Latest Odisha News

BREAKING NEWS

Browsing Category

ଖେଳ

ବାରବାଟୀ ଦିନିକିଆ: ଘଣ୍ଟାକରେ ସରିଗଲା ଅନଲାଇନ୍ ଟିକେଟ୍ !

କଟକ: ଆସନ୍ତା ୨୨ ତାରିଖରେ କଟର ପ୍ରସିଦ୍ଧ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ଏହି ଦିନିକିଆ ମ୍ୟାଚ ଲାଗି ଗୁରୁବାର ଦିନ ଅନଲାଇନ୍ ମାଧ୍ୟମରେ ଟିକେଟ ବିକ୍ରି ହୋଇ ଏକ ଘଣ୍ଟା ମଧ୍ୟରେ ସରିଯାଇଛି । ଏହାଫଳରେ ଓଡ଼ିଶାର ହଜାର…

ସଚିନ, ସଲମାନଙ୍କୁ ଭେଟିଲେ ଜାମାଇକା ଧାବକ ୟୋହାନ୍ ବ୍ଲାକ୍ !

ଜାମାଇକାର ବିଶ୍ୱ ପ୍ରସିଦ୍ଧ ଧାବକ ୟୋହାନ ବ୍ଲାକ୍ ଏବେ ଭାରତ ଗସ୍ତରେ ଅଛନ୍ତି । ରୋଡ ସେଫଟି ୱର୍ଲ ସିରିଜ ଅବସରରେ ସେ ଏଠାକୁ ଆସିଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତରେ ପ୍ରତି ବର୍ଷ ଦେଢ଼ ଲକ୍ଷରୁ ଅଧିକ ସଡକ ଦୁର୍ଘଟଣାରେ ମୃତୁ୍ୟବରଣ କରୁଛନ୍ତି । ଏଥିପ୍ରତି ସଚେତନତା ସୃଷ୍ଟି କରିବା ତାଙ୍କର ମୂଳ…

ସାଉଥ ଏସିଆନ ଗେମ୍ସ: ଟେନିସରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଜିତିଲେ ସ୍ୱର୍ଣ୍ଣ

କାଠମାଣ୍ଡୁ: ନେପାଳର ପୋଖରାଠାରେ ଅନୁଷ୍ଠିତ ହେଉଥିବା ଦକ୍ଷୀଣ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଟେନିସ ଦଳ ଉଭୟ ପୁରୁଷ ଓ ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି । The men's tennis team beat Pakistan in the final, while the women's team beat Sri Lanka…

ବାରବାଟୀ ଦିନିକିଆ ମ୍ୟାଚ୍: ଆସନ୍ତାକାଲିଠାରୁ ଅନଲାଇନ ଟିକେଟ ବିକ୍ରି

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୨ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଗୁରୁବାରଠାରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯିବ । ଏହି ଅନଲାଇନ ଟିକେଟ ବିକ୍ରି ଡିସେମ୍ବର ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ଓସିଏ ପକ୍ଷରୁ…

ଅଲିମ୍ପିକ୍ସ ଯୋଗ୍ୟତା ଲାଗି କଳିଙ୍ଗରେ ଦୂତୀଙ୍କ ଜୋରଦାର୍ ପ୍ରସ୍ତୁତି; ଜାରି କଲେ ଭିଡ଼ିଓ…

ଭୁବନେଶ୍ୱର: ଦୌଡ଼ରାଣୀ ଦୂତୀ ଚାନ୍ଦ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । Morning training sessions pic.twitter.com/jIx6Q3Nrnq — Dutee Chand (@DuteeChand) December 4, 2019 ସେ ସୋସିଆଲ୍…

ତାପସୀ ହେବେ କ୍ରିକେଟର !

