Latest Odisha News

BREAKING NEWS

Browsing Category

ଖେଳ

‘ବିଜୟ ହଜାରେ ଟ୍ରଫି’ ଲାଗି ଘୋଷିତ ହେଲା ଓଡିଶା ଦଳ

କଟକ: ଓଡିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ସୋମବାର ଦିନ ୨୦୧୯-୨୦ ବିଜୟ ହଜାରେ ଟ୍ରଫି ଲାଗି  ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଓଡିଶା ଦଳ ପ୍ରଥମ ୨ଟି ମ୍ୟାଚ ବରୋଦା ଓ ହରିୟାଣା ସହ ଖେଳିବାକୁ ଥିବାବେଳେ ଟିମର କ୍ୟାପଟେନ୍ ସାଜିଛନ୍ତି ଶୁଭ୍ରାଂଶୁ ସେନାପତି। ଓ୍ବିକେଟ୍ କିପର୍ ସୁଜିତ…

ସତ୍ୟେନ୍ଦ୍ର, ସ୍ୱସ୍ତିକ ଓ ଅନନ୍ତଙ୍କୁ ‘ସରୋଜ ମହାସୁଆର’ ସମ୍ମାନ

ଭୁବନେଶ୍ୱର: ଚଳିତ ବର୍ଷର ‘ସରୋଜ ମହାସୁଆର’ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ସ୍ୱସ୍ତିକ ସାମଲ ଏବଂ ରାଜ୍ୟର ୨ ଜଣ ଅମ୍ପାୟାର୍ ସତ୍ୟେନ୍ଦ୍ର ମହାନ୍ତି ଓ ଅନନ୍ତ ବାସୁଦେବ ମିଶ୍ର । ଯୁବ କ୍ରିକେଟର୍ ବର୍ଗ ଲାଗି ସ୍ୱସ୍ତିକ୍ ଏବଂ ଶ୍ରେଷ୍ଠ ଅମ୍ପାୟାର ଭାବେ୍…

ଇଂଲଣ୍ଡ ଗସ୍ତ ଲାଗି ଘୋଷିତ ଭାରତୀୟ ମହିଳା ହକି ଦଳରେ ୩ ଓଡିଆ ଖେଳାଳୀ

ନୂଆଦିଲ୍ଲୀ: ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଶୃଙ୍ଖଳା ଲାଗି ହକି ଇଣ୍ଡିଆ ଶୁକ୍ରବାର ଦିନ ଘୋଷିତ କରିଥିବା ୧୮ ଜଣିଆ ଭାରତୀୟ ମହିଳା ଦଳରେ ୩ ଓଡିଆ ଖେଳାଳୀ ସ୍ଥାନ ପାଇଛନ୍ତି। ଓଡିଶାର ଏହି ୩ ଜଣ ହକି ଖେଳାଳୀଙ୍କ ମଧ୍ୟରେ ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ଦୀପ ଗ୍ରେସ ଏକ୍କା ରହିଛନ୍ତି ।…

ଦୋହା ବିଶ୍ୱ ଚାମ୍ପିୟନସିପ: ଦୂତୀ ଭାଗନେବା ନେଇ ସ୍ପଷ୍ଟ କଲା ‘ଏଏଫଆଇ’

ଭୁବନେଶ୍ୱର: ବହୁ ଦ୍ୱଦ୍ୱ ଓ ଆଶଙ୍କା ମଧ୍ୟରେ ଥିବା ଓଡ଼ିଆ ସ୍ପି୍ରଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କ ଦୋହା ବିଶ୍ୱ ଚାମ୍ପିୟନସିପରେ ଅଂଶଗ୍ରହଣ କରିବା ନିଷ୍ପତ୍ତି ଆଜି ଚୂଡ଼ାନ୍ତ କରିଛି ଆଥଲେଟିକ୍ସ ପେଡେ଼ରେସନ ଅଫ ଇଣ୍ଡିଆ (ଏଏଫଆଇ) । ଦୌଡ଼ରାଣୀ ଦୂତି ଚାନ୍ଦ ଦୋହା ବିଶ୍ୱ ଚାମ୍ପିୟନସିପରେ ଭାଗ…

ଟୋକିଓ ଅଲିମ୍ପିକ୍ସ ଲାଗି ‘ମେଡ଼ିକାଲ୍ ଅଫିସର’ ଭାବେ ଓଡ଼ିଆ ଡ଼ାକ୍ତର ନିଯୁକ୍ତ

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଫେଡ଼େରେସନ (ଏଫଆଇଏଚ) ଓଡ଼ିଆ ଡ଼ାକ୍ତର ବିଭୁ କଲ୍ୟାଣ ନାୟକଙ୍କୁ ଜାପାନର ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଅଲିମ୍ପିକ୍ସ କ୍ରୀଡ଼ା ଲାଗି ‘ମେଡ଼ିକାଲ୍ ଅଫିସର’ ଭାବେ ନିଯୁକ୍ତ କରିଛନ୍ତି । ଏଫଆଇଏଚର ସଦ୍ୟତମ ସୂଚନାନୁଯାୟୀ, ଡ଼ାକ୍ତର ଶ୍ରୀ ନାୟକଙ୍କ…

ଫିଫା ବିଶ୍ୱକପ ଫୁଟବଲ୍ ଯୋଗ୍ୟତା ପର୍ଯ୍ୟାୟ: କଳିଙ୍ଗ ଷ୍ଟାଡ଼ିୟମରେ ହେବ ଭାରତ-କାତାର ମ୍ୟାଚ୍ !

