Latest Odisha News

BREAKING NEWS

Browsing Category

ଖେଳ

୨୦୨୧ ଆରମ୍ଭରେ ହେବ ଭାରତ-ଇଂଲଣ୍ଡ ସୀମିତ ଓଭର କ୍ରିକେଟ ସିରିଜ

ମୁମ୍ବାଇ: ଭାରତ-ଇଂଲଣ୍ଡ ସୀମିତ ଓଭର କ୍ରିକେଟ ସିରିଜ ଆସନ୍ତା ବର୍ଷକୁ ଘୁଂଚିଛି । ଶୁକ୍ରବାର ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିଧିବଦ୍ଧ ଭାବେ ଏହା ଘୋଷଣା କରିଛି । ପୂର୍ବରୁ ସେପ୍ଟମ୍ବର-ଅକ୍ଟୋବରରେ ଉଭୟ ଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ୩ଟି ଟି୨୦ ମ୍ୟାଚ ଖେଳାଯିବାର ଥିଲା…

ଭିଭୋ ଆଇପିଏଲ ଟାଇଟଲ ସ୍ପନଶରରୁ ହଟିଲା, ୨ ଦିନ ମଧ୍ୟରେ ଟେଣ୍ଡର ଡକାଯିବ : ବିସିସିଆଇ

ନୂଆଦିଲ୍ଲୀ: ଚୀନ ମୋବାଇଲ କମ୍ପାନୀ ଭିଭୋ ଆଗାମୀ ଆଇପିଏଲ ସଂସ୍କରଣର ଟାଇଟଲ ସ୍ପନସରଶିପରୁ ହଟିବା କଥା ବିସିସିଆଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି । ପୂର୍ବରୁ ଏ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ…

ଆଜିଠୁ ଖୋଲିବ ଜିମ ଓ ଯୋଗ ସେଣ୍ଟର; କ’ଣ ରହିଛି ଗାଇଡ଼ଲାଇନ, ଜାଣନ୍ତୁ

ଭୁବନେଶ୍ୱର: ଅନଲକ୍ ୩.୦ ଗାଇଡ଼ଲାଇନ ଅନୁଯାୟୀ ଆଜିଠୁ ଖୋଲିବ ଯୋଗ ଏବଂ ଜିମ୍ ସେଣ୍ଟର । ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ନୂଆ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଛି। ଏହି ଗାଇଡ଼ଲାଇନ ଅନୁଯାୟୀ ଯୋଗ ଓ ଜିମ୍ ସେଣ୍ଟରରେ ଲୋକଙ୍କ…

ଆଇପିଏଲର ଆଗାମୀ ସଂସ୍କରଣରୁ ହଟିଲା ଭିଭୋ

ନୂଆଦିଲ୍ଲୀ:ଚୀନ କମ୍ପାନୀ ଭିଭୋ ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣର ସ୍ପନଶର ହେବ ନାହିଁ । ଲଦାଖରେ ଭାରତ-ଚୀନ ସଂଘର୍ଷ ପରେ ଆଇପିଏଲରେ ଭିଭୋର ସାମିଲ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଚାରିଆଡୁ ଚାପ ପଡିବା ପରେ ଶେଷରେ ବିସିସିଆଇ ଭିଭୋକୁ ହଟାଇବାକୁ ପଡିଥିଲା । କିଛି…

୭୫ କୋଟି ଟଙ୍କା ମୂଲ୍ୟର ବିଶ୍ୱର ଦାମୀ କାର କିଣିଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ବିଶ୍ୱର ଦାମୀ କାର ବୁଗାଟି ଲା ଭାଓଏଭର କିଣିଛନ୍ତି । ଏହାର ମୂଲ୍ୟ ୭୫ କୋଟି ଟଙ୍କା ରହିଛି ।  ଯେଉଁ କାରକୁ ରୋନାଲ୍ଡୋ କିଣିଛନ୍ତି, ତାକୁ ତିଆରି କରୁଥିବା କମ୍ପାନୀ ଏଭଳି ୧୦ଟି କାର ତିଆରି କରିଛି । ବୁଗାଟି ଲ…

ବାପା ବନିଲେ ବିସ୍ଫୋରକ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା !

