Latest Odisha News

BREAKING NEWS

Browsing Category

ଖେଳ

କୋହଲି ୯୦ ନଟଆଉଟ : ବାଙ୍ଗାଲୋର ୧୬୯/୪

ଦୁବାଇ: ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ଇନିଂସ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୭୦ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିଥିଲା । କୋହଲି ୫୨ ବଲରେ ୪ ଚୌକା ଓ ୪ ଛକା ବଳରେ ୯୦ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ…

ଫ୍ରେଂଚ ଓପନ : ଜୋକୋଭିଚ-ନାଡାଲ ଫାଇନାଲ

ପ୍ୟାରିସ: ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ ଓ କ୍ଲେ କୋର୍ଟ ବାଦାଶାହ ରାଫେଲ ନାଡାଲଙ୍କ ମଧ୍ୟରେ ଫ୍ରେଂଚ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ଖେଳାଯିବ । ଜୋକୋଭିଚ ଷ୍ଟେଫାନିସ ସିତାସିପାସ ୬-୩, ୬-୨, ୫-୭, ୪-୬, ୬-୧ ସେଟରେ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ…

ଶୃଙ୍ଖଳିତ ଓ କଞ୍ଜୁସ ବୋଲିଂ କରି ଜିତିଲା କୋଲକାତା

ଆବୁଧାବି: ଶୃଙ୍ଖଳିତ ଓ କଞ୍ଜୁସ ବୋଲିଂ ବଳରେ ଏଠାରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨ ରନରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି । କୋଲକାତା ୧୬୫ ରନର ଆଭରେଜ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଏହାକୁ ହାସଲ କରିବାରେ ପଞ୍ଜାବ ବ୍ୟର୍ଥ ହୋଇଛି । ଦଳ ୨୦ ଓଭରରେ ୫ ଉଇକେଟ…

କାର୍ତ୍ତିକଙ୍କ ବିସ୍ଫୋରକ ଇନିଂସ : କିଙ୍ଗସ ଏକାଦଶ ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ

ଅବୁଧାବି: ଚଳିତ ଆଇପିଏଲରେ ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ବିସ୍ଫୋରକ ୨୯ ବଲରେ ୫୮ ରନ୍ ବଳରେ କୋଲକାତା ନାଇଟ ରାଇଡର୍ସ ୬ ୱିକେଟ ହରାଇ ୧୬୪ ରନ୍ କରିଛି । ଫଳରେ କିଙ୍ଗସ ଏକାଦଶ ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ ରହିଛି । କାର୍ତ୍ତିକଙ୍କ ବ୍ୟତୀତ ଶୁବମାନ ଗିଲ ୫୭ ଓ ଇଓନ ମୋର୍ଗାନ ୨୪ ରନର…

ରାଜସ୍ଥାନ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ

ସାରଜା: ଆଇପିଏଲର ଶୁକ୍ରବାର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୪ ରନ କରିଛି । ଫଳରେ ରାଜସ୍ଥାନ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ଧାର‌୍ୟ୍ୟ କରିଛି ଦିଲ୍ଲୀ । ରାଜସ୍ଥାନର ଅଧିନାୟକ ଷ୍ଟିଭେନ ସ୍ମିଥ ଟସ ଜିଣି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ…

୮୧ ବର୍ଷ ପରେ ପୋଲାଣ୍ଡର ମହିଳା ଖେଳାଳି ଭାବେ ଫ୍ରେଂଚ ଓପନ ଫାଇନାଲରେ ପ୍ରବେଶ କଲେ ଇଗା ସ୍ୱିଟେକା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟ ମହିଳା ସିଙ୍ଗଲ୍ସ ଟାଇଟଲ ମୁକାବିଲା ଲାଇନ ଅପ ଚୂଡାନ୍ତ ହୋଇଛି । ପୋଲାଣ୍ଡର ୧୯ ବର୍ଷୀୟା ଇଗା ସ୍ୱିଟେକ ଶନିବାର ହେବାକୁ ଥିବା ଫାଇନାଲରେ ଆମେରିକାର ସୋଫିଆ କେନିନ୍‌ଙ୍କୁ ଭେଟିବେ । ୮୧ ବର୍ଷ ପରେ ପୋଲାଣ୍ଡ ଖେଳାଳି ଭାବେ ସ୍ୱିଟେକ ଏହି…

