Latest Odisha News

BREAKING NEWS

Browsing Category

ଖେଳ

ଆଇଏସଏଲ୍ ଲାଗି କଳିଙ୍ଗ ଷ୍ଟାଡ଼ିୟମ ପ୍ରସ୍ତୁତ; ଏଥର ଘରୋଇ ମାଟିରେ ଖେଳିବ ଓଡ଼ିଶା ଏଫସି !

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା ଏଫ୍ସି ପ୍ରଥମ ଥର ପାଇଁ ହିରୋ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ମ୍ୟାଚ୍ ଖେଳିବାକୁ ଯାଉଛି । ଆସନ୍ତା ୨୭ ତାରିଖ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ରେ ଘରୋଇ ଓଡ଼ିଶା ଏଫ୍ସି ଏବଂ ଜାମ୍ସେଦ୍ପୁର ଏଫ୍ସି ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ ।…

୨୦୨୦ ପେସଙ୍କ ଟେନିସ କ୍ୟାରିୟରର ହେବ ଶେଷ ବର୍ଷ !

ନୂଆଦିଲ୍ଲୀ: ଭାରତର ମହାନ ଖେଳାଳି ଶ୍ରେଣୀରେ ସାମିଲ ଲିଆଣ୍ଡର ପେସ୍ ୨୦୨୦ ତାଙ୍କ ଟେନିସ କ୍ୟାରିୟରର ଶେଷ ବର୍ଷ ହେବ ବୋଲି କହିଛନ୍ତି । ଏହା ପରେ ୪୫ ବର୍ଷୀୟ ଏହି ଭେଟେରାନ ଖେଳାଳି ଅବସର ନେଇଯିବେ । କ୍ରିସମାସ ଅବସରରେ ସେ ଏହା ଘୋଷଣା କରିଛନ୍ତି । ପେସ୍ ଅନ୍ତର୍ଜାତୀୟ କ୍ୟାରିୟରରେ ୧୮…

୪ ବର୍ଷ ପରେ ଫେଡ୍ କପ ଟିମକୁ ଫେରିଲେ ସାନିଆ

ମୁମ୍ବାଇ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ୪ ବର୍ଷ ପରେ ଫେଡକପ ଟିମରେ ସ୍ଥାନ ପାଇଛନ୍ତି । ଏସିଆ ଓସିଏନ ଗ୍ରୁପ ଏ’ ମୁକାବିଲା ପାଇଁ ସାନିଆଙ୍କୁ ଏହି ଦଳରେ ସାମିଲ କରାଯାଇଛି । ଅଙ୍କିତା ରୈନା, ରିୟା ଭାଟିଆ ଋତୁଜା ଭୋଁସେଲ ଓ ଅଧିନାୟକ କରଗନ କୌର ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି ।…

ରେସଲିଂ ସେନସେସନ୍ ଗୀତା ଫୋଗଟ ହେଲେ ମାଆ…

ନୂଆଦିଲ୍ଲୀ: ଭାରତର ଦକ୍ଷତାସମ୍ପନ୍ନ ମହିଳା ରେସଲର ଗୀତା ଫୋଗଟ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଗୀତା ଯୁବ ରେସଲର ପୱନ କୁମାରଙ୍କୁ ଭଲ ପାଇ ୨୦ ନଭେମ୍ବର ୨୦୧୬ରେ ବିବାହ କରିଥିଲେ । ଉଭୟ ମା’ଏବଂ ସନ୍ତାନ ସୁସ୍ଥ ଅଛନ୍ତି । ମହାବୀର ଫୋଗଟଙ୍କ ଉପରେ ଆଧାରିତ ବଲିଉଡ ଫିଲ୍ମ ଦଙ୍ଗଲରେ…

୨୦୧୯: କ୍ରିକେଟର ୬ ବଡ଼ ବିବାଦୀୟ ମୂହୁର୍ତ୍ତ…

ଭୁବନେଶ୍ୱର: ୨୦୧୯ ସରିବାକୁ ବସିଛି । ଭାରତୀୟ କ୍ରିକେଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜରେ ବିଜୟ ହାସଲ କରିବା ସହ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଶେଷ କରିବାକୁ ଯାଉଛି । ତେବେ ଆମେ ୨୦୧୯ରେ କ୍ରିକେଟର ଘଟିଥିବା ୬ ବିବାଦ ବିଷୟରେ ନିମ୍ନରେ ଉଲ୍ଲେଖ କରୁଛୁ । କଫି ୱିଥ କରଣ ବିବାଦ:…

