Latest Odisha News

BREAKING NEWS

Browsing Category

ଖେଳ

୧୯ରେ ଆଇପିଏଲ ନିଲାମ ପ୍ରକ୍ରିୟା; ସାମିଲ ହେବେ ୩୩୨ ନାମୀ କ୍ରିକେଟିୟର୍ !

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୦ ଇଣ୍ଡିଆନ ପ୍ରିମିୟର ଲିଗ୍ ନିଲାମ ପାଇଁ ଖେଳାଳୀ ସୂଚୀ ଚୂଡାନ୍ତ କରିଛି । ଏଥର ନିଲାମ ପ୍ରକ୍ରିୟାରେ ୩୩୨ ଖେଳାଳି ସାମିଲ ହେବେ । ୧୯ ଡିସେମ୍ବର ଅପରାହ୍ନ ୩ଟା୩୦ରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ୯୯୭ ଖେଳାଳିଙ୍କ ନାମ…

ପ୍ରେମ ବିଗାଡୁଛି ଋଷଭ ପନ୍ଥଙ୍କ ପ୍ରଦର୍ଶନ !

ମୁମ୍ବାଇ: ଏବେ ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ଋଷଭ ପନ୍ଥ ସବୁଠାରେ ଚର୍ଚ୍ଚାର କାରଣ ସାଜିଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଦୃଷ୍ଟିକଟୁ ସାଜିଥିବା ପନ୍ଥ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ସେତେଟା ସଫଳ ହୋଇ ନାହାନ୍ତି । ଜାତୀୟ ଦଳରେ ନିଜ ସ୍ଥାନ ସୁରକ୍ଷିତ କରି ପାରୁ…

ସୁରକ୍ଷିତ ଫେରିଲେ ଓଡିଶା କ୍ରିକେଟର; ଅଶାନ୍ତ ଗୌହାଟୀରେ ବିତାଇଥିଲେ ୨ ଦିନ

ଭୁବନେଶ୍ୱର: ନାଗରିକତା ବିଲକୁ ବିରୋଧ କରି ଆସାମରେ ହିଂସା ପରିସ୍ଥିତି ଉପୁଜିଥିବା ବେଳେ ସେଠାରେ ଫସି ରହିଥିବା ଓଡିଶାର ଅଣ୍ଡର-୧୯ ଓ ଅଣ୍ଡର-୨୩ ବର୍ଗର କ୍ରିକେଟ୍ ଟିମ୍ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅଣ୍ଡର-୨୩ ଟିମ୍ ମ୍ୟାଚ ଖେଳିଥିବା ବେଳେ ଅଣ୍ଡର-୧୯…

ରବି କୁମାରଙ୍କ ସମେତ ୪ ଜଣଙ୍କୁ ବାସନ୍ଦ କଲା ନାଡା

ଭୁବନେଶ୍ୱର: ବିଶ୍ୱକପ୍ ପଦକ ବିଜେତା ତଥା ବନ୍ଧୁକଚାଳକ ରବି କୁମାର ଜାତୀୟ ଡୋପିଂ ନିରୋଧି ସଂସ୍ଥା(ନାଡା)ର ଶୃଙ୍ଖଳାଗତ ପ୍ୟାନେଲ(ଏଡିଡିପି)କୁ ବୁଝାଇବାରେ ବିଫଳ ହେବା ପରେ ନାଡା ପକ୍ଷରୁ ତାଙ୍କୁ ପାଖାପାଖି ୨ ବର୍ଷ ଲାଗି ବାସନ୍ଦ କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା…

ଗୁଗୁଲ୍ ସର୍ଚ୍ଚ ତାଲିକା: କ୍ରିକେଟ ବିଶ୍ୱକପ ସହିତ ଅଭିନନ୍ଦନ ଶୀର୍ଷରେ !

