Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅକ୍ଷୟ କୁମାର ଓ ସନ୍ନି ଦେଓଲଙ୍କ ସହ ଫିଲ୍ମ କରିଥିଲେ ଦିବ୍ୟା ଭାରତୀ

ନୂଆଦିଲ୍ଲୀ: ଦିବ୍ୟା ଭାରତୀ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ୯୦ ଦଶକରେ ସେ ବହୁ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଅଭିନୟର ଯାଦୁ ଆଜି ବି  ପ୍ରଶଂସକଙ୍କ ହୃଦୟରେ ରହିଛି । ତେବେ ୧୯ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗ  ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଶୋଲା, ଶବନମ,…

ବିବାହ ପରେ ରକୁଲଙ୍କ ପ୍ରଥମ ରୋଷେଇ, ପ୍ରସ୍ତୁତ କଲେ ଏହି ସ୍ଵତନ୍ତ୍ର ଡିସ୍

ମୁମ୍ବାଇ: ଗତ ଫେବୃଆରୀ ୨୧ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗ୍ନାନୀ । ରକୁଲ ପ୍ରୀତ ସିଂ ଏବଂ ଜ୍ୟାକିଙ୍କ ଗ୍ରାଣ୍ଡ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରିଭିତରେ ବର୍ତ୍ତମାନ ସାମ୍ନାକୁ ଆସିଛି…

କେତେ ଧନୀ ଭୂଷଣ କୁମାରଙ୍କ ପତ୍ନୀ ଦିବ୍ୟା ଖୋସଲା, ଜାଣନ୍ତୁ ତାଙ୍କ ସହ ଜଡିତ କିଛି କଥା…

ନୂଆଦିଲ୍ଲୀ: ନିକଟରେ ବଲିଉଡ୍ ଅଭିନେତ୍ରୀ ଦିବ୍ୟା ଖୋସଲା ନିଜ ସ୍ଵାମୀଙ୍କ ସରନେମ ‘କୁମାର’କୁ ହଟାଇ କେବଳ ଦିବ୍ୟା ଖୋସଲା ରଖିଛନ୍ତି । ତେବେ ଜ୍ୟୋତିଷଙ୍କ ପରାମର୍ଶରେ ଦିବ୍ୟା ଏପରି କରିଥିବା ଜଣାପଡିଛି । ତେବେ ଏଥିପାଇଁ ଦିବ୍ୟା ତାଙ୍କ ସ୍ଵାମୀଙ୍କୁ ଛାଡପତ୍ର ଦେବା କଥା ଚର୍ଚ୍ଚା ହେଉଥିଲା ।…

ହାପି ବାର୍ଥ ଡେ ଶାହିଦ କପୁର: ରୋମାଣ୍ଟିକ୍ ବୟରୁ ଆଧ୍ୟାତ୍ମିକତାର ରାସ୍ତା ଆପଣେଇଥିଲେ ଅଭିନେତା

ମୁମ୍ବାଇ: ଆଜି ବଲିଉଡର କ୍ୟୁଟ୍ ଓ ଚାଁର୍ମିଙ୍ଗ୍ ଅଭିନେତା ଶାହିଦ କପୁରଙ୍କ ଜନ୍ମଦିନ। ଶାହିଦ କପୁର ଜଣେ ବହୁତ ଭଲ ଅଭିନେତା ସହ ଦମଦାର ଡ୍ୟାନ୍ସର ମଧ୍ୟ। ପ୍ରଥମେ ଇଣ୍ଡଷ୍ଟ୍ରିରେ ସେ ଚକଲେଟ୍ ବଏ ଭାବେ ନିଜର ଇମେଜ କ୍ରିଏଟ କରିଥିଲେ । ବଡ ପରଦାରେ ନିଜ ଅଭିନୟର ଜାଦୁରେ ସମସ୍ତଙ୍କ ମନ କିଣିଥିବା…

ପାକିସ୍ତାନ ବିବାହ ଉତ୍ସବରେ ଛେୟାଁ ଛେୟାଁ ଗୀତରେ ନାଚିଲେ ଯୁବକ

ନୂଆଦିଲ୍ଲୀ: ପାକିସ୍ତାନରେ ଏକ ବିବାହ ଉତ୍ସବରେ ବଲିଉଡର ଲୋକପ୍ରିୟ ଗୀତ ଛେୟାଁ ଛେୟାଁରେ ଲୋକେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । କିଛି ଯୁବକ ଡ୍ୟାନ୍ସ କରୁଥିବା ନଜରକୁ ଆସିଛନ୍ତି । ଯାହା ଦେଖିଲେ  ପ୍ରଶଂସା କରି ରହି…