ମୁମ୍ବାଇ: ଭାରତର ଖ୍ୟାତନାମା ମହିଳା କ୍ରିକେଟର ମିଥାଲୀ ରାଜଙ୍କ ଭୂମିକାରେ ଅଭିନେତ୍ରୀ ତାପସୀ ପାନ୍ନୁ ଅଭିନୟ କରିବେ । ମଙ୍ଗଳବାର ମିଥାଲୀଙ୍କ ଜନ୍ମଦିନ ହୋଇଥିବାରୁ ତାପସୀ ଏହି ଖବର ବିଭିନ୍ନ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଫିଲ୍ମର ନାମ 'ସାବାସ ମିଠୁ' ରଖାଯାଇଛି । ଭାରତୀୟ ଦଳର…

ରଣଜୀ ଟ୍ରଫି: ଓଡିଶାରୁ ନେତୃତ୍ୱ ନେବେ ଶୁଭ୍ରାଂଶୁ ସେନାପତି

କଟକ: ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ରବିବାର ଦିନ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ୧୬ ଜଣିଆ ଓଡିଶା ଦଳର ଘୋଷଣା କରାଯାଇଛି । ଓସିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ୨ଟି ମ୍ୟାଚ୍ ଲାଗି ଏହି ଦଳ ଘୋଷିତ ହୋଇଛି । ଆସନ୍ତା ଡିସେମ୍ବର ୯ ତାରିଖରେ ଓଡିଶାର ରଣଜୀ…

ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲର କାଠରେ ତିଆରି ହେଲା ଷ୍ଟାଡିିିୟମ

ଟୋକିଓ: ଜାପାନରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇ ପାଇଁ ନିର୍ମିତ ହୋଇଥିବା ଏକ ଷ୍ଟାଡିୟମ ଏବେ ସମସ୍ତଙ୍କୁ ଆକୃଷ୍ଟ କରୁଛି । ଏହାର ମୂଖ୍ୟ କାରଣ ହେଲା ୨୦୧୧ ସୁନାମୀରେ କ୍ଷତିଗ୍ରସ୍ତ ହୋଇଥିବା ଜଙ୍ଗଲର କାଠରେ ଏହା ନିର୍ମିତ୍ ହୋଇଛି । ଷ୍ଟାଡିୟମ ମାଧ୍ୟମରେ ଜାପାନ ପ୍ରକୃତି ସହ ଯୋଡି ହୋଇ…

ସେହ୍ୱାଗଙ୍କୁ ପଛରେ ପକାଇ ନୂଆ ରେକର୍ଡ଼ କଲେ ଷ୍ଟିଭ୍ ସ୍ମିଥ୍ !

ମୁମ୍ବାଇ: ଏପର୍ଯ୍ୟନ୍ତ ଦ୍ରୁତତମ ଇନିଂସରେ ରନ ସଂଗ୍ରହ ରେକର୍ଡ଼ ଦୁର୍ଦ୍ଦଶ ଭାରତୀୟ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ୱାଗଙ୍କ ନାମରେ ଥିଲା । ତେବେ ୧୨୬ ଇନିଂସରେ ୭୦୦୦ ରନ କରି ଷ୍ଟିଭ୍ ସ୍ମିଥ୍ ସେହ୍ୱାଗଙ୍କ ନାମରେ ଥିବା କିର୍ତ୍ତୀମାନକୁ ଭଙ୍ଗ କରିଛନ୍ତି । ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍…

ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ୨୦୨୦: ଓଡ଼ିଶା ଆୟୋଜକଙ୍କ ପ୍ରସ୍ତୁତିକୁ ଫିଫା ପ୍ରତିନିଧିଦଳର ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ମ୍ୟାଚ । କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ଏବଂ ଆୟୋଜକଙ୍କ ପ୍ରସ୍ତୁତି ଲାଗି ତତ୍ପରତାରେ ସନ୍ତୋଷ ପ୍ରକାଶ କରିଛନ୍ତି ଫିଫା ପ୍ରତିନିଧି ଦଳ । ଏନେଇ ଟୁର୍ଣ୍ଣାମେଣ୍ଟର ଫିଫା…