Latest Odisha News

BREAKING NEWS

Browsing Category

ଖେଳ

ସ୍ମିଥଙ୍କ ଶତକ; ଶୃଙ୍ଖଳା ଜିତିବାକୁ ଭାରତ ଆଗରେ ୨୮୭ ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୃଙ୍ଖଳା ଜିତିବାକୁ ହେଉଛି କଡ଼ା ଟକ୍କର୍ । ଭାରତ ସାମ୍ନାରେ କଙ୍ଗାରୁ ଦଳ ଲଢୁଆ ୨୮୭ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । #TeamIndia need 287 runs to win the 3rd ODI and the…

ଭାରତ ଓ ଅଷ୍ଟ୍ରେଲିଆ ଅନ୍ତିମ ଦିନିକିଆ ମ୍ୟାଚ୍‌; ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ

ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବେଙ୍ଗାଲୁର ଠାରେ ରବିବାର ଦିନ ସିରିଜର ଅନ୍ତିମ ତଥା ଶେଷ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ । ଏହି ଅନ୍ତିମ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ ମଇଦାନକୁ ଓହ୍ଲାଇବାକୁ ଯାଉଛି । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ…

କଳିଙ୍ଗରେ କମାଲ୍ କଲା ଭାରତ; ନେଦରଲାଣ୍ଡ ୫-୨ ଗୋଲରେ ପରାସ୍ତ

ଭୁବନେଶ୍ୱର: ସ୍ପୋର୍ଟସ ସିଟି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଘରୋଇ ଦର୍ଶକଙ୍କ ଭରପୁର ଉତ୍ସାହରେ ଭାରତୀୟ ହକି ଦଳ ନେଦରଲାଣ୍ଡ ଦଳକୁ ୫-୨ ଗୋଲରେ ପରାସ୍ତ କରିଛି । ଏଫଆଇଏଚ ପ୍ରୋ-ହକି ଲିଗର ଏକ ମ୍ୟାଚରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଆଜି ଖେଳ ଅନୁÂିତ ହୋଇଥିଲା । ?? IND 5-2 NED…

ହକି ପ୍ରୋ-ଲିଗ୍‌: ଆଜି ଭାରତ ଓ ନେଦରଲାଣ୍ଡ ମୁହାଁମୁହିଁ ଟକ୍କର୍‌

ଭୁବନେଶ୍ୱର: ଭାରତୀୟ ପୁରୁଷ ହକି ଟିମ ଶନିବାର ଦିନ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପ୍ରୋ ଲିଗରେ ନେଦରଲାଣ୍ଡ ଦଳ ସହ ମ୍ୟାଚ୍ ଖେଳିବ । ବିଶ୍ୱ ମାନ୍ୟତାରେ ନେଦରଲାଣ୍ଡ ୩ ସ୍ଥାନରେ ରହିଥିବା ବେଳେ ଘରୋଇ ଦଳ ଭାରତ ୫ମ ସ୍ଥାନରେ ରହିଛି । ଯାହାଫଳରେ ଆଜିର ମ୍ୟାଚ୍ ଦର୍ଶକଙ୍କ…

ରାଜକୋଟ ଦିନିକିଆ ବିଜୟରେ କୋହଲୀ, ରୋହିତ ଓ କୁଲଦୀପଙ୍କ ନୂଆ କିର୍ତ୍ତୀମାନ

ରାଜକୋଟ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟରେ ଭାରତ ବିଜୟ ହାସଲ କରିବା ସହ ଖେଳାଳିମାନେ କେତେଗୁଡିଏ ରେକର୍ଡ ମଧ୍ୟ କରିଛି । ହିଟମ୍ୟାନ ରୋହିତ ଶର୍ମା ଓପନର ଭାବେ ଦ୍ରୁତ ୭ ହଜାର ରନ ସଂଗ୍ରହ କରିଛନ୍ତି । ସେହିପରି ଅଧିନାୟକ ବିରାଟ କୋହଲି କମ୍ ଇନିଂସରେ ୯ହଜାର ରନ ପୂର୍ଣ୍ଣ…

ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କ ଦେହାନ୍ତରେ ବିଶିଷ୍ଟ କ୍ରୀଡାବିତଙ୍କ ଶୋକପ୍ରକାଶ

ମୁମ୍ବାଇ: ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କର ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ବହୁ ଜଣାଶୁଣା କ୍ରୀଡାବିତ୍ ମାନେ ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟା…

ଧୂଳି ଚଟାଇଲେ ଭାରତୀୟ ବୋଲର୍‌; ୩୬ ରନରେ ଭାରତର ଦମଦାର୍ ବିଜୟ

ରାଜକୋଟ: ରାଜକୋଟରେ ଅନୁଷ୍ଠିତ ହେଉଥିବା ୨ୟ ଦିନିକିଆ ଦିବାରାତ୍ର ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି । ଏବେ ଶୃଙ୍ଖଳା ୧-୧ରେ ବରାବର ସ୍ଥିତିରେ ରହିଥିବା ବେଳେ ଆସନ୍ତା ୩ୟ ଦିନିକିଆ ହିଁ ନିର୍ଣ୍ଣାୟକ ମ୍ୟାଚ ହେବା ନିଶ୍ଚିତ ହୋଇଛି । Clinical performance by…

ଅଷ୍ଟ୍ରେଲିଆ ଆଗରେ ଭାରତ ରଖିଲା ବିଶାଳ ୩୪୧ ରନର ବିଜୟ ଲକ୍ଷ୍ୟ

ରାଜକୋଟ: ଆଜି ରାଜକୋଟଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୨ୟ ଦିବାରାତ୍ର କ୍ରିକେଟ ମ୍ୟାଚରେ ଭାରତ କଙ୍ଗାରୁ ଦଳ ସମ୍ମୁଖରେ ୩୪୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ କରିଛି ୩୪୦ ରନର ବିଶାଳ ସ୍କୋର । Innings Break!#TeamIndia post a…

ଗତ ଦଶନ୍ଧିରେ ୪୫ ଆଥଲେଟ ହୋଇଛନ୍ତି ଶୋଷଣର ଶୀକାର

ଭୁବନେଶ୍ୱର: ଦେଶ ପାଇଁ ସମ୍ମାନ ଓ ଗୌରବ ଆଣୁଥିବା ଯୁବ ଖେଳାଳିମାନଙ୍କୁ ବିଭିନ୍ନ କୋଚିଂ କ୍ୟାମ୍ପରେ ଶୋଷଣର ଶୀକାର ହେବାକୁ ପଡିଛି । ରିପୋର୍ଟ ମୁତାବକ ଗତ ଦଶନ୍ଧି (୨୦୧୦-୨୦୧୯) ମଧ୍ୟରେ ୪୫ ଜଣ ଉଦୀୟମାନ ଆଥଲେଟ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ପାଇଛନ୍ତି । ରାଇଟ ଟୁ ଇନଫରମେନଶନ (…

ଦ୍ଵିତୀୟ ଦିନିକିଆ: ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, କର ବା ମର ସ୍ଥିତିରେ ଭାରତ

ରାଜକୋଟ: ଶୁକ୍ରବାର ଦିନ ରାଜକୋଟଠାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଆଜିର ଏହି ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କର ବା ମର ସ୍ଥିତିରେ ଭାରତ। ୩ଟି ମ୍ୟାଚ ବିଶିଷ୍ଟ ଏହି…