Latest Odisha News
Browsing Category

ଖେଳ

ସବୁ ଫର୍ମାଟର କ୍ରିକେଟରୁ ଅବସର ନେଲେ ଭାରତୀୟ କ୍ରିକେଟର୍ ଇରଫାନ୍ ପଠାନ୍

ମୁମ୍ବାଇ: ମହାନ ଭାରତୀୟ କ୍ରିକେଟ ଅଲରାଉଣ୍ଡର୍ ଇରଫାନ୍ ପଠାନ୍ ଶନିବାର ଦିନ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏହି ପ୍ରଖ୍ୟାତ ଭାରତୀୟ ବୋଲର୍ ଜଣକ ଭାରତ ଲାଗି ୨୯ଟି ଟେଷ୍ଟ, ୧୨୦ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ତଥା ୨୪ଟି ଟି -୨୦ ମ୍ୟାଚ ଖେଳିଛନ୍ତି ।…

ଜାଣନ୍ତୁ, କିପରି ରହିବ ଭାରତୀୟ କ୍ରିକେଟ ଦଳର ୨୦୨୦ କାର୍ଯ୍ୟସୂଚୀ

ନୂଆଦଲ୍ଲୀ: ଗତବର୍ଷ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ବିଶ୍ୱ କ୍ରିକେଟରେ ନିଜର ପ୍ରଭାବ ଜାରୀ ରଖିଥିଲେ ।୨୦୨୦ରେ ଏହି ସଫଳତା ବଜାୟ ରଖିବା ନେଇ ବିରାଟ କୋହଲୀ ନେତୃତ୍ୱାଧୀନ ଦଳ ଆଶାୟୀ ରହିଛି । ଗତ ଦଶନ୍ଧିରେ ଟିମ୍ ଇଣ୍ଡିଆ ୨୮୧ ମ୍ୟାଚରେ ବିଜୟ ହାସଲ କରିଛି । ଏଥିରେ ୫୬…

ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଷ୍ଟେଇନ୍ !

ଏବି ଡି’ଭିଲର୍ସଙ୍କ ପରେ ଜାତୀୟ ଦଳକୁ ଫେରିବା ନେଇ ଦକ୍ଷିଣ ଆଫ୍ରିକାର ଭେଟେରାନ୍ ପେସ୍ ବୋଲର ଡେଲ ଷ୍ଟେଇନ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ,  ୨୦୨୦ରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ଖେଳିବାକୁ ତାଙ୍କର ଆଗ୍ରହ ରହିଛି । ସେ କାନ୍ଧ ସମସ୍ୟା ଯୋଗୂୁ ସେ ଗତ ବର୍ଷ ଟେଷ୍ଟ…

ପୁଣି ଚର୍ଚ୍ଚାରେ ଜ୍ୱାଲା ଗୁଟ୍ଟାଙ୍କ ପ୍ରେମ କାହାଣୀ !

ଭୁବନେଶ୍ୱର: ଭାରତର ଷ୍ଟାର ବ୍ୟାଡ଼ମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ଏବେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ପୁନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବୋଲି ଜ୍ୱାଲା ଟ୍ୱିଟ୍ କରି କହିଛନ୍ତି । :)…

ଗତ ଦଶନ୍ଧିରେ ସବୁଠୁ ଅଧିକ ଆୟ କରିଛନ୍ତି ଏହି ଖେଳାଳି, ଜାଣନ୍ତୁ

ଦୁନିଆର ଦୁଇ ଧୁରନ୍ଧର ଫୁଟବଲ ଖେଳାଳୀ ଅର୍ଜେଟିଂନାର ଲିଓନେଲ ମେସି ଓ ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋ ଗତ ଦଶନ୍ଧିରେ ୮୦୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛନ୍ତି  । ୨୦୧୦ରୁ ୨୦୧୯ ମଧ୍ୟରେ ବିଜ୍ଞାପନ, ଦରମା, ପୁରସ୍କାର ରାଶି ପ୍ରଭୃତିରୁ ରୋନାଲ୍ଡୋ ୪୩୭୬ ଓ ମେସି ୪୧୩୦ କୋଟି ଟଙ୍କା ଆୟ…

୨୦୨୦ର ଭାରତୀୟ କ୍ରୀଡ଼ା ସମ୍ଭାବନା: ଟାର୍ଗେଟରେ ଟି୨୦ ବିଶ୍ୱକପ ସହ ଅଲିମ୍ପିକ ସ୍ୱର୍ଣ୍ଣ ପଦକ !

