Latest Odisha News

BREAKING NEWS

Browsing Category

ଖେଳ

ବ୍ରିସବେନ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୬୯ ରନରେ ଅଲଆଉଟ୍

ବ୍ରିସ୍‌ବେନ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ତଥା ଶେଷ ଟେଷ୍ଟରେ ପ୍ରଥମ ଇନିଂସ ଖେଳ ଶେଷ କରିଛି ଅଷ୍ଟ୍ରେଲିଆ । ଆଜି ଦ୍ୱିତୀୟ ଦିନର ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୩୬୯ ରନରେ ଅଲ ଆଉଟ୍ କଙ୍ଗାରୁ ବାହିନୀ । ଶେଷ ଓ୍ୱିକେଟ ଭାବରେ ଜୋସ୍ ହେଜଲଉଡ ଟି. ନଟରାଜନଙ୍କ ଶିକାର…

ଅବସର ନେଲେ ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ରୁନୀ

ଲଣ୍ଡନ:ଇଂଲଣ୍ଡ ଫୁଟବଲର ମହାନ ଖେଳାଳି ଭାବେ ବିବେଚିତ ୱେନ ରୁନୀ ଶୁକ୍ରବାର ଅବସର ଘୋଷଣା କରିଛନ୍ତି । ଅବସର ନେବା ପରେ ଏହି ପ୍ରତିଷ୍ଠିତ ଖେଳାଳି ଡର୍ବି କାଉଂଟିର ମ୍ୟାନେଜର ଦାୟିତ୍ୱ ତୁଲାଇବେ । କ୍ଲବ ତାଙ୍କ ସହ ଅଢ଼େଇ ବର୍ଷ ପାଇଁ ଚୁକ୍ତି କରିଛି । ଆନ୍ତର୍ଜାତୀୟ ସ୍ତରରେ ରୁନୀ ଇଂଲଣ୍ଡ…

ସୟେଦ ମୁସ୍ତାକ ଅଲି ଟ୍ରଫିରେ ଖେଳିଲେ ସଚିନଙ୍କ ପୁଅ ଅର୍ଜୁନ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଶୁକ୍ରବାର ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ସିନିୟର କ୍ରିକେଟ ଟିମ ପକ୍ଷରୁ ପ୍ରଥମ ଥର ପାଇଁ ଖେଳିଛନ୍ତି । ଏହି ମ୍ୟାଚରେ ସେ ଗୋଟିଏ ଉଇକେଟ ହାସଲ କରିଥିଲେ ମଧ୍ୟ ପ୍ରଦର୍ଶନ ସେତେଟା ପ୍ରଭାବୀ ନ ଥିଲା । ସେ ୩ ଓଭର…

ପଦାର୍ପଣ ଟେଷ୍ଟରେ ନଟରାଜନଙ୍କ ଚମତ୍କାର ପ୍ରଦର୍ଶନ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୭୪/୫

ବ୍ରିସବେନ୍‌:ବ୍ରିସବେନରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୫ ଉଇକେଟ ବିନିମୟରେ ୨୭୪ ରନ ସଂଗ୍ରହ କରିଛି । ତେବେ ଏହି ମ୍ୟାଚରେ ଭାରତ ପକ୍ଷରୁ ପଦାର୍ପଣ ଟେଷ୍ଟ ଖେଳୁଥିବା ଟି.ନଟରାଜନ ଚମତ୍କାର ବୋଲିଂ ପ୍ରଦର୍ଶନ କରି…

ରାଜ ଅଠାୱାଲ ହେଲେ ଓଡିଶା ଏଫସିର ନୂତନ ସଭାପତି

ଭୁବନେଶ୍ୱର: ଚଳିତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲ ଅବସରରେ ରାଜ ଅଠାୱାଲଙ୍କୁ ଗୁରୁବାର ଓଡିଶା ଏଫସିର ନୂତନ ସଭାପତି ଭାବେ ନିଯୁକ୍ତ କରାଯାଇଛି । ସେ ଏହା ପୂର୍ବରୁ ଗ୍ଲାସଗୋ ରେଞ୍ଜର୍ସ, କୋଭେଂଟ୍ରି ସିଟି ଓ ୱାଟଫୋର୍ଡ କ୍ଲବ ପକ୍ଷରୁ ଏହି ଦାୟିତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ତାଙ୍କର ୨୫ ବର୍ଷର…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ସାଇନାଙ୍କ ଅଭିଯାନ ଶେଷ

ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଗୁରୁବାର ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ଅଭିଯାନ ଶେଷ ହୋଇଛି । ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାରମୁରୁଙ୍ଗଫାନ୍‌ଙ୍କ ନିକଟରୁ ସେ ୨୩-୨୧, ୧୪-୨୧ ଓ ୧୬-୨୧ରେ ପରାଜିତ ହୋଇଥିଲେ ।…

ଇଂଲଣ୍ଡ କ୍ରିକେଟର ମୋଇନ କରୋନାର ନୂତନ ଷ୍ଟ୍ରେନରେ ଆକ୍ରାନ୍ତ

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳକୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ଭ୍ରମଣକାରୀ ଦଳର ଅଲରାଉଣ୍ଡର ମୋଇନ ଅଲୀ କରୋନା ପଜିଟିଭ ଥିବା ଜଣାପଡିଛି । ତେବେ ଚିନ୍ତାର ବିଷୟ ହେଲା ସେ କରୋନାର ନୂତନ ଷ୍ଟ୍ରେନ ତାଙ୍କ ନିକଟରେ ଦେଖିବାକୁ ମିଳିଛି । ଏହି ନୂତନ ଷ୍ଟ୍ରେନ…

ମହିଳା ଟି୨୦ରେ ଇତିହାସ ରଚିଲେ ନ୍ୟୁଜିଲାଣ୍ଡ କ୍ରିକେଟର ସୋଫି ଡିଭାଇନ

ଅକଲାଣ୍ଡ:ମହିଳା ଟି୨୦ କ୍ରିକେଟରେ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି ସୋଫି ଡିଭାଇନ ଦ୍ରୁତତମ ଶତକ ହାସଲ କରି ଇତିହାସ ରଚିଛନ୍ତି । ନ୍ୟୁଜିଲାଣ୍ଡର ସୁପରସ୍ମାଶ ପ୍ରତିଯୋଗିତାରେ ସୋଫି ମାତ୍ର ୩୬ ବଲରେ ୯ ଛକା ଓ ୯ଚୌକା ସହାୟତାରେ ଶତକ ହାସଲ କରିବା ସହ ୩୮ ବଲରେ ୧୦୮ ରନ କରି ଅପରାଜିତ ରହିଥିଲେ ।…

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ପ୍ରିକ୍ୱାର୍ଟରରେ ସାଇନା

ବ୍ୟାଙ୍କକ:ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତର ଷ୍ଟାର ଖେଳାଳି ସାଇନା ନେହ୍ୱାଲ ଚମତ୍କାର ପ୍ରଦର୍ଶନ କରି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ସାଇନା ମାଲେସିଆର କିସୋନା ସେଲଭାଡରେଙ୍କକୁ ୨୧-୧୫, ୨୧-୧୫ରେ ପରାସ୍ତ କରିଥିଲେ । ପରବର୍ତୀ ରାଉଣ୍ଡରେ ସେ…

ଆଘାତ ସମସ୍ୟା ନେଇ ସଂଘର୍ଷ କରୁଥିବା ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ

ବ୍ରିସବେନ୍‌: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଦଳ ଆଘାତ ସମସ୍ୟାରେ ପଡିଛି । ପରିସ୍ଥିତି ଏପରି ଉପୁଜିଛି ଯେ, ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଚୂଡାନ୍ତ ଏକାଦଶ ଠିକା କରାଇବା କଷ୍ଟକର ହୋଇପଡିଛି । ଏହା ସତ୍ୱେ ବୁଧବାର ଟିମ୍ ଇଣ୍ଡିଆ ଗାବା ଷ୍ଟାଡିୟମରେ କଡା ଅଭ୍ୟାସ କରିଛି । ରୋହିତ…