Latest Odisha News

BREAKING NEWS

Browsing Category

ଖେଳ

ବ୍ୟାଡମିଂଟନ ଖେଳାଳି ଏନ.ସିକ୍କି ରେଡ୍ଡୀ କରୋନା ପଜିଟିଭ

ହାଇଦ୍ରାବାଦ: ବ୍ୟାଡମିଂଟନ ଖେଳାଳି ଏନ.ସିକ୍କି ରେଡ୍ଡୀ ଓ ଫିଜିଓଥେରାପିଷ୍ଟ କିରଣ ସି କରୋନା ପଜିଟିଭ ଥିବା ଜଣାପଡିଛି । ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଚାଲିଥିବା ରାଷ୍ଟ୍ରୀୟ ବ୍ୟାଡମିଂଟନ ଶିବିରରେ ଏମାନେ ଯୋଗ ଦେଇଥିଲେ । ସେଠାରେ କରାଯାଇଥିବା କୋଭିଡ-୧୯ ଟେଷ୍ଟରେ ଉଭୟ ପଜିଟିଭ ଥିବା ଜଣା…

ଦେଶରେ ଅଛି ଏମିତି ଏକ ଗାଁ ଯେଉଁଠି ସମସ୍ତେ ଖେଳନ୍ତି ଚେସ୍‌…ଜାଣନ୍ତୁ କେଉଁଠି ?

କେରଳ: ଗାଁର ଯେଉଁଠି ଦେଖିବେ ଚାଲୁଥିବ ଚେସ୍ ଖେଳ । ପିଲା ହୁଅନ୍ତୁ କି ବୁଢା ମହିଳା ହୁଅନ୍ତୁ କି ପୁରୁଷ ସମସ୍ତେ ମାତିଥିବେ ଚେସ୍ ଖେଳରେ । ଦୋକାନ ସାମ୍ନାରେ ହେଉ କି ଖଟି ସ୍ଥାନରେ ଚେସ୍ ବୋର୍ଡ ନିଶ୍ଚୟ ପଡିଥିବ । ହଁ ଏପରି ଦୃଶ୍ୟ ଦେଖିବାକୁ ମିଳେ କେରଳ ତିରିଶୂର ଜିଲ୍ଲା ମାରୁତିଚାଲ…

ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌, ଚେନ୍ନାଇ ଟ୍ରେନିଂ କ୍ୟାମ୍ପରେ କରିବେ ଯୋଗଦାନ

ରାଞ୍ଚି: ଧୋନି ଫ୍ୟାନଙ୍କ ପାଇଁ ଖୁସି ଖବର । ରାଞ୍ଚି ରକର୍ସ ଏମ ଏସ୍ ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଆସନ୍ତା ୧୪ ତାରିଖରୁ ଆଇପିଏଲ-୧୩ ପାଇଁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଥିବା ଚେନ୍ନାଇ ସୁପରକିଙ୍ଗସ୍‌ର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ । ଗତ ଦେଢ ବର୍ଷ ହେଲା…

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ଉଦୟୀମାନ କ୍ରିକେଟର୍ !

ମୁମ୍ବାଇ: ବହୁ ତର୍କବିତର୍କ ପରେ ଶେଷରେ ବାହାର ଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ । ହେଲେ କ୍ରିକେଟ୍‌ର ଏହି ଫଟାଫଟ୍ ଫର୍ମାଟ୍ ଆରମ୍ଭ ହେବା ପୂର୍ବରୁ ଶୁଣିବାକୁ ମିଳିଛି ଦୁଃଖଦ ଖବର । ଆଇପିଏଲ୍‌ରେ ଚୟନ ନହେବାରୁ ମୁମ୍ବାଇର ଜଣେ ଉଦୟୀମାନ କ୍ରିକେଟର୍ ଆତ୍ମହତ୍ୟା…

ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ କରୋନା ପଜିଟିଭ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୯ ସେପ୍ଟମ୍ବରରୁ ଆରମ୍ଭ ହେବ । ଏ ନେଇ ଟିମଗୁଡିକ ଅଭ୍ୟାସ ଆରମ୍ଭ କରିଛନ୍ତି । ତେବେ ବୁଧବାର ରାଜସ୍ଥାନ ରୟାଲ୍ସ ପ୍ରସ୍ତୁତିକୁ ଶକ୍ତ ଧକ୍କା ଲାଗିଛି । ଦଳର ଫିଲ୍ଡିଂ କୋଚ ଦିଶାନ୍ତ ୟାଗନିକ୍ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଫ୍ରାଂଚାଂଇଜ ପକ୍ଷରୁ…