ଭୁବନେଶ୍ୱର: ଚଳିତ ୨୦୨୦ ବର୍ଷରେ ଭାରତୀୟ କ୍ରୀଡାକୁ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିବା ସହ ଇତିହାସ ଦୋହରାଇବାର ସୁଯୋଗ ଆସିଛି । ଦୀର୍ଘ ୧୨ ବର୍ଷ ପରେ ଭାରତ ପୁନର୍ବାର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ହାସଲ ଓ ୧୩ ବର୍ଷ ପରେ ଟି୨୦ ବିଶ୍ୱକପ ପୁର୍ନବାର ଚାମ୍ପିୟନ ହେବା ଲକ୍ଷ୍ୟରେ ରହିବ ।…

ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ ହୋଇଛନ୍ତି । ଗୁରୁବାର କିଟ୍‍ ପରିସରରେ ଅନୁଷ୍ଠିତ ୬୮ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନ୍‍ସିପ ୨୦୧୯ର ଉଦ୍‍ଯାପନୀ ଉତ୍ସବରେ…

ଆଘାତ ଜନିତ କାରଣରୁ ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ସୁନୀତା ଲାକ୍ରା

ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ମହିଳା ହକି ଖେଳାଳି ସୁନୀତା ଲାକ୍ରା ଅନ୍ତର୍ଜାତୀୟ ହକି ଖେଳରୁ ଅବସର ଘୋଷଣା କରିଛନ୍ତି । ଦୀର୍ଘଦିନ ଧରି ସୁନୀତାଙ୍କର ଆଘାତ ଜନିତ ସମସ୍ୟା ଯୋଗୁଁ ସେ ହକି ଖେଳରୁ ଅବ୍ୟାହତି ନେଇଛନ୍ତି ବୋଲି ଏକ ବିଜ୍ଞପ୍ତି ମାଧ୍ୟମରେ ହକି ଇଣ୍ଡିଆ ପକ୍ଷରୁ ସୂଚନା ପ୍ରଦାନ…

ସର୍ବିୟା ଅଭିନେତ୍ରୀଙ୍କ ସହ ଫଟୋ ଶେୟାର କଲେ ହାର୍ଦ୍ଦିକ

ଭାରତୀୟ କ୍ରିକେଟର ଯୁବ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ନିଜସ୍ୱ ଶୈଳୀରେ ଚଳିତ ନୂଆବର୍ଷ ପାଳନ କରିଛନ୍ତି । ଏହି ପ୍ରତିଭାବନ ଅଲରାଉଣ୍ଡର ଜଣକ ସର୍ବିୟାର ଅଭିନେତ୍ରୀ ନତାଶା ଷ୍ଟାଙ୍କୋଭିଚଙ୍କ ସହ ଫଟୋ ଉଠାଇ ଇନଷ୍ଟ୍ରାଙ୍ଗାମରେ ଶେୟାର କରିଛନ୍ତି । ନଚ ବଲିୟେ ଟିଭି ସିରିୟଲରେ ଏହି…

ଜାତୀୟ ଉସୁ ଚାମ୍ପିୟନସିପ୍: ଅନୁଗୁଳର ଦିବ୍ୟମୋହନଙ୍କୁ ରୌପ୍ୟ ପଦକ

ଅନୁଗୁଳ: ଡିସେମ୍ବର ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜମ୍ମୁର ଏମ୍‌ଏ ଷ୍ଟାଡ଼ିୟମର ନ୍ୟୁ ଇନ୍‌ଡ଼ୋର ହଲ ଠାରେ ଅନୁଷ୍ଠିତ ହୋଇଥିଲା '୨୮ ତମ ସିନିୟର ଜାତୀୟ ଉସୁ ଚାମ୍ପିୟନସିପ୍‌ ୨୦୧୯' । ଏଥିରେ ଅନୁଗୁଳ ଜିଲ୍ଲାର ଦିବ୍ୟମୋହନ ପ୍ରଧାନଙ୍କୁ ରୌପ୍ୟ ମିଳିଥିବା ସୂଚନା ମିଳିଛି ।…