Latest Odisha News

BREAKING NEWS

Browsing Category

ଖେଳ

ଛାତିରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଲେ ବ୍ରାଏନ୍ ଲାରା

ମୁମ୍ବାଇ : ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ବ୍ରାଏନ୍ ଲାରା ମଙ୍ଗଳବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ହସ୍ପିଟାଲ କର୍ତ୍ତପକ୍ଷଙ୍କ କୌଣସି ସୂଚନା ଦେବାକୁ ମନାକରି ଦେଇଥିବାବେଳେ ତାଙ୍କର ଛାତିରେ…

ଟିମ ଇଣ୍ଡିଆ ଜର୍ସି ପିନ୍ଧି ଷ୍ଟାଡିୟମରେ ପାକିସ୍ତାନକୁ ସମର୍ଥନ କଲେ ଭାରତୀୟ ପ୍ରଶଂସକ

ଲଣ୍ଡନ : ଲଣ୍ଡନରେ ଚାଲିଛି ଆଇସିସି ବିଶ୍ୱକପ । ରବିବାର ଏହାର ଲଡର୍ସ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଭିତରେ ଦେଖିବାକୁ ମିଳିଥିଲା କଡା ମୁକାବିଲା । ଏହି ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ରନରେ ପରାସ୍ତ କରିଛି । ଭାରତଠୁ ଶୋଚନୀୟ ଭାବେ ହାରିବା ପରେ ପାକିସ୍ତାନକୁ…

ମହିଳା ଏଫଆଇଏଚ ସିରିଜ: ଜାପାନକୁ ୩-୧ ଗୋଲରେ ପରାସ୍ତ କରି ଭାରତ ଚମ୍ପିଆନ

ହିରୋସିମା: ଜାପାନର ହିରୋସିମାଠାରେ ଅନୁଷ୍ଠିତ ହେଉଥିବା ମହିଳା ଏଫଆଇଏଚ ସିରିଜ ଫାଇନାଲ୍ସରେ ଭାରତୀୟ ଦଳ ୩-୧ ଗୋଲରେ ଜାପାନକୁ ପରାସ୍ତ କରି ଭାରତ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଘରୋଇ ଜାପାନୀ ଦର୍ଶକଙ୍କ ସମ୍ମୁଖରେ ଭାରତୀୟ ମହିଳା ହକି ଦଳ ଉନ୍ନତ ଖେଳ ପ୍ରଦର୍ଶନ କରିଛି । ଭାରତୀୟ ଦଳ…

ଓଡ଼ିଆ ସୁଟର୍ ଶ୍ରୀୟଙ୍କା ପୁଣି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ନୂଆଦିଲ୍ଲୀଠାରେ ଚାଲିଥିବା ସୁରେନ୍ଦ୍ର ସିଂହ ମେମୋରିଆଲ ସୁଟିଂ ଚାମ୍ପିୟନସିପରେ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ସିନିୟର ବ୍ୟକ୍ତିଗତ ବିଭାଗର ୧୦ ମିଟର୍ ରାଇଫଲ୍ ବିଭାଗରେ ଏହି ସଫଳତା ହାସଲ କରିପାରିଛନ୍ତି ।…

ଶକ୍ତିଶାଳୀ ସିଙ୍ଗାପୁରକୁ ହରାଇ ଇତିହାସ ରଚିଲା ଭାରତୀୟ ମହିଳା ରଗବୀ ଟିମ୍

ଭୁବନେଶ୍ୱର: ଭାରତୀୟ ମହିଳା ରଗବୀ ଦଳ ଏସିଆ ରଗବୀ ଚାମ୍ପିୟନିସିପର ଏକ ମ୍ୟାଚରେ ଟୁର୍ଣ୍ଣାମେଣ୍ଟର ଟପ ର‌୍ୟାଙ୍କ ସିଙ୍ଗାପୁର ମହିଳା ଦଳକୁ ପରାସ୍ତ କରିଛି । ଭାରତୀୟ ରଗବୀ ଦଳ ଲାଗି ଏହା ଏକ ବଡ଼ ସଫଳତା । ଭାରତୀୟ ଦଳ ସିଙ୍ଗାପୁର ଦଳକୁ ୨୧-୧୯ ପଏଣ୍ଟରେ ପରାସ୍ତ କରି କାଂସ୍ୟ ପଦକ ହାସଲ…