ଗୁଜରାଟ: ବାପା ହେଲେ ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା । ସର୍ବିଆନ୍ ଅଭିନେତ୍ରୀ ନତାଶାଙ୍କ ଔରସରୁ ଜନ୍ମ ନେଇଛି ଏକ ଶିଶୁପୁତ୍ର । ଖୋଦ ହାର୍ଦ୍ଦିକ ପାଣ୍ଡ୍ୟା ଇନ୍‌ଷ୍ଟାଗ୍ରାମରେ ନବଜନ୍ମିତ ଶିଶୁପୁତ୍ରର ଫଟୋ ଶେୟାର କରିଛନ୍ତି । …

ବିଶ୍ୱକପ ଯୋଗ୍ୟତା ପାଇଁ ଆଜିଠୁ ଦିନିକିଆ ସୁପର ଲିଗ୍

ମଞ୍ଚେଷ୍ଟର: ୨୦୨୩ ବିଶ୍ୱକପ୍ ଯୋଗ୍ୟତା ଅର୍ଜନ ପାଇଁ ଆଜିଠୁ ଖେଳାଯିବ ଦିନିକିଆ ସୁପର ଲିଗ୍ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ବିଶ୍ୱ ଚାମ୍ପିଅନ୍ ଇଂଲଣ୍ଡ-ଆୟାର୍ଲାଣ୍ଡ । ସାଉଥମ୍ପଟନରେ ଖେଳାଯିବ ମ୍ୟାଚ୍ । ଏହି ମ୍ୟାଚ ପାଇଁ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇଛି ଇଂଲଣ୍ଡ । ୨୦୨୩ରେ…

ଚର୍ଚ୍ଚାରେ ପାକିସ୍ତାନୀ କରୋନା ସେଲ୍‌ଫି !

ପାକିସ୍ତାନ: କ୍ରିକେଟର୍‌ଙ୍କ ସହ ସେଲ୍‌ଫି ନେବା ଓ ତାକୁ ସୋସିଆଲ ମିଡିଆରେ ଅପଲୋଡ୍ କରି କ୍ରେଡିଟ୍ ନେବାକୁ ବହୁତ ମଜା ମିଳେ । ହେଲେ ସେହି ମଜା ଯଦି ଆପଣଙ୍କ ପାଇଁ ସଜା ପାଲଟିଯାଏ, ତେବେ କ'ଣ କରିବେ ଆପଣ ? ଜଣେ ପାକିସ୍ତାନୀ କ୍ରିକେଟ୍ ଫ୍ୟାନ୍ ମହମ୍ମଦ ସାହାବ ଘୋରୀକୁ ସେଲ୍‌ଫି ନେବା…

ୱେଷ୍ଟଇଣ୍ଡିଜ ଆଶା ଅସମ୍ପୂର୍ଣ୍ଣ ରହିଲା, ଇଂଲଣ୍ଡ ୨-୧ରେ ସିରିଜ ବିଜୟୀ

ମାଂଚେଷ୍ଟର: ଦୀର୍ଘ ଦିନ ପରେ ଇଂଲଣ୍ଡ ମାଟିରେ ସିରିଜ ବିଜୟ ଆଶା ରଖିଥିବା ୱେଷ୍ଟଇଣ୍ଡିଜକୁ ଶେଷରେ ନିରାଶ ହେବାକୁ ପଡିଛି । ଏଠାରେ ଅନୁଷ୍ଠିତ ଅନ୍ତିମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୨୬୯ ରନରେ ବିଜୟ ହାସଲ କରିବା ସହ ସିରିଜକୁ ୨-୧ରେ ଜିତି ନେଇଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୩୬୯ ରନ…

୫୦୦ ଉଇକେଟ କ୍ଲବରେ ଷ୍ଟୁଆର୍ଟ ବ୍ରଡ

ମାଂଚେଷ୍ଟର: ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ ୫୦୦ ଉଇକେଟ ହାସଲକାରୀ ବୋଲରଙ୍କ ଏଲିଟ ଗ୍ରୁପରେ ସାମିଲ ହୋଇଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଟେଷ୍ଟରେ ବିଶ୍ୱର ୭ମ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ୩୪ ବର୍ଷୀୟ ଏହି ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ପରେ ଦ୍ୱିତୀୟ ଇଂଲଣ୍ଡ ଖେଳାଳି ଭାବେ…