମାତ୍ର ୬୦ ବର୍ଷ ବୟସରେ ସେ ସମସ୍ତଙ୍କୁ ଅଲବିଦା କହିଥିଲେ । ଜଣେ ଫୁଟବଲ ଖେଳାଳି ଭାବେ ମାରାଡୋନା ଯେଉଁ ସପଳତା ହାସଲ କରିଛନ୍ତି ତାହା ଏବେ ବି ଅନ୍ୟମାନଙ୍କ ପ୍ରେରଣା । ନିଶା....କିନ୍ତୁ ତାଙ୍କ କ୍ୟାରିୟରକୁ…

ଆରପାରିରେ ଫୁଟବଲ ଯାଦୁଗର ମାରାଡୋନା !

ଭୁବନେଶ୍ୱର: ଆର୍ଜେଣ୍ଟିନାର ମହାନ୍ ଫୁଟବଲର୍ ଡିଏଗୋ ମାରାଡୋନା । ସାରା ବିଶ୍ୱରେ ଜଣେ ଅନନ୍ୟ ଖେଳାଳି ରୂପେ ଇତିହାସର ସ୍ୱର୍ଣ୍ଣ ପୃଷ୍ଠାରେ ତାଙ୍କ ନାଁ ଲିପିବଦ୍ଧ । ତେବେ ବୁଧବାର ଏହି ମହାନ ଖେଳାଳି ଅଗଣିତ ଫୁଟବଲ ପ୍ରେମୀଙ୍କୁ ଏକାକି କରି ଆରପାରିକୁ ଚାଲିଯାଇଛନ୍ତି । ସ୍ଥାନୀୟ ଗଣମାଧ୍ୟମର…

ରୋହିତଙ୍କ ବାପାଙ୍କୁ କରୋନା, ଅଷ୍ଟ୍ରେଲିଆ ଏଥିପାଇଁ ଯାଇ ନ ଥିଲେ କି !

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଦିନିକିଆ ଓ ଟି୨୦ ଉପ ଅଧିନାୟକ ରୋହିତ ଶର୍ମାଙ୍କ ବାପାଙ୍କୁ କରୋନା ହୋଇଥିବା ଜଣାପଡିଛି । ଟାଇମ୍ସ ନାଓ ଖବର ଅନୁସାରେ ରୋହିତ ଆଘାତ ସମସ୍ୟା ଯୋଗୁଁ ନୁହେଁ ବାପାଙ୍କ ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯାଇ ନାହାନ୍ତି । ପୂର୍ବରୁ ସେ ଅଷ୍ଟ୍ରେଲିଆ ଗସ୍ତରେ କାହିଁକି ଗଲେ…

ଷ୍ଟିଭ୍ ସ୍ମିଥଙ୍କୁ କେମିତି କରିବେ ଆଉଟ୍ ? ସଚିନ୍ ଦେଲେ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପୂର୍ବରୁ ମହାନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ବୋଲରଙ୍କୁ ଗୁରୁମନ୍ତ୍ର । ଷ୍ଟିଭ୍ ସ୍ମିଥଙ୍କୁ କିପରି ଆଉଟ କରିବେ ସେନେଇ ଟିପ୍ସ ଦେଇଛନ୍ତି ସଚିନ । ପାରମ୍ପରିକ ବଲିଂ ଶୈଳୀଠାରୁ ଅଲଗା ବୋଲିଂ କରିବାକୁ ପଡ଼ିବ । ବ୍ୟାଟ୍ସମ୍ୟାନଙ୍କୁ ପଞ୍ଚମ…

ଇଂଲଣ୍ଡ ବିପକ୍ଷରେ ଭାରତ ୫ ଟି୨୦ ମ୍ୟାଚ ଖେଳିବ

ମୁମ୍ବାଇ: ଆସନ୍ତା ବର୍ଷ ଭାରତ ଗସ୍ତରେ ଇଂଲଣ୍ଡ କ୍ରିକେଟ ଟିମ୍ ଆସିବ । ୨୦୨୧ ଟି୨୦ ବିଶ୍ୱକପ ଭାରତରେ ହେବାକୁ ଥିବାରୁ ଏହାର ପ୍ରସ୍ତୁତି ଦୃଷ୍ଟିକୋଣରୁ ଉଭୟ ଦେଶ ମଧ୍ୟରେ ୫ଟି୨୦ ମ୍ୟାଚ ଖେଳାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି । ଭାରତ ଗସ୍ତରେ ଇଂଲଣ୍ଡ ୫ଟି୨୦, ୩…

