Latest Odisha News
Browsing Category

ଖେଳ

ଦୁଃସାହସିକ କ୍ରୀଡ଼ା ସଂସ୍ଥା ‘ଆଶା’ର ସମ୍ପାଦକ ଗଣେଶ ଜେନା ବେଙ୍ଗାଲୁରୁରେ ଦେଲେ ପ୍ରଶିକ୍ଷଣ

ଭୁବନେଶ୍ବର: ପଶ୍ଚିମବଙ୍ଗ ବାଙ୍କୁଡା ଜିଲ୍ଲାର ମୁକୁଟ ମଣିପୁରଠାରେ ଡିସେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଅଙ୍ଗନ ଚାରିୟେ ନେଚର୍‌ ଷ୍ଟଡି ଆଣ୍ଡ୍ ରକ୍‌ କ୍ଲାଇମ୍ବିଂ ଶିବିରକୁ ସଫଳତାର ସହ ପରିଚାଳନା କରି ଫେରିଛନ୍ତି ଏହି ଦୁଃସାହସୀ କ୍ରୀଡ଼ାବିତ୍‌। ୪ ଦିନିଆ ଏହି ଶିବିରରେ…

୨୦୧୯ ଭାରତୀୟ କ୍ରୀଡ଼ା: ଅନେକ ସଫଳତା ଅନେକ ଆଶା

୨୦୧୯ ସରିବାକୁ ଯାଉଥିଲା ବେଳେ ଭାରତୀୟ କ୍ରୀଡ଼ା ଉପରେ ନଜର ପକାଇଲା ବେଳେ ସଫା ବାରିହୋଇପଡେ ଏକାଧିକ ଖେଳରେ ଅପୂର୍ବ ଚମକର କଥା । ବିଶେଷ କରି ଅଲିମ୍ପିକ୍‍ କ୍ରୀଡ଼ାର ଏକାଧିକ ଇଭେଣ୍ଟରେ ଆମ ଖେଳାଳିମାନଙ୍କର ସଫଳତା ଏଥର ଆକାଶ ଛୁଆଁ ହେବା ସାଙ୍ଗକୁ ମନରେ ଅନେକ ଆଶା ଭରିଛି । କେବଳ ପି.ଭି…

ରାଜ୍ୟ ଦୌଡ଼କୁଦ: ଦୂତିଙ୍କୁ ମିଳିଲା ୧୦୦ ଓ ୨୦୦ ମିଟର ଦୌଡ଼ ସ୍ୱର୍ଣ୍ଣ ପଦକ !

କଟକ: ଭାରତର ଦ୍ରୁତତମ ମହିଳା ଦୂତୀ ଚାନ୍ଦ କଟକରେ ଚାଲିଥିବା ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରି ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । All Odisha opene athletic championships…

ବିଦାୟ ୨୦୧୯: କ୍ରୀଡ଼ା ପ୍ରଚ୍ଛଦପଟ୍ଟରେ ରାଜୁତି କଲେ ପ୍ରମୋଦ ଓ ଦୂତୀ ଚାନ୍ଦ !

ଭୁବନେଶ୍ୱର: କ୍ରୀଡ଼ା ଜଗତର ଜାତୀୟ ଦୃଶ୍ୟପଟ୍ଟରେ ଓଡ଼ିଆ ଖେଳାଳିଙ୍କ ଜିତାପଟ ୨୦୧୯ ବର୍ଷରେ ନିଶ୍ଚିତ ରୂପେ ସୃତିବହନ କରିବ । ବିଦାୟୀ ବର୍ଷରେ ଓଡ଼ିଶା କ୍ରିକେଟ ଆସୋସିଏସର ନୂତନ ସମ୍ପାଦକ ଭାବେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ନିର୍ବାଚିତ ହୋଇଥିଲେ । ସେହିପରି…

ସୋସିଆଲ ମିଡ଼ିଆ ଫ୍ୟାନ ତାଲିକାର ଶୀର୍ଷରେ ରୋନାଲ୍ଡୋ, କ୍ରିକେଟରେ କୋହଲୀ !

