Latest Odisha News

BREAKING NEWS

Browsing Category

ଖେଳ

କରୋନା ଯୋଗୁ ବଳି ପଡିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ

ନୂଆଦିଲ୍ଲୀ: କରୋନା ଯୋଗୁ ବଳି ପଡିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ଆଇପିଏଲ୍ ପରେ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ମଧ୍ୟ ବାତିଲ୍ କରିଦିଆଯାଇଛି । ମହାମାରୀ କରୋନା ଭାଇରସର ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ଶୁକ୍ରବାର ବିସିସିଆଇ ଏହି ଘୋଷଣା କରିଛି। ଭାରତ ଓ…

ପ୍ରମୋଦ ଭଗତ, ପଞ୍ଚାନନ ଗନ୍ତାୟତଙ୍କୁ ଓସ୍‌ଜା କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର: ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ପଦକ ବି‌ଜେତା ପାରା ବ୍ୟାଡ୍‌ମିଣ୍ଟନ୍ ତାରକା ପ୍ରମୋଦ ଭଗତ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରପ୍ରାପ୍ତ ଦୌଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତଙ୍କୁ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ପକ୍ଷରୁ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ…

ସୌରାଷ୍ଟ୍ର ନୂତନ ରଣଜୀ ଚାମ୍ପିୟନ

ରାଜକୋଟ: ରଣଜୀ ଟ୍ରଫି କ୍ରିକେଟ ଫାଇନାଲରେ ବେଙ୍ଗଲକୁ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ପଛରେ ପକାଇ ସୌରାଷ୍ଟ୍ର ନୂତନ ରଣଜୀ ଚାମ୍ପିୟନ ହୋଇଛି । ବେଙ୍ଗଲ ନିକଟରେ ଅଗ୍ରଣୀ ହାସଲ କରିବା ସୁଯୋଗ ଥିଲେ ମଧ୍ୟ ଦଳ ତାହା ହାତଛଡା କରିଥିଲା । ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋର ୪୨୫ ରନ ଜବାବରେ ବେଙ୍ଗଲ…

ଗ୍ରୀସରେ ଅଲିମ୍ପିକ ମଶାଲ ପାରମ୍ପରିକ ଢ଼ଙ୍ଗରେ ପ୍ରଜ୍ଜ୍ୱଳିତ କରାଗଲା

ଆନସିଏଣ୍ଟ ଅଲିମ୍ପିଆ: କରୋନା ଭାଇରସ ପ୍ରଭାବ ସତ୍ୱେ ଗ୍ରୀସ ପ୍ରାଚୀନ ଅଲିମ୍ପିଆରେ ଅଲିମ୍ପିକ ମଶାଲ ପାରମ୍ପରିକ ଢ଼ଙ୍ଗରେ ପ୍ରଜ୍ଜ୍ୱଳିତ କରାଯିବା ସହ ଟୋକିଓ ଅଲିମ୍ପିକ୍ସର ମଶାଲ ଯାତ୍ରା ଶୁଭରାମ୍ଭ କରାଯାଇଛି ।  ଗ୍ରୀସର ଅଭିନେତ୍ରୀ ଜାନ୍ଥି ଜିୟୋଜିୟୁ ପ୍ରାଚୀନ ଗ୍ରୀକ ହାଇ ପ୍ରିଷ୍ଟେସର…

କରୋନା ଆତଙ୍କ: ଏପ୍ରିଲ ୧୫ ଯାଏଁ ସ୍ଥଗିତ ରହିଲା ଆଇପିଏଲ ମ୍ୟାଚ

ମୁମ୍ବାଇ: କରୋନା ଆତଙ୍କରେ ଆତଙ୍କିତ ସାରାଦେଶ । କରୋନା ଯୋଗୁଁ ମାର୍ଚ୍ଚ ୧୯ ରେ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ର ୧୩ ତମ ସଂସ୍କରଣକୁ ଏପ୍ରିଲ ୧୫ ଯାଏଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ। ଦେଶର ସବୁଠାରୁ ଲୋକପ୍ରିୟ ତଥା ସମୃଦ୍ଧ କ୍ରୀଡା…

ପ୍ରଖ୍ୟାତ କୋଚ୍ କିଶୋର ମାଣିଆ ଓସିଏ କ୍ରିକେଟ ପରାମର୍ଶଦାତା ଭାବେ ଚୟନ ହେଲେ

କଟକ: ଅବସରପ୍ରାପ୍ତ ସହକାରୀ କ୍ରୀଡ଼ା ନିର୍ଦ୍ଦେଶକ ତଥା ଓଡ଼ିଶାର ପ୍ରଖ୍ୟାତ କ୍ରିିକେଟ ପ୍ରଶିକ୍ଷକ କିଶୋର ମାଣିଆ ଓସିଏ ପକ୍ଷରୁ ଓଡ଼ିଶା କ୍ରିକେଟର ପରାମର୍ଶଦାତା ଭାବେ ଚୟନ ହୋଇଛନ୍ତି । ଶ୍ରୀ ମାଣିଆଙ୍କ ସମେତ ପରାମର୍ଶ ସମିତିରେ ଅସଜିତ୍ ଜୟପ୍ରକାଶ ଓ ଚିନ୍ମୟାନନ୍ଦ ଜେନା ମଧ୍ୟ ପରାମର୍ଶଦାତା…

ଭାରତ-ଦକ୍ଷିଣ ଆଫ୍ରିକା ଦିନିକଆ: ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ !

ନୂଆଦିଲ୍ଲୀ: ବର୍ଷା ପରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ କରୋନା ପ୍ରଭାବ ଗ୍ରାସ କରିବାକୁ ଲାଗିଛି । ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇସାରିଥିବାବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ। କରୋନା ଭାଇରସ ବ୍ୟାପିବାର ଡର ଥିବାରୁ ଏଭଳି…

ବିଶ୍ୱର ୧୦ ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ନୀତା ଅମ୍ବାନି

ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ କ୍ରିକେଟ୍ ଟିମ୍ ଦଳର ମାଲିକାଣୀ ତଥା ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି ୨୦୨୦ ପାଇଁ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଟେନିସ୍ ତାରକା ସେରେନା ୱିଲିୟମସ୍…

ଦର୍ଶକଙ୍କ ବିନା ଓ ବନ୍ଦ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ !

ନୂଆଦିଲ୍ଲୀ : କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, କରୋନୋ ଭାଇରସ୍ ଏବେ ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଦେଶରେ ଯଦି କୌଣସି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଏ, ତେବେ ଏହାକୁ ବନ୍ଦ ଦ୍ୱାର ମଧ୍ୟରେ କରିବାକୁ ପଡିବ। ଏହାସହିତ ଦର୍ଶକଙ୍କ ବିନା ଏହି…

ରଣଜୀ ଟ୍ରଫି ଫାଇନାଲ୍: ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ

ରାଜକୋଟ: କରୋନା ଭାଇରସ୍ କାରଣରୁ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ୍ ମ୍ୟାଚର ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଡଭାଇଜରୀ ପରେ ବିସିସିଆଇ ଗୁରୁବାର ଏହି ଘୋଷଣା କରିଛି। ବିସିସିଆଇର ଜେନେରାଲ୍ ମ୍ୟାନେଜର୍ ସବା କରିମ୍…