ମାସ୍କ ନ ପିନ୍ଧି ଯୁକ୍ତି କଲେ ଜାଡେଜାଙ୍କ ପତ୍ନୀ ରିବାବା

ରାଜକୋଟ:ଭାରତୀୟ କ୍ରିକେଟ ଦଳର ସଦସ୍ୟ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ମଙ୍ଗଳବାର ମୂର୍ଖାମୀର ପରିଚୟ ଦେଇଛନ୍ତି । ସେ ମାସ୍କ ନ ପିନ୍ଧି କାରରେ ୨/୩ଜଣ ବ୍ୟକ୍ତିଙ୍କ ସହ ଯାଉଥିଲେ । ଏହା ଦେଖି ମହିଳା ହେଡ କନେଷ୍ଟବଳ ସୋନାଲ ଗଣେଶ୍ୱରୀ ତାଙ୍କୁ ରୋକି ଜରିମାନା ଦେବାକୁ କହିଥିଲେ । ରିବାବା…

ଆଇପିଏଲ ଟାଇଟଲ ସ୍ପନଶର ଦୌଡରେ ସାମିଲ ହେଲା ପତଞ୍ଜଳୀ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ କମ୍ପାନୀ ଇଣ୍ଡିଆନ ପ୍ରିମିୟର ଲିଗ୍ ଟାଇଟଲ ସ୍ପନଶର ଦୌଡରେ ସାମିଲ ହୋଇଛନ୍ତି । ଭିଭୋ ହଟିବା ପରେ ଏହି ସ୍ଲଟ ଏବେ ଖାଲି ପଡିଛି । ପତଞ୍ଜଳୀ ଏଥିନେଇ ବିଡ ଦାଖଲ କରିଥିବା ଜଣାପଡିଛି । କମ୍ପାନୀର ମୁଖପାତ୍ର ଏସକେ ତିବରୱାଲ କହିଛନ୍ତି,…

ସରିଲା ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ, ହେଲେ କାହା ସହ ?

ହରିୟାଣା: ଏନଗେଜମେଣ୍ଟ କଲେ କ୍ରିକେଟ୍ ଟିମ୍ ଇଣ୍ଡିଆର ଆଗଧାଡିର ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ୍ । କରୋନା ସମୟରେ ନିର୍ବନ୍ଧ କରି ସେ ନିଜ ଫ୍ୟାନ ତଥା ସାଥିମାନଙ୍କୁ ଚକିତ କରିଛନ୍ତି । ତେବେ ଅନ୍ୟ କେହି ନୁହେଁ ବରଂ ଜଣେ ଜଣାଶୁଣା ୟୁ-ଟ୍ୟୁବରଙ୍କ ଗୁଗଲିରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି…

ଜାତୀୟ ହକି ଶିବିର ଆରମ୍ଭ ପୂର୍ବରୁ ୪ ଖେଳାଳି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବାଙ୍ଗାଲୋରରେ ଜାତୀୟ ହକି ଶିବିର ଆରମ୍ଭ ହେବା ପୂର୍ବରୁ ୪ ଖେଳାଳି କରୋନା ସଂକ୍ରମିତ ହେବା ଚିନ୍ତାର କାରଣ ସାଜିଛି । ଭାରତୀୟ ପ୍ରାଧୀକରଣ ବିଭାଗ (ସାଇ) ରିପୋର୍ଟ ମୁତାବକ କ୍ୟାମ୍ପ ପୂର୍ବରୁ କରାଯାଇଥିବା ଟେଷ୍ଟରେ ିମ୍ ଇଣ୍ଡିଆ ଅଧିନାୟକ ମନପ୍ରୀତ ସିଂ, ଡିଫେଣ୍ଡର ସୁରେନ୍ଦ୍ର…

ଭାରତରେ ହେବ ୨୦୨୧ ଟି୨୦ ବିଶ୍ୱକପ କ୍ରିକେଟ

ମୁମ୍ବାଇ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଭାରତରେ ୨୦୨୧ ଟି୨୦ ବିଶ୍ୱକପ ଆୟୋଜନ ନେଇ ଘୋଷଣା କରିଛି । ଶୁକ୍ରବାର ଆଇସିସି ଅନଲାଇନ ବୋର୍ଡ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । କୋଭିଡ-୧୯ ମୁକାବିଲା ସହ କିପରି ଅନ୍ୟ…