Latest Odisha News

BREAKING NEWS

Browsing Category

ଖେଳ

ଗିଲଙ୍କ ଶତକ, ଇଂଲଣ୍ଡ ସମ୍ମୁଖରେ ୬୦୮ ରନର ଲକ୍ଷ୍ୟ ରଖିଲା ଭାରତ

ବର୍ମିଂହାମ: ଚଳିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଚତୁର୍ଥ ଦିବସରେ ଶୁଭମନ ଗିଲଙ୍କ ଅପରାଜିତ ଶତକ ବଳରେ ଭାରତ ୬୦୮ ରନର ବିଶାଳ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ଭାରତ ୬ ୱିକେଟ ବିନିମୟରେ ୪୨୭ ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଛି । ପ୍ରଥମ ଇନିଂସରେ ଦ୍ୱିଶତକ ହାସଲ କରିଥିବା ଗିଲ ଦ୍ୱିତୀୟ…

୫୪ ବର୍ଷ ପରେ ଏହି କୀର୍ତିମାନ ସ୍ଥାପନ କଲେ ଗିଲ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ଅଧିନାୟକ ଶୁଭମନ ଗିଲ ଦ୍ୱିତୀୟ ଇନିଂସରେ ଶତକ ହାସଲ କରି ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ୫୪ ବର୍ଷ ପରେ ଗିଲ ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ଇନିଂସରେ ଦ୍ୱିଶତକ ଓ ଶତକ ମାରିବା ଗୌରବ ଅର୍ଜନ କରିଛନ୍ତି ।…

୧୩ ମାସ ଘୁଂଚିଲା ଭାରତୀୟ କ୍ରିକେଟ ଟିମର ବାଂଲାଦେଶ ଗସ୍ତ

ନୂଆଦିଲ୍ଲୀ: ବିଭିନ୍ନ କଳ୍ପନା ଜଳ୍ପନା ପରେ ଭାରତୀୟ କ୍ରିକେଟ ଟିମର ବାଂଲାଦେଶ ଗସ୍ତ ୧୩ମାସ ଘୁଂଚାଇ ଦିଆଯାଇଛି । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚନା ଦିଆଯାଇଛି । ଉଭୟ ବୋର୍ଡ ଆଲୋଚନା କରିବା ପରେ ଏହି ନିଷ୍ପତି ନିଆଯାଇଛି । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ…

ପୂନର୍ବାର ଚର୍ଚ୍ଚାରେ ସାମୀ- ହସୀନାଙ୍କ ବିବାଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପେସ ବୋଲର ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ହସୀନା ଜହାଁଙ୍କ ବିବାଦ ପୂନର୍ବାରେ ଚର୍ଚ୍ଚାରେ ରହିଛି । ନିକଟରେ କୋଲକାତା ହାଇକୋର୍ଟ ସାମୀଙ୍କୁ ହସୀନା ଏବଂ ତାଙ୍କ ଝିଅର ଭରଣ ପୋଷଣ ପାଇଁ ମାସକୁ ୪ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଜୟ…

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫: ଗତ ୩ଦିନରେ ଓଡିଶା ପୋଲିସର ୬ସ୍ଵର୍ଣ୍ଣ ପଦକ ହାସଲ

ଭୁବନେଶ୍ବର: ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହିକ୍ରମରେ ଆଜି ୨ ଜଣ ଯୁବ କ୍ରୀଡାବିତ କରାଟେରେ  ରିତେଶ ରାୟ ସ୍ୱର୍ଣ୍ଣ…

ଅନ୍ଧ ହୋଇ ଯାଇଥାନ୍ତେ ଶୁଭମନ ଗିଲ

ଏଜବେଷ୍ଟନ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି । ଦ୍ୱିଶତକ ମାରି ଭାରତ ପାଇଁ ଇତିହାସ ରଚିଥିବା ଗିଲ ଇଂଲଣ୍ଡ ବ୍ୟାଟିଂ ବେଳେ ସ୍ଲିପ ସ୍ଥାନରେ ଫିଲ୍ଡିଂ କରୁଥିଲେ । ହ୍ୟାରୀ ବ୍ରୁକ…

ଗିଲଙ୍କ ଦ୍ୱିଶତକ, ଭାରତ ୫୮୭ରେ ଅଲଆଉଟ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଧିନାୟକ ଶୁଭମନ ଗିଲଙ୍କ ଆକର୍ଷଣୀୟ ଦ୍ୱିଶତକ ବଳରେ ଭାରତ ପ୍ରଥମ ଇନିଂସରେ ୫୮୭ ରନ କରି ଅଲଆଉଟ ହୋଇ ଯାଇଛି । ଗିଲ ୨୬୯ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଭାବେ ଇଂଲଣ୍ଡ ମାଟିରେ ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ଦ୍ୱିଶତକ ହାସଲ…

ଇଂଲଣ୍ଡ ମାଟିରେ ଇତିହାସ ରଚିଲେ ଶୁଭମନ ଗିଲ

ବର୍ମିଂହାମ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ମାଟିରେ ଇତିହାସ ରଚିଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଦ୍ୱିଶତକ ମାରିଛନ୍ତି । ତାଙ୍କ ପୂର୍ବରୁ କୌଣସି ଭାରତୀୟ ଅଧିନାୟକ ଇଂଲଣ୍ଡ ମାଟିରେ ଦ୍ୱିଶତକ ମାରି ନ ଥିଲେ । ସେହିପରି ପ୍ରଥମ ଏସୀୟ ଅଧିନାୟକ ଭାବେ ଗିଲ…

ଏସିଆ କପ ହକି: ଭାରତ ଗସ୍ତରେ ଆସିପାରେ ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏବେ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ଏହା ସତ୍ୱେ ହକି ଏସିଆ କପ ଓ ଜୁନିୟର ହକି ବିଶ୍ୱକପ ପାଇଁ ଭାରତକୁ ଆସିବାରେ ପାକିସ୍ତାନକୁ ରୋକା ଯିବନି ବୋଲି କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବିଭିନ୍ନ ଚାପ ସତ୍ୱେ ଆନ୍ତର୍ଜାତୀୟ…

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫; ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ୪ କନଷ୍ଟେବଳ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହି କ୍ରମରେ ଆଜି ୪ ଜଣ ଯୁବ କ୍ରୀଡାବିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଓଡିଶା…