Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣି ବଡ ପରଦାରେ ଏକାଠି ନଜର ଆସିବେ କି ବାପ-ପୁଅ! ଅମିତାଭ ସେୟାର କଲେ ଫଟୋ

ମୁମ୍ବାଇ: ଦୀର୍ଘ ଦିନ ପରେ ପୁଣି ଥରେ ବଡପରଦାରେ ଧମାଲ କରିବେ କି ଅମିତାଭ-ଅଭିଷେକ । ପୂର୍ବରୁ ଉଭୟ ବାପ ପୁଅଙ୍କୁ ଅନେକ ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲେ ବି ଗତ କିଛି ଦିନ ହେବ ବଡ ପରଦାରେ ଉଭୟଙ୍କୁ ଦେଖିବାକୁ ମିଳିନଥିଲା । ତେବେ ଅମିତାଭ ଏବଂ ଅଭିଷେକଙ୍କୁ ଅନ୍ୟାନ୍ୟ ଉତ୍ସବ ଯେପରିକି,…

ନିର୍ବାଚନ ଜିତିବା ପରେ ଚିରଞ୍ଜୀବଙ୍କ ପାଦ ଛୁଇଁ ଆଶର୍ବାଦ ନେଲେ ପଓ୍ବନ କଲ୍ୟାଣ, ସାମ୍ନାକୁ ଆସିଲା ଭିଡିଓ

ପିଥାପୁରମ: ସାଉଥ ସୁପରଷ୍ଟାର ପଓ୍ବନ କଲ୍ୟାଣଙ୍କୁ ରାଜନୀତିରେ ମିଳିଛି ବଡ ସଫଳତା । ପିଥାପୁରମରୁ ପ୍ରତିଦ୍ୱନ୍ଦ୍ୱିତା କରି ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିଛନ୍ତି ଅଭିନେତା ପଓ୍ନନ । ଆନ୍ଧ୍ରପ୍ରଦେଶର ପିଥାପୁରମରେ ଐତିହାସିକ ରାଜନୈତିକ ବିଜୟ ପରେ ହାଇଦ୍ରାବାଦରେ ଚିରଞ୍ଜୀବଙ୍କ…

୭୭ତମ କାନସ୍ ଫିଲ୍ମ ଫେଷ୍ଟିଭାଲର ଇଣ୍ଡିଆ ପାଭିଲିଅନରେ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’

ଭୁବନେଶ୍ୱର : ୭୭ତମ କାନସ୍ ଫିଲ୍ମ ଫେଷ୍ଟିଭାଲ୍ରେ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ଅଭୟ ପତିଙ୍କ ପ୍ରଯୋଜିତ ତଥା ପ୍ରଣବ କୁମାର ଆଇଚଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର୍ ଇଣ୍ଡିଆ ପାଭିଲିଅନ୍ ବା ଭାରତ ପର୍ବ ଦ୍ୱାରା ପ୍ରଦର୍ଶିତ ହୋଇଛି ।…

ଧଡକ-୨: ପୋଷ୍ଟର ସହ ଷ୍ଟାର କାଷ୍ଟ ଘୋଷଣା କଲେ କରଣ ଜୋହର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଫିଲ୍ମ ଧଡକ ୬ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ସେ ସାହିଦ କପୁରଙ୍କ ସାନଭାଇ ଇଶାନ ଖଟ୍ଟରଙ୍କ ସହ ନଜର ଆସିଥିଲେ । ଫିଲ୍ମଟିରେ ସେ ଡେବ୍ୟୁ କରିଥିବାବେଳେ ଏହା ହିଟ୍ ମଧ୍ୟ ହୋଇଥିଲା ଆଉ ତାପରଠୁ ଜାହ୍ନବୀ ଚର୍ଚ୍ଚିତ ଚେହେରା…

ୱେଲକମ ଟୁ ଦି ଜଙ୍ଗଲରେ ଜ୍ୟାକିଙ୍କ ଏଂଟ୍ରି

ମୁମ୍ବାଇ: ବହୁ ଚର୍ଚ୍ଚିତ ୱେଲକମ ଟୁ ଦି ଜଙ୍ଗଲ ଫିଲ୍ମରୁ ଅସୁସ୍ଥତା କାରଣ ଯୋଗୁ ସଞ୍ଜୟ ଦତ ଓହରି ଯାଇଛନ୍ତି । ପ୍ଲଟ ସାମାନ୍ୟ ପରିବର୍ତନ କରାଯିବା ପରେ ଜ୍ୟାକି ଶ୍ରଫଙ୍କ ଏଂଟ୍ରି ହୋଇଛି । ପିଙ୍କଭିଲ୍ଲାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜ୍ୟାକି ଶୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ସଞ୍ଜୟ…

ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଗିରଫ

ଲକ୍ଷ୍ନୌ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଆୟାଜୁଦ୍ଦିନଙ୍କ ବିଷୟରେ ବଡ ଖବର ଆସିଛି। ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଆୟାଜୁଦ୍ଦିନଙ୍କୁ ଗିରଫ କରାଯାଇଛି। ନୱାଜଙ୍କ ବଡ ଭାଇଙ୍କୁ ଉତ୍ତରପ୍ରଦେଶର ମୁଜାଫରନଗରରେ ବୁଦ୍ଧାନା ପୋଲିସ ଗିରଫ କରିଛି। ଜାଲିଆତି ଅଭିଯୋଗରେ…

ଦୀର୍ଘ ୩୦ଘଣ୍ଟା ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହରୁଖ ଖାନ

ମୁମ୍ବାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହରୁଖ ଖାନ । ଦୀର୍ଘ ୩୦ ଘଣ୍ଟା ହସ୍ପିଟାଲରେ ରହିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ସୁପରଷ୍ଟାର ଶାହରୁଖ ଖାନ । ଡିସଚାର୍ଜ ହେବା ପରେ ଶାହରୁଖ ଖାନ ଏୟାରପୋର୍ଟ ଯାଇଛନ୍ତି । ଗତକାଲି କିଙ୍ଗ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହୋଇଯିବାରୁ…

ଶ୍ରେଷ୍ଠ ସଂସଦୀୟ ପୁରସ୍କାର ଜିତିବାକୁ ଚାହାଁନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଆଜିକାଲି କଙ୍ଗନା ନିର୍ବାଚନ ପ୍ରଚାରରେ ଜଡିତ ଅଛନ୍ତି। ସେପଟେ କଙ୍ଗନା ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି, ଯାହାକୁ ନେଇ…

କାନ୍ସ ଫିଲ୍ମ ଫେଷ୍ଟିଭାଲ: ଦ୍ବିତୀୟ ଦିନରେ ଷ୍ଟାଇଲିସ୍ ଡ୍ରେସ ପିନ୍ଧି ଚର୍ଚ୍ଚାରେ ନୀଳ ନୟନା

ମୁମ୍ବାଇ: ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଦିନର ଲୁକ୍ ସହିତ ଐଶ୍ୱର୍ଯ୍ୟା ରାୟ ଅନେକ ଲାଇମଲାଇଟ୍ ହାସଲ କରିଥିବାବେଳେ ବର୍ତ୍ତମାନ ଅଭିନେତ୍ରୀଙ୍କ ଦ୍ୱିତୀୟ ଦିନର ଲୁକ୍ ମଧ୍ୟ ଚର୍ଚ୍ଚାରେ ରହିଛି । କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଫ୍ୟାଶନ ସେନ୍ସ ପାଇଁ ସାରା ବିଶ୍ୱରେ…

ବକୁଳରେ ଆନ୍ତର୍ଜାତୀୟ ଶିଶୁ ଫିଲ୍ମ ଫେଷ୍ଟିଭାଲ୍

ଭୁବନେଶ୍ବର : ବକୁଲ ଫାଉଣ୍ଡେସନ ସତ୍ୟନଗରର ବକୁଳ ଲାଇବ୍ରେରୀରେ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ରର ଏକ ଉତ୍ସବର ଆୟୋଜନ କରୁଛି । ଆସନ୍ତା ମଇ ୧୭ ପର୍ଯ୍ୟନ୍ତ ପ୍ରତିଦିନ ୧୨ ରୁ ପର୍ଯ୍ୟନ୍ତ ସନ୍ଧ୍ୟା ୫ ଟା ରେ ଶିଶୁ ଏବଂ ବୟସ୍କମାନେ ୟୁରୋପ (ଇଟାଲୀ), ପଶ୍ଚିମ ଏସିଆ (ଇରାନ), ପୂର୍ବ ଏସିଆ (ଜାପାନ…