ବିଶ୍ୱକପ କ୍ରିକେଟରେ ହ୍ୟାଟ୍ରିକ୍ ବୋଲର୍

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ କ୍ରିକେଟର ଏକ ମ୍ୟାଚରେ ଭାରତୀୟ ଫାଷ୍ଟ ବୋଲର୍ ମହମ୍ମଦ ସାମି ଆଫଗାନିସ୍ତାନ ବିପକ୍ଷରେ ଲଗାତର ୩ଟି ୱିକେଟ ନେଇ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି । ବିଶ୍ୱକପରେ ପ୍ରଥମ ମ୍ୟାଚ୍ ବୋଲିଂ କରି ଏହି ବିରଳ ହ୍ୟାଟ୍ରିକ୍ ଅର୍ଜନ କରିପାରିଥିବାର ସୌଭାଗ୍ୟ ଅର୍ଜନ…

ସାମିଙ୍କ ହ୍ୟାଟ୍ରିକ୍ ବଳରେ ଭାରତର ଦମଦାର୍ ବିଜୟ

ସାଉଥମ୍ପଟନ: ବିଶ୍ୱକପର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମହମ୍ମଦ ସାମି ହ୍ୟାଟ୍ରିିକ୍ ୱିକେଟ ନେଇ ଭାରତୀୟ ଦଳକୁ ଜିତାଇ ପାରିଛନ୍ତି । ଆଫଗାନିସ୍ତାନ ଦଳ ୨୨୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୪୯.୫ ଓଭରରେ ୨୧୩ ରନ କରି ସମସ୍ତ ୱିକେଟ ହରାଇଥିଲା । ଏହା ଫଳରେ ଟିମ ଇଣ୍ଡିଆ ଏହି ଲୋମହର୍ଷକ…

ଦୁର୍ବଳ ଆଫଗାନିସ୍ତାନକୁ ଭାରତ ଦେଲା ୨୨୫ ରନର ବିଜୟ ଲକ୍ଷ୍ୟ

ସାଉଥଆମ୍ପଟନ୍: ବିଶ୍ୱକପରର ଦାବିଦାର ଟିମ୍ ଇଣ୍ଡିଆ ଦୁର୍ବଳ ଆଫଗାନିସ୍ତାନ ଆଗରେ ୨୨୫ ରନର ସ୍ୱଳ୍ପ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଫଗାନିସ୍ତାନ ଟିମ ସୁନ୍ଦର ବୋଲିଂ ଓ ଫିଲ୍ଡିଂ କରିବା ଫଳରେ ଭାରତୀୟ ଦଳ ଏହି ଧୀମା ପିଚରେ କମ୍ ସ୍କୋର କରିବାକୁ ବାଧ୍ୟ ହୋଇଛି । ଭାରତୀୟ ଦଳର ଆଶାନୁରୁପ…

ଆଜି ଭାରତ-ଆଫଗାନିସ୍ତାନ ମ୍ୟାଚ: ବିଶାଳ ସ୍କୋର ଲକ୍ଷ୍ୟରେ ବିରାଟ ବାହିନୀ

ସାଉଥଆମ୍ପଟନ: ବିଶ୍ୱକପରେ ଆଜି ଭାରତ ତା’ର ୫ମ ମ୍ୟାଚ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଯାଉଛି । ଭାରତ ପୂର୍ବରୁ ୪ଟି ମ୍ୟାଚ ଖେଳି ଅପରାଜେୟ ରେକର୍ଡ଼ ବଳବତ୍ତର ରଖିଥିବା ବେଳେ ଆଜିର ମ୍ୟାଚକୁ ନିଶ୍ଚିତ ଭାବେ ଜିତିବାକୁ ଚେଷ୍ଟା କରିବ । ଭାରତ ପ୍ରଥମେ ବ୍ୟାଟିଂ ସୁଯୋଗ…

ଦେଖନ୍ତୁ, ବିଶ୍ୱକପରୁ ବାଦ୍ ପଡ଼ିବା ପରେ ଦୁଃଖରେ କ’ଣ କହିଲେ ଧାୱନ !

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ଭାରତୀୟ ଦଳର ଦୁର୍ଦ୍ଧଶ ଓପନର୍ ଶିଖର ଧାୱନ ଦଳରୁ ସମ୍ପୂର୍ଣ୍ଣ ରୂପେ ବାଦ ପଡ଼ିଥିବା ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା ହୋଇଛି । I feel emotional to announce that I will no longer be a part of #CWC19.…