ହସ ହସ ମୁହଁରେ ଭାଇଜାନ୍; ହେଲେ ପ୍ରଶଂସକ କଲେ ଆଉ କିଛି ନୋଟିସ୍

ନୂଆଦିଲ୍ଲୀ: ବଲିଉଡର ଭାଇଜାନ୍ ସଲମାନ ଖାନ୍ କ୍ୱଚିତ୍ ସମୟରେ ହସୁଥିବାର ତାଙ୍କ ପ୍ରଶଂସକମାନେ ଦେଖିବାକୁ ପାଇଥିବେ। ନିକଟରେ ସେ ସୁନ୍ଦର ଭାବରେ ହସୁଥିବାର ଏକ ଭିଡିଓରେ ନଜର ଆସିଛନ୍ତି । ଏହି ଭିଡିଓ ବିମାନ ବନ୍ଦରର। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ସଲମାନ ଖାନଙ୍କ…

ୟୁକେ ନାଗରିକତା ପାଇବେକି ଅକାୟ, ଜାଣନ୍ତୁ କଣ ରହିଛି ୟୁକେ ନାଗରିକତା ପାଇବାର ନିୟମ

ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଗତ ଫେବୃଆରୀ ୧୫ ତାରିଖରେ ତାଙ୍କ ପରିବାରକୁ ଜଣେ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିଛନ୍ତି । ବିରାଟ, ଅନୁଷ୍କା, ଭାମିକାଙ୍କ ସହ ଯୋଡି ହୋଇଯାଇଛନ୍ତି ବିରୁଷ୍କାଙ୍କ ପୁଅ ଅକାୟ । ଅକାୟ ଲଣ୍ଡନରେ…

ମନ କିଣୁଛି ଲଡ୍ଡୁ ଗୋପାଳଙ୍କ ଭାଇରାଲ ଏଆଇ ଫଟୋ

ଭୁବନେଶ୍ଵର: ବର୍ତ୍ତମାନ ଚାଲିଛି ଏଆଇ ଯୁଗ । ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଭଗବାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଏହି ଏଆଇ ଫଟୋ ଭାଇରାଲ ହେବାରେ ଲାଗିଛି । ଏହାରିଭିତରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଲଡ୍ଡୁ ଗୋପାଳଙ୍କ ଏହି ମନମୋହକ ଫଟୋ ସମସ୍ତଙ୍କ ମନ କିଣିନେବ । ଭାଇରାଲ ହେବାରେ…

ବିଗିଡିଲା ଶୋଏବ ଇବ୍ରାହିମ ସ୍ଵାସ୍ଥ୍ୟବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି

ମୁମ୍ବାଇ: ଅଭିନେତା ଶୋଏବ ଇବ୍ରାହିମ ପ୍ରଶଂସକଙ୍କ ପାଇଁ ଏକ ଦୁଃଖ ଖବର । ବିଗିଡିଲା ଶୋଏବଙ୍କ ସ୍ଵାସ୍ଥ୍ୟବସ୍ଥା । ହସ୍ପିଟାଲରେ ହେଲେ ଭର୍ତ୍ତି । ଶୋଏବଙ୍କ ପତ୍ନୀ ଦୀପିକା କକ୍କର ଏନେଇ ସୂଚନା ଦେଇଛନ୍ତି । ଦୀପିକା ତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟରେ ଶୋଏବଙ୍କ ଏକ ଫଟୋ ସେୟାର କରିଛନ୍ତି…

ପୁରୁଷଙ୍କୁ ପଲିଥିନ ବ୍ୟାଗ ସହିତ ତୁଳନା କଲେ ଟ୍ୱିଙ୍କଲ, ଛାଡିଲେନି କୁଇନ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବୟାନ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାଁଙ୍କୁ ସେ ଟାର୍ଗେଟ କରିଛନ୍ତି । କିଛି ଦିନ ତଳେ ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ମେସେଜରେ ପୁରୁଷଙ୍କୁ ପଲିଥିନ ବ୍ୟାଗ ସହିତ ତୁଳନା…