ଟିମ୍ ଇଣ୍ଡିଆର ନୂଆ ଜର୍ସି ପିନ୍ଧିଲେ ଶିଖର ଧୱନ୍‌

ଭୁବନେଶ୍ୱର: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଦେଖାଇଲେ ଓପନର୍ ଶିଖର ଧୱନ୍ । ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍ ସିରିଜ୍ ପୂର୍ବରୁ ୩ଟି ଦିନିକିଆ ଓ ଟି୨୦ ମ୍ୟାଚ୍‌ରେ କଙ୍ଗାରୁ ଦଳ ସହ ମୁହାଁମୁହିଁ ହେବ । ତେବେ ତା ପୂର୍ବରୁ ସାମ୍ନାକୁ ଆସିଛି ଟିମ୍…

ଦଶନ୍ଧିର ଶ୍ରେଷ୍ଠ ଖେଳାଳି ଦୌଡରେ ଭାରତର କୋହଲି, ଅଶ୍ୱିନ

ନୂଅଦିଲ୍ଲୀ:ଆଇସିସି ପ୍ଲେୟାର ଅଫ ଦି ଡିକେଡ (ଦଶନ୍ଧିର ଶ୍ରେଷ୍ଠ ଖେଳାଳି) ଶର୍ଟ ଲିଷ୍ଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ମିଳିଛି । ସମୁଦାୟ ୬ଜଣ ଖେଳାଳି ଏହି ଦୌଡରେ ରହିଛି । ଅନ୍ୟମାନେ ହେଲେ ଜୋ ରୁଟ (ଇଂଲଣ୍ଡ), କେନ୍ ୱିଲିୟମସନ…

ଆଇଏସଏଲରେ ଆରମ୍ଭରୁ ଓଡିଶା ଏଫସିକୁ ଝଟକା: ହାଇଦ୍ରାବାଦଠାରୁ ହାରିଲା

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ସୋମବାର ଓଡିଶା ଏଫସି ତାର ଅଭିଯାନ ହାଇଦ୍ରାବାଦ ବିପକ୍ଷରେ ଆରମ୍ଭ କରିଥିଲା । ତେବେ ଆରମ୍ଭରୁ ଓଡିଶାକୁ ଝଟକା ଲାଗିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହାଇଦ୍ରାବାଦ ୧-୦ ଗୋଲରେ ଓଡିଶା ଏଫସିକୁ ପରାସ୍ତ କରିଛି । ବିଜୟସୂଚକ ଗୋଲଟି ହାଇଦ୍ରାବାଦ…

ଆଇପିଏଲ ମାଧ୍ୟମରେ କରୋନା କାଳରେ ବିସିସିଆଇର ମୋଟା ଅଙ୍କର ଆୟ

ମୁମ୍ବାଇ:କରୋନା ମହାମାରୀ ଯୋଗୁ ସମସ୍ତେ କ୍ଷତିରେ ରହୁଥିବା ବେଳେ ବିସିସିଆଇ କିନ୍ତୁ ଫାଇଦାରେ ରହିଛି । କରୋନା କାଳରେ ବିସିସିଆଇ ଆଇପିଏଲ ମାଧ୍ୟମରେ ୪୦୦୦ କୋଟି ଟଙ୍କାର ଆୟ କରିଛି । ସୂଚନାଯୋଗ୍ୟ, ଆଇପିଏଲର ୧୩ତମ ସଂସ୍କରଣ ଏଥର ୟୁଏଇରେ ଆୟୋଜିତ ହୋଇଥିଲା । ଭ୍ୟୁୟରଶିପରେ ଏଥର ୨୩ ପ୍ରତିଶତ…