Latest Odisha News

BREAKING NEWS

Browsing Category

ଖେଳ

ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିୟନଶିପ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ତୃଣମୂଳ ଲିଗ ଚାମ୍ପିୟନଶିପ୨୦୨୫ର ୫ମ ସଂସ୍କରଣକୁ  କ୍ରୀଡ଼ା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରିଛନ୍ତି । ଏହି ଅବସରରେ ଭାରତୀୟ ଜୁନିୟର ଟିମର ପୂର୍ବତନ ଉପ-ଅଧିନାୟକ…

ଚହଲଙ୍କ ପ୍ରେମିକା କିଣିଲେ କ୍ରିକେଟ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଓ ଆରଜେ ମହାବଶଙ୍କ ପ୍ରେମ ସମ୍ପର୍କ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ପ୍ରଥମେ ରାଜି ହେଉ ନ ଥିବା ବେଳେ ଉଭୟ ଧୀରେ ଧୀରେ ଏହାକୁ ପରୋକ୍ଷରେ ସ୍ୱୀକାର କରିବା ଆରମ୍ଭ କରିଛନ୍ତି । ଭଲ ଭାବେ ଘୋଷଣା ନ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା…

 ଏଥିପାଇଁ ଲାରାଙ୍କ ରେକର୍ଡ ଭାଙ୍ଗିଲେନି ମୁଲ୍ଡର

ଡର୍ବାନ: ଏବେ ସବୁ ଆଡେ ଦକ୍ଷିଣ ଆଫ୍ରିକା ଅଧିନାୟକ ୱିୟାନ ମୁଲ୍ଡରଙ୍କୁ ପ୍ରଶଂସା କରାଯାଉଛି । ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମୁଲ୍ଡର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ୩୬୭ ରନର ଇନିଂସ ଖେଳିଥିଲେ । ଏହା ପରେ ସେ ଇନିଂସ ଘୋଷଣା କରି ପ୍ୟାଭିଲିୟନ ଫେରି ଆସିଥିଲେ । ତାଙ୍କ ନିକଟରେ…

ଆଇପିଏଲ ଷ୍ଟାର ଖେଳାଳିଙ୍କ ବିରୋଧରେ ରୁଜୁ ହେଲା ମୋକଦ୍ଦମା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣରେ ଚାମ୍ପିୟନ ହୋଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ୟଶ ଦୟାଲ ଏବେ ଅଡୁଆରେ ପଡି ଯାଇଛନ୍ତି । ଏପରି ତାଙ୍କ କ୍ରିକେଟ କ୍ୟାରିୟର ଅସୁବିଧାରେ ପଡିଯାଇଛି । ଗାଜିଆବାଦର ଜଣେ ମହିଳା ତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ବିବାହ…

ଫୋନରୁ ହ୍ୱାଟସଆପ ଡିଲିଟ କରିଦେଇଛନ୍ତି ପନ୍ତ

ବର୍ମିଂହାମ: ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଚଳିତ ଇଂଲଣ୍ଡ ଗସ୍ତରେ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ଲୀଡ୍ସ ସେ ଉଭୟ ଇନିଂସରେ ସେ ଶତକ ଏବଂ ଏଜବାଷ୍ଟନରେ ଅର୍ଦ୍ଧଶତକ ହାସଲ କରିଥିଲେ । ଆଇପିଏଲର ନୈରାଶ୍ୟଜନକ ପ୍ରଦର୍ଶନ ପରେ ତାଙ୍କୁ ଅନେକ ସମାଲୋଚିତ ହେବାକୁ…

ବୁମରାହଙ୍କ କଥା ପଚରାଯିବାରୁ ରାଗିଗଲେ ଷ୍ଟୋକ୍ସ

ବର୍ମିଂହାମ: ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ନିକଟରୁ ଶୋଚନୀୟ ଭାବେ ହାରିବା ଇଂଲଣ୍ଡ ଟିମକୁ ଚିନ୍ତାରେ ପକାଇ ଦେଇଛି । ୫ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିକୁ ଆସି ଯାଇଛି । ମ୍ୟାଚ ପରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସଙ୍କୁ ଯଶପ୍ରୀତ ବୁମରାହଙ୍କ ସମ୍ପର୍କରେ ପଚରାଯିବାରୁ ସେ…

ଗିଲ, ଆକାଶଦୀପ ଧ୍ୱଂସ କଲେ ଇଂଲଣ୍ଡର ବେଜବଲ ରଣନୀତି: ଏଜବାଷ୍ଟନରେ ଭାରତର ପ୍ରଥମ ବିଜୟ

ବର୍ମିଂହାମ: ଅଧିନାୟକ ଶୁଭମନ ଗିଲଙ୍କ ସ୍ମରଣୀୟ ବ୍ୟାଟିଂ ପରେ ଆକାଶଦୀପଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ..... ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଜବାଷ୍ଟନରେ ଭାରତର ଏହା ପ୍ରଥମ ବିଜୟ । ଅନ୍ତିମ ଦିବସରେ ଇଂଲଣ୍ଡ ନିକଟରେ ମ୍ୟାଚ ଡ୍ର କରିବା ସୁଯୋଗ ରହିଥିଲେ ମଧ୍ୟ ବେଜବଲ ରଣନୀତି…

ଭାରତରେ ଆୟୋଜିତ ହୋଇପାରେ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ

ନୂଆଦିଲ୍ଲୀ: ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର ୨୦୨୫ ସଂସ୍କରଣ ଟୋକିଓରେ ଆୟୋଜିତ ହେବ । ଏଥିନେଇ ପ୍ରଶଂସକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଆନ୍ତର୍ଜାତୀୟ ସଫଳତା ଭାରତୀୟ ଆଥଲେଟିକ୍ସପ୍ରେମୀଙ୍କୁ ବେଶ ଉତ୍ସାହିତ କରିଛି । ଭାରତ ଏବେ ଏହି…

ଶୁଭମନ ଗିଲଙ୍କୁ ଏହି ନାମ ଦେଲେ କୋହଲି

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ଅଧିନାୟକ ଶୁଭମନ ଗିଲ ସ୍ମରଣୀୟ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଇନିଂସରେ ୨୬୯ ଓ ଦ୍ୱିତୀୟ ଇନିଂସରେ ୧୬୧ ରନ କରିଥିଲେ । ସେ ଅଧିନାୟକ ଭାବେ ବିରାଟ କୋହଲିଙ୍କ ୨୫୪ ରନକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । କୋହଲି…

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫: ଓଡ଼ିଶା ପୋଲିସ ୪ଦିନରେ ଜିଣିଲା ୯ସ୍ୱର୍ଣ୍ଣ ପଦକ

ଭୁବନେଶ୍ବର: ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହି  କ୍ରମରେ ଆଜି ୩ ଜଣ ଯୁବ କ୍ରୀଡାବିତ ଅଶୋକ ଦଣ୍ଡସେନା ଦୁଇଟି…