ଭୁବନେଶ୍ୱର: ୨୦୧୯ରେ ଫୁଟବଲ ଷ୍ଟାର ପର୍ତିୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ସୋସିଆଲ ନେଟୱର୍କିଂ କ୍ରୀଡା ପ୍ରଶଂସକଙ୍କ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏହି ତାଲିକାରେ ଭାରତର ବିରାଟ କୋହଲି ୫ମ ସ୍ଥାନରେ ରହିଥିବା ବେଳେ କ୍ରିକେଟରଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି ।…

ଡୋପ ଟେଷ୍ଟରେ ବିଫଳ ହେଲେ ସୀମା !

ବିଶାଖାପାଟଣା: ଭାରତୀୟ ମହିଳା ଭାରୋତ୍ତଳନକାରୀ ସୀମା ଡୋପ ଟେଷ୍ଟରେ ବିଫଳ ହୋଇ ଭାରତ ପାଇଁ କଳଙ୍କ ଆଣିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୭ ରୌପ୍ୟ ପଦକ ବିଜେତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ନ୍ୟାଶନାଲ ଆଟିଂ ଡୋପିଂ ଏଜେନ୍ସି (ନାଡା) ତାଙ୍କ ଉପରେ ୪ ବର୍ଷର…

ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟକୁ କ୍ୱାଲିଫାଏ କଲେ ବକ୍ସିଂ କୁଇନ୍ ମେରୀ କମ୍; ଜାଣନ୍ତୁ, କାହିଁକି…

ଭୁବନେଶ୍ୱର: ମହିଳା ବକ୍ସିଂ ଟୋକିଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଭାରତର ଷ୍ଟାର ବକ୍ସର ମେରୀ କମ୍ ୫୧ କେଜି ବିଭାଗରେ ନିଖିତ ଜରୀନଙ୍କୁ ପରାସ୍ତ କରିଛନ୍ତି ।  ୬ ଥର ବିଶ୍ୱ ଚାମ୍ପିୟନ ମେରୀକମ ତାଙ୍କ ବିପକ୍ଷରେ ମୁକାବିଲା କରନ୍ତୁ ବୋଲି ଜରୀନ କହିଥିଲେ । ମେରୀକମ୍ ଏଥିନେଇ…

ଆଇଏସଏଲ ଫୁଟବଲ୍: କଳିଙ୍ଗ ଷ୍ଟାଡ଼ିୟମରେ ଜାମସେଦପୁର ଏଫସିକୁ ୨-୧ରେ ପରାସ୍ତ କଲା ଓଡ଼ିଶା ଏଫସି

ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏଫସି ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ଘରୋଇ ଦର୍ଶକଙ୍କ ସମର୍ଥନରେ ବିଜୟ ହାସଲ କରିପାରିଛି । ଆଜିର ମ୍ୟାଚରେ ଓଡ଼ିଶା ଏଫସି ଚମତ୍କାର ଖେଳ ପ୍ରଦର୍ଶନ କରି ଜାମସେଦପୁର ଏଫସିକୁ ୨-୧ ଗୋଲରେ ପରାସ୍ତ କରିଛି ।…

ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କୁ ନିର୍ଯାତନା ନେଇ ମୁହଁ ଖୋଲିଲେ ସୋଏବ୍ ଅଖତାର୍

କରାଚି: ସଂଖ୍ୟାଲଘୁ ହିନ୍ଦୁ ଓ ଖ୍ରୀଷ୍ଟିଆନ ଜନସାଧାରଣ ପାକିସ୍ତାନରେ ନିର୍ଯାତିତ ହେଉଥିବାର ଖବର ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି । ହିନ୍ଦୁ ମନ୍ଦିର ଏବଂ ଖ୍ରୀଷ୍ଟିଆନଙ୍କ ଅନେକ ଚର୍ଚ୍ଚ ଆଜି ପର୍ଯ୍ୟନ୍ତ ଖୋଲିବାକୁ ସ୍ଥାନୀୟ ମୌଳବାଦୀ ମୁସଲମାନମାନେ ବାଧା…

ଦଶକର ଶ୍ରେଷ୍ଠ କ୍ରିକେଟ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଲେ କୋହଲୀ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ୱିଜଡନ ଦଶକର ଶ୍ରେଷ୍ଠ ୫ଜଣ ଖେଳାଳିଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ୪ଜଣ ଖେଳାଳି ହେଲେ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ, ଡେଲ ଷ୍ଟେଇନ ,…