Latest Odisha News

BREAKING NEWS

Browsing Category

ଖେଳ

ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ଦୂତୀ ଚାନ୍ଦ…

ଦୋହା: ଭାରତର ଦ୍ରୁତତମ ମହିଳା ତଥା ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ନେଇ ଏବେ ଚାଲିଛି ଭାରତୀୟ କ୍ରିଡ଼ାଜଗତରେ ଚର୍ଚ୍ଚା । ଭାରତୀୟ ଆଥଲେଟ ଭାବେ ୧୦୦ ମିଟର୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିଛନ୍ତି ଦୂତୀ ଚାନ୍ଦ । Speed training pic.twitter.com/zy1oBh2Yl4…

‘୧୮ବର୍ଷରୁ କମ୍ ଏଆଇଟିଏ ଟେନିସ’ ଟାଇଟଲ୍ ଜିତିଲେ ଓଡ଼ିଶା ଖେଳାଳି କବୀର ହଂସ

ଭୁବନେଶ୍ୱର: ଓଡ଼ିଶାର ଉଦୀୟମାନ ଯୁବ ଟେନିସ ଖେଳାଳି କବୀର ହଂସ ଅହମ୍ମଦାବାଦଠାରେ ଅନୁଷ୍ଠିତ ହୋଇଥିବା ଏଆରଏ-ଏଆଇଟିଏ ୧୮ ବର୍ଷରୁ କମ୍ ସିଙ୍ଗଲ୍ସ ଟାଇଟଲ୍ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଅହମ୍ମଦାବାଦସ୍ଥିତ ‘ଅହମ୍ମଦାବାଦ ର‌୍ୟାକେଟ୍ ଏକାଡ଼େମୀ’ଠାରେ ଅନୁଷ୍ଠିତ…

ରାଜନୀତିରେ ପାଦ ଦେବେ ଦୂତୀ ଚାନ୍ଦ !

ଭୁବନେଶ୍ୱର: ରାଜନୀତିରେ ପ୍ରବେଶ କରିବେ ଦୌଡ଼ରାଣୀ ଦୂତୀ ଚାନ୍ଦ ! ଆମେ ନୁହେଁ ଆଜ୍ଞା ଦୂତୀ ଚାନ୍ଦ ନିଜ ଟୁଇଟର ପେଜରେ ସେୟାର କରିଥିବା ଏକ ପୋଷ୍ଟରୁ ଏହା ଅନୁମାନ କରାଯାଉଛି । I have always wanted to join politics since childhood. My family has also been involved in…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ସିରିଜ୍ ୧-୧ରେ ବରାବର

ବେଙ୍ଗାଲୁରୁ: ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାସ୍ତ କରି ତିନିଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୧-୧ରେ ବରାବର ରଖିବାକୁ ଦକ୍ଷିଣ ଆଫ୍ରିକା ସକ୍ଷମ ହୋଇଛି । ଭାରତର ୧୩୪/୯ ରନର ଜବାବରେ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୧୪୦ ରନ…

ବେଙ୍ଗାଲୁରୁ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୧୩୫ ରନର ଟାର୍ଗେଟ୍ ଦେଲା ଭାରତ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା ଦଳ ଟି-୨୦ ମ୍ୟାଚରେ ଭାରତକୁ ସ୍ୱଳ୍ପ ରନ ସ୍କୋର କରିବାକୁ ବାଧ୍ୟ କରିଛି । ଆଫ୍ରିକୀୟ ବୋଲର୍ ଓ ଫିଲ୍ଡରଙ୍କ ଚମତ୍କାର ଫିଲ୍ଡିଂ ସାଙ୍ଗକୁ ମାପଚୁପ ବୋଲିଂ ପ୍ରଦର୍ଶନ ଭାରକୁ ଏକ ବିଶାଳ ସ୍କୋର କରିବାରେ ରୋକିବାକୁ ସକ୍ଷମ ହୋଇଛି । ଭାରତ ନିର୍ଦ୍ଧାରିତ ୨୦ ଓଭରରେ…

ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତିମ ଟି-୨୦, କ୍ଲିନସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ରବିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ ଜିତି ସିରିଜକୁ ୨-୦ରେ ହାତେଇବାକୁ ପ୍ରୟାସ କରିବ ।…

ବିଶ୍ୱ ବକ୍ସିଂ ଚାମ୍ପିୟନସିପ: ରୌପ୍ୟ ପଦକ ଜିତିଲେ ଅମିତ୍ ପୋଂଘଲ୍

ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତ ଲାଗି ରୌପ୍ୟ ପଦକ ଜିତି ଐତିହାସିକ ସଫଳତା ହାସଲ କରିଛନ୍ତି ଭାରତୀୟ ବକ୍ସର୍ ଅମିତ୍ ପୋଂଘଲ୍ । A well-deserved silver?for our #TOPSAthlete @Boxerpanghal as he went down to Uzbekistan’s Shakhobidin Zoirov in the…

ଓସିଏ ନିର୍ବାଚନ: ୧୧ ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ ଲାଗି ଶୁକ୍ରବାର ଦିନ ୧୧ ଜଣ ପ୍ରାର୍ଥୀ ୬ଟି ପଦବୀ ଲାଗି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ଦିନ ଓଡ଼ିଶା କ୍ରିକେଟ ଆସୋସିଏସନର ବିଭିନ୍ନ ପଦ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।…

ବିଶ୍ୱ ବକ୍ସିଂ ଚାମ୍ପିୟନସିପ: ଫାଇନାଲରେ ପହଞ୍ଚି ଇତିହାସ ରଚିଲେ ଭାରତୀୟ ବକ୍ସର ଅମିତ ପଂଘଲ୍

ମସ୍କୋ: ରୁଷିଆର ୟେକାଟେରିନବର୍ଗଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତୀୟ ବକ୍ସର ଅମିତ ପଂଘଲ୍ ୫୨ କେଜି ବର୍ଗରେ ଫାଇନାଲକୁ ପ୍ରବେଶ କରି ଇତିହାସ ରଚିଛନ୍ତି । ସେ ସେମିଫାଇନାଲ୍ ବାଉଟରେ କାଜାଖାସ୍ଥାନର ମୁଷ୍ଟିଯୋଦ୍ଧା ସାକେନ ବିବୋସିନୋଭଙ୍କୁ ପରାସ୍ତ କରି ଫାଇନାଲରେ…

ବିରାଟଙ୍କ ଧୁଆଁଧାର ବ୍ୟାଟିଂ, ୭ ୱିକେଟରେ ମୋହାଲି ଟି-୨୦ ଜିତିଲା ଭାରତ

ମୋହାଲି: ଧର୍ମଶାଳା ଟି-୨୦ ବର୍ଷାରେ ଧୋଇଯିବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟି-୨୦ ମ୍ୟାଚରେ ଭାରତ ବିଜୟ ହାସଲ କରିଛି । ଆଫ୍ରିକୀୟ କ୍ରିକେଟ ଦଳକୁ ଟିମ୍ ଇଣ୍ଡିଆ ୭ ୱିକେଟରେ ପରାସ୍ତ କରିପାରିଛି । ଏହି ବିଜୟର କର୍ଣ୍ଣଧାର ସାଜିଥିଲେ ନିଜେ ଅଧିନାୟକ ବିରାଟ କୋହଲୀ । ସେ ମାତ୍ର ୫୨ଟି…