Latest Odisha News

BREAKING NEWS

Browsing Category

ଖେଳ

ଉଦଯାପିତ ହେଲା ବିଜେଇଏମ୍-୨ ବାର୍ଷିକ କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର: ସ୍ଥାନୀୟ ସତ୍ୟଭାମାପୁର ସ୍ଥିତ ବିଜେଇଏମ୍-୨ ସ୍କୁଲର ୧୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଯୁଏଗୋ ଶନିବାର ଦିନ ଉଦଯାପିତ ହୋଇଯାଇଛି । ଭୁବନେଶ୍ୱର କ୍ରୀଡ଼ା ସଂସଦର ସମ୍ପାଦକ ଡ. ସୌର୍ଯ୍ୟରଞ୍ଜନ ପରିଜା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଦିଗ…

ନିଜକୁ ସୁରକ୍ଷିତ କର ଆର ମ୍ୟାଚ ପାଇଁ, ଏବେ ବନିଛି ଅଲିଖିତ ଷ୍ଟ୍ରାଟେଜି

ସଂବିତ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ ପ୍ରତି ରବିବାର: ‘ଗୁଗଲୀ’ ଆଉ ଦିନ କେଇଟା ପରେ ରଣଜୀ ସିଜିନ ଆରମ୍ଭ ହୋଇଯିବ । ଠିକ୍‍ କହିଲେ ସୋମବାରଠାରୁ ଦେଶର ବିଭିନ୍ନ ଷ୍ଟାଡ଼ିୟମରେ ୨୦୧୯-୨୦ ସିଜିନର ପ୍ରଥମ ରଣଜୀ ମ୍ୟାଚ ଖେଳାଯିବା ଆରମ୍ଭ ହେବ । ଅତୀତ ବର୍ଷର ଧାରା ଲଗାଯାଇଥିଲେ ଏତେବେଳକୁ ଗ୍ରୁପ୍…

ଦକ୍ଷିଣ ଏସିଆ କ୍ରୀଡାରେ ରୌପ୍ୟ ହାତେଇଲେ ଅମିୟ ମଲ୍ଲିକ

କାଠମାଣ୍ଡୁ: କାଠମାଣ୍ଡୁରେ ଅନୁଷ୍ଠିତ ହୋଇଥିବା ଚଳିତ ତ୍ରୟୋଦଶ ଦକ୍ଷିଣ ଏସିଆ କ୍ରୀଡାରେ ଓଡିଶାର ଉଦୀୟମାନ ସ୍ପ୍ରିଣ୍ଟର୍ ଅମିୟ କୁମାର ମଲ୍ଲିକ ରୌପ୍ୟ ପଦକ ଜିତି ପୁଣିଥରେ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସେ ୪ ଗୁଣା ୧୦୦ମି. ରିଲେରେ ଏହି ପଦକ ଜିତିଛନ୍ତି । ଉଲ୍ଲେଖଯୋଗ୍ୟ, ଗତ…

କପ୍ତାନ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ; ଭାରତ ୬ ୱିକେଟରେ ଜିତିଲା ପ୍ରଥମ ଟି-୨୦

ହାଇଦ୍ରାବାଦ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୬ ଓିକେଟରେ ପରାସ୍ତ କରିଛି । ଭାରତ ଏହି ଟି-୨୦ ମ୍ୟାଚ ଜିତି ୧-୦ ରେ ଅଗ୍ରଣୀ ହାସଲ କରିଛି । India win! Another wonderfully paced run-chase led by…

ଭାରତ ସାମ୍ନାରେ ୨୦୮ ରନର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡ଼ିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ହେଉଥିବା ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୨୦୭ ରନ ସ୍କୋର କରିଛି । ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ନିର୍ଦ୍ଧାରିତ ୨୦ ଓଭରରେ ୨୦୮…

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦: ଟସ୍ ଜିତି ଫିଲ୍ଡିଂ ନେଲେ ବିରାଟ କୋହଲୀ

ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହୋଇଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ । ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଏହି ଟି-୨୦ ମ୍ୟାଚରେ ଭାରତୀୟ କପ୍ତାନ ବିରାଟ କୋହଲୀ ଟସରେ ଜିତି ୱେଷ୍ଟଇଣ୍ଡିଜକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି…

ବ୍ୟବସାୟ ଜଗତରେ ପ୍ରବେଶ କଲେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଧାବକ ଦୂତୀ ଚାନ୍ଦ ଆଥଲେଟିକ୍ ଟ୍ରାକରେ ଧମାଲ୍ କରିବା ପରେ ଏବେ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ‘ଡିଟି ଡିଲାଇଟ୍ସି’ ନାମକ ୨ଟି ହୋଟେଲ୍ ଖୋଲିଛନ୍ତି ରାଜଧାନୀ ଭୁବନେଶ୍ୱରରେ ଦୂତି । ଗୋଟିଏ ହୋଟେଲ୍ ଶୈଳଶ୍ରୀ…

ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ଦକ୍ଷିଣ ଏସୀୟ କ୍ରୀଡ଼ାରେ ଜିଣିଲେ ସ୍ୱର୍ଣ୍ଣ ପଦକ

କାଠମାଣ୍ଡୁ: ନେପାଳରେ ଅନୁଷ୍ଠିତ ହେଉଥିବା ତ୍ରୟୋଦଶ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉଦୀୟମାନ ଓଡ଼ିଆ ଭାରୋତ୍ତଳନକାରୀ ଝିଲ୍ଲୀ ଦଳବେହେରା ଏକ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ଝିଲ୍ଲୀ ମହିଳା ୪୫ କେଜି ବର୍ଗରେ ୧୫୧ କିଲୋଗ୍ରାମ ଓଜନର ଭାର ଉଠାଇ ଏହି ସଫଳତା…

ଭାରତ-ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ଟକ୍କର ଆଜି 

ନୂଆଦିଲ୍ଲୀ: ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଆରମ୍ଭ କରିବା ଲାଗି ରଣନୀତି ପସ୍ତୁତ କରିଛନ୍ତି । ଆଜି ରାତି ୭ଟା ବେଳେ ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ…

ବାରବାଟୀ ଦିନିକିଆ: ଘଣ୍ଟାକରେ ସରିଗଲା ଅନଲାଇନ୍ ଟିକେଟ୍ !

କଟକ: ଆସନ୍ତା ୨୨ ତାରିଖରେ କଟର ପ୍ରସିଦ୍ଧ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ଏହି ଦିନିକିଆ ମ୍ୟାଚ ଲାଗି ଗୁରୁବାର ଦିନ ଅନଲାଇନ୍ ମାଧ୍ୟମରେ ଟିକେଟ ବିକ୍ରି ହୋଇ ଏକ ଘଣ୍ଟା ମଧ୍ୟରେ ସରିଯାଇଛି । ଏହାଫଳରେ ଓଡ଼ିଶାର ହଜାର…