ମୁମ୍ବାଇ: ୨୦୧୯ରେ ଗୁଗଲ ଇଣ୍ଡିଆରେ ଭାରତୀୟମାନେ ସର୍ବାଧିକ ସର୍ଚ୍ଚ କରିଥିବା ତାଲିକା ପ୍ରକାଶ ପାଇଛି । ଏଥିରେ କ୍ରିକେଟ ବିଶ୍ୱକପ ଟପିକ୍ ପ୍ରଥମ ସ୍ଥାନରେ ରହିଛି । ଏହା ପଛକୁ ଲୋକସଭା ନିର୍ବାଚନ, ଚନ୍ଦ୍ରାୟନ-୨, କବୀର ସିଂ ଓ ଆଭେଞ୍ଜର୍ସ ଏଣ୍ଡଗେମ୍ ରହିଛି । ସେହିପରି ବ୍ୟକ୍ତିତ୍ୱ…

ଜନ୍ମଦିନ ଅବସରରେ ଜାଣନ୍ତୁ, ହିଟମ୍ୟାନ୍ ରୋହିତଙ୍କ ପ୍ରେମ କାହାଣୀ ସମ୍ପର୍କରେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଉପ-ଅଧିନାୟକ ରୋହିତ ଶର୍ମା କ୍ରିକେଟ ପଡ଼ିଆରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ପ୍ରେମ କାହାଣୀ ମଧ୍ୟ କୌଣସି ଫିଲ୍ମ ଷ୍ଟୋରୀଠାରୁ କମ୍ ନୁହେଁ । ହିଟମ୍ୟାନ ରୋହିତଙ୍କ ଜନ୍ମ ଦିନ(ଡିସେମ୍ବର ୧୩)ରେ ଆସନ୍ତୁ ଜାଣିବା ତାଙ୍କ ଲଭ ଷ୍ଟୋରୀ ।…

ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ: ବିସିସିଆଇ ମୁଖ୍ୟ ଭାବେ ବାରବାଟୀ ଷ୍ଟାଡିୟମ୍ ଆସିବେ ଗାଙ୍ଗୁଲି

କଟକ: ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଲାଗି ଏବେଠୁ ଏକପ୍ରକାର କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଆହୁରି ମଧ୍ୟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଏହି ଦିନିକିଆ…

ବିଶ୍ୱରେକର୍ଡ ଭାଙ୍ଗିଲେ ଚୀନର ମହିଳା ପ୍ରତିଯୋଗୀ; ଉଠାଇଲେ ୧୧୭ କିଲୋଗ୍ରାମ ଭାର !

ବେଜିଂ: ଭାରୋତ୍ତଳନରେ ଚୀନର ଡେଂଗ ୱେଇ ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଆଇଡବ୍ଲୁ୍ୟଏଫ ବିଶ୍ୱକପର ମହିଳା ବିଭାଗରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୬୪ କିଗ୍ରା ବିଭାଗରେ ସେ ୧୧୭ କିଗ୍ରାର ଭାର ଉଠାଇବା ସହ ପୂର୍ବରୁ ୧୧୬ କେଜିର ରେକର୍ଡ ଭାଙ୍ଗି ଦେଇଥିଲେ । ଡେଂଗ ସଂଯୁକ୍ତ…

୪୦୦ରୁ ଅଧିକ ଛକା ମାରି ରେକର୍ଡ଼ କଲେ ରୋହିତ ଶର୍ମା !

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ୪୦୦ରୁ ଅଧିକ ଛକା (୩୫୪ ମ୍ୟାଚରେ) ମାରିଛନ୍ତି । ଭାରତ ଇନିଂସର ତୃତୀୟ ଓଭରରେ ସେ ଶେଲ୍ଡନ କାଟରେଲଙ୍କୁ ଛକା ମାରି ଏହି କୀର୍ତିମାନ…

୬୭ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ଜିତିଲା ଟି-୨୦ ଶୃଙ୍ଖଳା

ମୁମ୍ବାଇ: ୱାଙ୍ଖେଡେ଼ ଷ୍ଟାଡ଼ିୟମଠାରେ ଅନୁÂିତ ହୋଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୬୭ ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିପାରିଛି । ଭାରତ ଏହି ବିଜୟ ସହିତ ଶୃଙ୍ଖଳାକୁ ୨-୧ରେ ହାତେଇବାରେ ସକ୍ଷମ ହୋଇଛି । India win by 67 runs! Kieron Pollard's…