Latest Odisha News

BREAKING NEWS

Browsing Category

ଖେଳ

ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କଲେ ମୟଙ୍କ ଅଗ୍ରୱାଲ୍

ବିଶାଖାପାଟଣା: ଭାରତୀୟ ଓପନର୍ ମୟଙ୍କ ଅଗ୍ରୱାଲ ଜୀବନର ପ୍ରଥମ ଟେଷ୍ଟ ଶତକ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୧ମ ଟେଷ୍ଟରେ ଭାରତୀୟ ଦଳ ଚା’ପାନ ବିରତି ସୁଦ୍ଧା ୩ ୱିକେଟ ହରାଇ କରିଛି ୪୫୩ ରନ । ଅଜିଙ୍କ୍ୟ ରାହାଣେ ୧୫ ରନ, ବିରାଟ କୋହଲୀ ୨୦ ରନ ଏବଂ ଚେତେଶ୍ୱର ପୂଜାରା ୬ ରନ…

ଭାରତର ଦମଦାର୍ ବ୍ୟାଟିଂ ପ୍ରଦର୍ଶନ, ମୟଙ୍କ ଓ ରୋହିତଙ୍କ ଆକର୍ଷଣୀୟ ଶତକ

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚର ପ୍ରଥମ ଇନିଂସରେ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରିଛି । ମ୍ୟାଚର ୧ମ ଦିବସରେ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ୧୭୬ ରନର ଶତକ ପରେ ମୟଙ୍କ ଅଗ୍ରୱାଲ ୧୭୧ ରନର ଏକ ଶତକୀୟ ଇନିଂସ ଖେଳି…

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ଆରମ୍ଭ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସମୁଦାୟ ୩ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ବୁଧବାର ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେଉଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ…

ରେକର୍ଡ଼ କଲେ ଅନୁ ରାଣୀ, ଜାଭେଲିନ୍ ଥ୍ରୋରେ ଫାଇନାଲକୁ ଉନ୍ନୀତ

ଦୋହା: ଦୌଡ଼କୁଦରେ ଭାରତୀୟ ଆଥଲେଟ ନିରାଶ କରିଥିବା ବେଳେ ମହିଳା ଜାଭେଲିନ୍ ଥ୍ରୋରେ ଅନୁ ରାଣୀ ରେକର୍ଡ଼ ପ୍ରତିଷ୍ଠା କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । କାତାରର ଦୋହାଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ଅନୁ ପ୍ରଥମ ମହିଳା ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ।…

ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ‘କ୍ୟାପଟେନ କୁଲ’ !

ମୁମ୍ବାଇ: କ୍ରିକେଟ ଜଗତର ଜଣାଶୁଣା ନାମ ମହେନ୍ଦ୍ର ସିଂ ଧୋନି । ନିଜକୁ କ୍ରିକେଟରୁ ଦୂରେଇ ରଖିଥିବା ଧୋନି କିଛି ଦିନ ତଳେ ଭାରତୀୟ ସେନା ସହ ସୀମାରେ ନଜର ଆସିଥିଲେ । ବର୍ତ୍ତମାନ ଧୋନି ବଲିଉଡରେ ଏଣ୍ଟ୍ରି କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ…

ଚାଇନା ପାରା ବ୍ୟାଡ଼ମିଣ୍ଟନ: ଉଭୟ ଡ଼ବଲ୍ସ ଓ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଖେଳାଳି ପ୍ରମୋଦ

ବେଜିଂ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଚାଇନା ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଉଭୟ ସିଙ୍ଗଲ୍ସ ଏବଂ ଡ଼ବଲ୍ସ ବିଭାଗରେ ଫାଇନାଲ ମ୍ୟାଚରେ ବିଜୟୀ ହୋଇ ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି । ଓଡ଼ିଆ ଖେଳାଳି ପ୍ରମୋଦ ଫାଇନାଲରେ ଇଂଲଣ୍ଡ…

‘କମନୱେଲଥ ଜୁଡୋ ଚାମ୍ପିଅନସିପ’ରେ ବ୍ରୋଞ୍ଜ ହାତେଇଲେ ଓଡିଆ ପୁଅ

ବ୍ରିଟେନର ବର୍ମିଂହାମରେ ଅନୁଷ୍ଠିତ ହେଉଥିବା କମନୱେଲଥ ଜୁଡୋ ଚାମ୍ପିଅନସିପରେ ୪୬ କିଲୋଗ୍ରାମ ପ୍ରି-କ୍ୟାଡେଟ୍ ବର୍ଗରେ ଓଡିଶାର ନିତ୍ୟା ମାଝି ବ୍ରୋଞ୍ଜ ପଦକ ହାସଲ କରିବା ସହ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ସେ କିସର ୧୦ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ୨୦୧୩ ମସିହାରୁ କୋଚ୍…

ଚାଇନା ପାରା ବ୍ୟାଡ଼ମିଣ୍ଟନ: ଉଭୟ ଡ଼ବଲ୍ସ ଓ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଭଗତ

ବେଜିଂ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଚାଇନା ପାରା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଉଭୟ ସିଙ୍ଗଲ୍ସ ଏବଂ ଡ଼ବଲ୍ସ ବିଭାଗରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । Reached Singles and Doubles Finals ?? In Singles, I will be playing…

ବିଶ୍ୱ ରେକର୍ଡ କରିବେ ବିରାଟ କୋହଲୀ, ହେବେ ଶ୍ରେଷ୍ଠ ଅଧିନାୟକ !

ନୂଆଦିଲ୍ଲୀ: ନୂଆ ରେକର୍ଡ ସୃଷ୍ଟି କରିବା ଦିଗରେ ଭାରତୀୟ ଅଧିନାୟକ ବିରାଟ କୋହଲୀ । ବିଶ୍ୱର ୩ ଜଣ ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ତାଲିକାରେ ସାମିଲ ଥିବା କୋହଲି ଏବେ ନୂଆ ରେକର୍ଡ ସୃଷ୍ଟି କରିବା ନେଇ ଆଶା ପ୍ରକାଶ ପାଇଛି । ସୂଚନା ଅନୁସାରେ, ଯେଉଁ ଖେଳାଳିମାନେ ୩୦ଟି ଟେଷ୍ଟ ମ୍ୟାଚରେ…

‘ଓସିଏ’ ସମ୍ପାଦକ ଭାବେ ନିର୍ବାଚିତ ହେଲେ ସଞ୍ଜୟ ବେହେରା

କଟକ: ଓଡ଼ିଶା କ୍ରିକେଟ ଆସୋସିଏସର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ‘ଓସିଏ’ର ନୂତନ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବହୁ ପ୍ରତିକ୍ଷୀତ ନିର୍ବାଚନରେ ଶ୍ରୀ ବେହେରା ସମୁଦାୟ ୭୧ଜଣ ସଦସ୍ୟଙ୍କ ମଧ୍ୟରୁ ୪୫ଟି ଭୋଟ ପାଇ ତାଙ୍କର ନିକଟତମ…