ଖେଳାଳିଙ୍କ ମୁହଁରେ ବାରବାଟୀର ପ୍ରଶଂସା; ପାଶୋରୀ ଗଲେ ସେହି କଳଙ୍କିତ ଅଧ୍ୟାୟ…

କଟକ: କଟକ ବାରବାଟୀ ଷ୍ଟାଡିୟମରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ମୁକାବିଲା । ଭାରତ ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳକୁ ୪ ୱିକେଟରେ ପରାସ୍ତ କରି ସିରିଜ୍ ମଧ୍ୟ ହାତେଇଛି । ପ୍ରାୟ ଅଢେଇ ବର୍ଷ ପରେ ବାରବାଟୀରେ କ୍ରିକେଟର ମଜ୍ଜା ନେଇଥିଲେ ଓଡ଼ିଶାର…

ଧୋନିଙ୍କ କ୍ରିକେଟ୍ କ୍ୟାରିୟରକୁ ଆଜି ପୂରିଲା ୧୫ ବର୍ଷ

ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ଅଧିନାୟକ ଏବଂ ଭଲ ଫିନିଶର ଭାବେ ମହେନ୍ଦ୍ର ସିଂ ଧୋନୀ ପ୍ରଶଂସକଙ୍କ ପାଖରେ ବେଶ୍ ଜଣାଶୁଣା । ୨୩ ଡିସେମ୍ବର ୨୦୦୪ରେ ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ୧୫ ବର୍ଷ ସମ୍ପୂର୍ଣ୍ଣ କରିବା ପରେ ପ୍ରଶଂସକମାନେ ତାଙ୍କ ଖେଳ ଏବଂ ଦକ୍ଷତାକୁ…

ବାରବାଟୀରେ ରୋହିତଙ୍କ ନୂଆ ବିଶ୍ୱ କୀର୍ତ୍ତିମାନ ବ୍ୟତୀତ ସମସ୍ତ ପୂର୍ବ ରେକର୍ଡ଼ ଜାଣନ୍ତୁ…

ଓଡ଼ିଶା କ୍ରୀଡ଼ାଜଗତର ଗର୍ବ ଓ ଗୌରବ ହେଉଛି କଟକସ୍ଥିତ ବାରବାଟୀ ଷ୍ଟାଡିୟମ । ଡ଼ିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚରେ ରୋହିତ ଶର୍ମା ଏକ ନୂଆ କୀର୍ତ୍ତିମାନ କରିଛନ୍ତି । ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଶ୍ୱର ସର୍ବାଧିକ ରନ ସଂଗ୍ରହକାରୀ ଭାବେ ଘୋଷିତ ହୋଇଛନ୍ତି ।…

ବ୍ୟାଡ଼ମିଣ୍ଟନରେ ସ୍ୱର୍ଣ୍ଣ ଜିତି ଓଡ଼ିଶାକୁ ଗୌରବାନ୍ୱିତ କଲେ ଶ୍ୱେତପର୍ଣ୍ଣା ପଣ୍ଡା

ଭୁବନେଶ୍ୱର: ପୂର୍ବତନ ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଆଜି ଆୟୋଜିତ ହୋଇଥିବା ୟୋନେକ୍ସ-ସନରାଇଜ୍ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୧୯ରେ ମୋଟ ୧୦ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ ତାମିଲନାଡୁ, ରାଜସ୍ଥାନ ଓ ହରିଆନାର ଉଦୀୟମାନ ସଟ୍ଲର ୬ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ବାରବାଟୀ ଦିନିକିଆ: ରୋହିତଙ୍କୁ ‘ପ୍ଲେୟାର ଅଫ ଦି ସିରିଜ’ କୋହଲୀ ଜିତିଲେ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର

କଟକ: ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ୩ୟ ତଥା ଚୂଡ଼ାନ୍ତ ଦିବାରାତ୍ର ମ୍ୟାଚରେ ଭାରତ ମ୍ୟାଚ ଜିତିବା ସହିତ ଶୃଙ୍ଖଳାକୁ ୨-୧ରେ ଜିତିପାରିଛି । ୱେଷ୍ଟଇଣ୍ଡିଜ ଠାରୁ ସମସ୍ତ ବିଭାଗରେ ଉନ୍ନତ ଖେଳ ପ୍ରଦର୍ଶନ କରି ଭାରତ ଏହି ଦିନିକିଆ ସିରିଜ୍ ଜିତିପାରିଛି । CHAMPIONS ??#INDvWI…