ଭୁବନେଶ୍ୱର: ଦେଶର କ୍ରୀଡା ହବ୍ ଭାବେ ରାଜଧାନୀ ଭୁବନେଶ୍ୱର ମାନ୍ୟତା ଅର୍ଜନ କରିଥିବା ବେଳେ ଆସନ୍ତା ବର୍ଷ କଳିଙ୍ଗ ଷ୍ଟାଡିୟମରେ ଭାରତ-କାତାର ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଆହୁରି ମଧ୍ୟ ୨୦୨୦ରେ ଭାରତ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଆୟୋଜନ କରୁଛି । ଏହି ବିଶ୍ୱକପର ପ୍ରଥମ…

କଳିଙ୍ଗ ଷ୍ଟାଡ଼ିୟମରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି; ଭାରତୀୟ ପୁରୁଷ ଓ ମହିଳା ଦଳ ଖେିଳିବେ ମ୍ୟାଚ୍

ଭୁବନେଶ୍ୱର: ଦେଶର ସ୍ପୋର୍ଟସ ହବ୍ କୁହାଯାଉଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଲାଗି ଏକ ଖୁସିର ଖବର ରହିଛି । ଆସନ୍ତା ନଭେମ୍ବର ୧ରୁ ୩ ତାରିଖ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ଏହି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ…

ଆଫଗାନିସ୍ତାନର ଐତିହାସିକ ଟେଷ୍ଟ ବିଜୟ, ବାଂଲାଦେଶକୁ ୨୨୪ରନରେ ପରାସ୍ତ କଲା

ଚଟ୍ଟୋଗ୍ରାମ: କ୍ରିକେଟରେ ଇତିହାସ ରଚିଛି ନୂଆକରି କ୍ରିକେଟ ଖେଳୁଥିବା ରାଷ୍ଟ୍ର ଆଫଗାନିସ୍ତାନ । ବାଂଲାଦେଶ ପରି ଟେଷ୍ଟ ଅନୁଭବ ଥିବା ରାଷ୍ଟ୍ରକୁ ଏକମାତ୍ର ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨୨୪ ରନରେ ପରାସ୍ତ କରିଛି । ପଡ଼ୋଶୀ ଆଫଗାନିସ୍ତାନର ଏହି ଟେଷ୍ଟ ବିଜୟରେ ବିଜୟର ମୁଖ୍ୟ କର୍ଣ୍ଣଧାର…

ଫାଓ ଲିଗ୍ ଫୁଟବଲ୍ ଖେଳୁଥିବା ବେଳେ ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ

କଟକ: କଟକରେ ଅନୁଷ୍ଠିତ ହେଉଥିବା ଫାଓ ଲିଗ୍ ଫୁଟବଲ୍ ମ୍ୟାଚରେ ଖେଳିବା ଅବସ୍ଥାରେ ଜଣେ ଖେଳାଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, ଅନୁଷ୍ଠିତ ହେଉଥିବା ଫାଓ ଫୁଟବଲ୍ ଲିଗ ମ୍ୟାଚରେ ଏସବିଆଇ ଦଳ ଖେଳାଳି ଶନିବାର ଦିନ ଅପରାହ୍ନରେ ଏକ ମ୍ୟାଚ ଖେଳୁଥିବା ସମୟରେ କୌଣସି…

ପୂର୍ବତନ ପାକିସ୍ତାନୀ ଲେଗସ୍ପିନର୍ ଅବଦୁଲ୍ କାଦିରଙ୍କ ପରଲୋକ

ଇସଲାମାବାଦ: ବିଶ୍ୱ କ୍ରିକେଟର କିମ୍ବଦନ୍ତୀ ଲେଗ୍ ସ୍ପିନର୍ ତଥା ପୂର୍ବତନ ପାକିସ୍ତାନୀ ବୋଲର୍ ଅବଦୁଲ୍ କାଦିରଙ୍କ ୬୩ ବର୍ଷ ବୟସରେ ଶୁକ୍ରବାର ଦିନ ପରଲୋକ ହୋଇଛି । Abdul Qadir, the legendary Pakistan leg-spinner, has passed away at the age of 63. May he rest in…