Latest Odisha News

BREAKING NEWS

Browsing Category

ଖେଳ

ରାଜକୋଟରେ କିପରି ରହିଛି ଭାରତୀୟ ଦଳର ରେକର୍ଡ, ଜାଣନ୍ତୁ

ରାଜକୋଟ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ଗୁଜୁରାଟର ରାଜକୋଟ ସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ୩ ଶୃଙ୍ଖଳା ବିଶିଷ୍ଟ ଏହି ସିରିଜର ପ୍ରଥମ ଦିନିକିଆ ମ୍ୟାଚରେ…

ଆଜି ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ ଟକ୍କର; ଖେଳିନପାରନ୍ତି ଋଷଭ ପନ୍ଥ

ରାଜକୋଟ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ ଖେଳାଯିବ । ରାଜକୋଟର ସୌରାଷ୍ଟ୍ର ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ବିରାଟ ବିଗ୍ରେଡ ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ ଭାରତୀୟ ଦଳ…

ବିସିସିଆଇ କଣ୍ଟ୍ରାକ୍ଟ ତାଲିକାରୁ ବାଦ୍ ପଡିଲେ ଧୋନୀ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ବାର୍ଷିକ କଣ୍ଟ୍ରାକ୍ଟ ତାଲିକାରୁ ସିନିୟର ଖେଳାଳି ମହେନ୍ଦ୍ର ସିଂ ଧୋନୀ ବାଦ୍ ପଡିଛନ୍ତି । ଗତ ଥର ସେ ଏ ଗ୍ରେଡରେ ଥିଲେ । ଦିନେଶ କାର୍ତିକ, ଅମ୍ବାତି ରାୟୁଡୁ ଓ ଖଲୀଲ ଅହମ୍ମଦ ମଧ୍ୟ ତାଲିକାରୁ ବାଦ୍ ପଡିଛନ୍ତି । ୬ ମାସ କ୍ରିକେଟଠାରୁ ଦୂରେଇ…

ଟିମ୍ ଇଣ୍ଡିଆର ୮୭ ବର୍ଷିୟା ସୁପର ଫ୍ୟାନଙ୍କ ପରଲୋକ…

ଲଣ୍ଡନ: ଭାରତୀୟ କ୍ରିକେଟ ଟିମର ସୁପରଫ୍ୟାନ ୮୭ ବର୍ଷୀୟା ଚାରୁଲତା ପଟେଲଙ୍କ ପରଲୋକ ହୋଇଯାଇଛି । ଗତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପରେ ଚାରୁଲତା ଟିମ୍ ଇଣ୍ଡିଆର ମ୍ୟାଚ ଷ୍ଟାଡିୟମରେ ଉପଭୋଗ କରିଥିଲେ । ଏତେ ବର୍ଷ ବୟସରେ କ୍ରିକେଟ ଉପଭୋଗ କରୁଥିବା ଦେଖି ବିରାଟ କୋହଲି ଏବଂ ଅନ୍ୟମାନେ…

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ: ଓଡ଼ିଶା ଲାଗି ସ୍ୱର୍ଣ୍ଣ ଜିତିଲେ ସ୍ୱସ୍ତି ସିଂହ

ଗୌହାଟୀ: ଆସାମର ଗୌହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ୨୧ ବର୍ଷରୁ କମ୍ ସାଇକେଲ ଚାଳନା ବିଭାଗରେ ଓଡ଼ିଶା ଲାଗି ସ୍ୱସ୍ତି ସିଂହ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ରେସକୁ ସ୍ୱସ୍ତି ୧୪:୫୩:୨୩ ମିନିଟରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ…

ଦୂତୀ ଚାନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହେଲା ବଜାଜ୍ ଆଲିଆଂଜର ‘ପ୍ଲାଙ୍କ ଫର୍ ଇଣ୍ଡିଆ’ ଅଭିଯାନ

ଭୁବନେଶ୍ୱର: ଭାରତର ଚାମ୍ପିଆନ୍ ଦୌଡ଼କୁଦ ଖେଳାଳୀ ଦୂତି ଚାନ୍ଦ ବଜାଜ ଆଲିଆଂଜ ଲାଇଫ୍ର “ପ୍ଳାଙ୍କ ଫର ଇଣ୍ଡିଆ’ ଅଭିଯାନକୁ ଗ୍ରହଣ କରିଛନ୍ତି । ଭାରତର ଉଦୀୟମାନ କ୍ରୀଡ଼ାବିତ ସହାୟତା ପ୍ରଦାନ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । #Excited to be a part of #PlankForIndia…

୧୫ ବର୍ଷ ପରେ ୧୦ ୱିକେଟରେ ହାରିଲା ଭାରତ; ୱାର୍ଣ୍ଣର-ଫିଞ୍ଚଙ୍କ ନୂଆ କୀର୍ତ୍ତିମାନ

ମୁମ୍ବାଇ: ୱାଙ୍ଖେଡରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ପ୍ରଥମଥର ପାଇଁ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ନିକଟରୁ ୧୦ ଉଇକେଟରେ ପରାଜିତ ହୋଇଛି । ଦୀର୍ଘ ୧୫ ବର୍ଷ ପରେ ଟିମ୍ ଇଣ୍ଡିଆ ୧୦ ଉଇକେଟରେ ହାରିଛି । ୨୦୦୫ରେ ଦକ୍ଷିଣ ଆଫ୍ରିକା କୋଲକାତାରେ ଭାରତକୁ ହରାଇଥିଲା । ଡେଭିଡ…

ଫୁଟବଲ କ୍ଲବ ବାର୍ସିଲୋନା ଗୋଟିଏ ବର୍ଷରେ ଆୟ କଲା ୬୬୩୭ କୋଟି ଟଙ୍କା !

ଭୁବନେଶ୍ୱର: ସ୍ପେନର ଫୁଟବଲ କ୍ଲବ ବାର୍ସିଲୋନା ଗତ ବର୍ଷ କରିଥିବା ଆୟର ପରିମାଣ ଜାଣିଲେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ବାର୍ସିଲୋନା ଗତବର୍ଷ ପାଖାପାଖି ୬୬୩୭ କୋଟି ଟଙ୍କାର ଆୟ କରିଛି । ଗୋଟିଏ ବର୍ଷରେ ଏତେ ମାତ୍ରାରେ ଆୟ କରି କ୍ଲବ ରେକର୍ଡ ସୃଷ୍ଟି କରିଛି । ଏହା…

ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଟକ୍କର; ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ନୂଆଦିଲ୍ଲୀ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଟି-୨୦ ସିରିଜରେ ନିଜ ଦବଦବା ବଜାୟ ରଖିଥିବା ବିରାଟ ବିଗ୍ରେଡ ଦିନିକିଆ ମ୍ୟାଚରେ ମଧ୍ୟ ନିଜର ବିଜୟ…

ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ: ଅଷ୍ଟ୍ରେଲିଆ ସାମ୍ନାରେ ୨୫୬ ରନର ଲକ୍ଷ୍ୟ

ମୁମ୍ବାଇ: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ମଙ୍ଗଳବାର ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସାମ୍ନାରେ ଭାରତ ୨୫୬ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଘରୋଇ ଦଳ ଭାରତକୁ ୪୯.୧ ଓଭରରେ ୨୫୫ ରନରେ…