ଟସ୍ ଜିତିଲା ରାଜସ୍ଥାନ ରୟାଲ୍ସ, ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଶାରଜା: ଚଳିତ ଆଇପିଏଲରେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ଟସ୍ ଜିତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଶ୍ରେୟାଶ ଆୟାର ନେତୃତ୍ୱାଧୀନ ଦିଲ୍ଲୀ ଟିମ୍ ପ୍ରଥମେ ବ୍ୟାଟିଂ କରିବ ।…

୧୦ ହଜାର ମିଟରରେ ଯୋଶୁଆଙ୍କ ବିଶ୍ୱରେକର୍ଡ, ଗୋଟିଏ ବର୍ଷରେ ୩ ବିଶ୍ୱ ରେକର୍ଡ କଲେ ୟୁଗାଣ୍ଡର ଏହି ରନର

ଭାଲେନ୍ସିଆ: ୟୁଗାଣ୍ଡାର ଲଙ୍ଗ ଡିଷ୍ଟାନ୍ସ ରନର ଯୋଶୁଆ ଚେପେତଗେଇ ୧୦ ହଜାର ମିଟରରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସ୍ପେନର ଭାଲେନ୍ସିଆରେ ଆୟୋଜିତ ସ୍ୱତନ୍ତ୍ର ଆଥଲେଟିକ୍ ମିଟରେ ୨୪ ବର୍ଷୀୟ ଯୋଶୁଆ ୨୬ ମିନିଟ ୧୧ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।…

ଖୁବ୍ ଶୀଘ୍ର ବିଶ୍ୱ କ୍ରିକେଟକୁ ମିଳିବାକୁ ଯାଉଛି ସବୁଠାରୁ ଡେଙ୍ଗା ବୋଲର, ଉଚ୍ଚତା ମାତ୍ର ୭ଫୁଟ ୬ ଇଂଚ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟକୁ ଅନେକ ପ୍ରକାର ବୋଲର ଦେଇଛି । ତା ମଧ୍ୟରେ ସୁଇଂ ବୋଲର ୱାସିମ ଆକ୍ରମ, ଦ୍ରୁତ ବୋଲର ସୋଏବ ଅଖତର ସାମିଲ । ଏବେ ବିଶ୍ୱ କ୍ରିକେଟକୁ ପାକିସ୍ତାନ ସବୁଠାରୁ ଡେଙ୍ଗା ବୋଲର ଦେବାକୁ ଯାଉଛି । ଆଜ୍ଞା ହଁ ପାକିସ୍ତାନ ସୁପର ଲିଗ୍ ଟିମ୍ ଲାହୋର କଲନ୍ଦର୍ସ ମୁଦାସର…

ବେୟାରଷ୍ଟୋ, ୱାର୍ଣ୍ଣରଙ୍କ ଚମତ୍କାର ଇନିଂସ, ପଞ୍ଜାବ ସମ୍ମୁଖରେ ୨୦୨ ରନର ଲକ୍ଷ୍ୟ

ଦୁବାଇ: ଜନୀ ବେୟାରଷ୍ଟୋଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ସନରାଇଜର୍ସ ହାଇଦ୍ରାବାଦ ୨୦୨ ରନର ବିଜୟ ଲକ୍ଷ୍ୟ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୬ ଉଇକେଟ ବିନିମୟରେ ୨୦୧ ରନ କରିଥିଲା । ବେୟାରଷ୍ଟୋ ୫୫ ବଲରୁ ୭ ଚୌକା ଓ ୬ ଛକା…