Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଐଶ୍ୱର୍ଯ୍ୟା ନୁହେଁ, ଜିନତ୍ ଅମାନଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଏକ ସୁଖମୟ ଦାମ୍ପତ୍ୟ ଜୀବନ ବିତାଉଛନ୍ତି । ବିବାହ ପରେ ଉଭୟ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି । ବିବାହ ପୂର୍ବରୁ ଦୁହିଁଙ୍କ ଜୀବନର ରାସ୍ତା ଅଲଗା ଥିଲା । ଐଶ୍ୱର୍ଯ୍ୟ, ଦବଙ୍ଗ ଖାନ୍ ସଲମାନଙ୍କୁ ଡେଟ୍ କରୁଥିବା…

ନାତିଙ୍କୁ ଝୁରୁଛନ୍ତି ଅନୀଲ, ଫଟୋ କଲେ ସେୟାର

ମୁମ୍ବାଇ: ନିଜ ନାତିଙ୍କୁ ଝୁରୁଛନ୍ତି ବଲିଉଡ଼ ଅଭିନେତା ଅନୀଲ କପୁର । ନାତିଙ୍କୁ ମନେ ପକାଇ ସେ ନାତି ବାୟୁଙ୍କ ସହ ଦୁଇଟି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ ଏମିତି କିଛି ଲେଖିଛନ୍ତି, ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଏହି ଦୁଇଟି ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।…

ଫିଲ୍ମ ‘ଡଙ୍କି’ ପାଇବା ପାଇଁ ରାଜକୁମାର ହିରାନୀଙ୍କ ଘର ଆଗରେ ବସିଥିଲେ ଶାହରୁଖ

ମୁମ୍ବାଇ: ବଲିଉଡର କିଙ୍ଗ୍ ଶାହାରୁଖ ଖାନ ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ‘ଡଙ୍କି’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ଆସନ୍ତା ଡିସେମ୍ବର ୨୨ତାରିଖରେ ରିଲିଜ୍ ହେବ । ଫିଲ୍ମର ଟିଜର ରିଲିଜ୍ ହେବା ପରେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢି ଚାଲିଛି । ଶାହାରୁଖଙ୍କ…

ଲୋକଙ୍କ ଆଗରେ ମହିଳାଙ୍କୁ କିସ୍ କଲେ ସଲମାନ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ଦୀପାବଳି ଅବସରରେ ସଲମାନ ଖାନଙ୍କ ଅଭିନିତ ଫିଲ୍ମ ଟାଇଗର-୩ ରିଲିଜ ହୋଇଯାଇଛି । ଏହି ଫିଲ୍ମକୁ ନେଇ ଅଭିନେତା ସଲମାନ ଖାନ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବାକୁ ଗୋଆରେ ପହଞ୍ଚିିଥିଲେ । ସଲମାନ ଖାନଙ୍କୁ ଦେଖିବା ପାଇଁ କାର୍ଯ୍ୟକ୍ରମରେ…

‘ସାରାଙ୍କ ବିବାହ କରାଇବା କରଣ ଜୋହରଙ୍କର ପରବର୍ତ୍ତୀ ମିଶନ’

ମୁମ୍ବାଇ: ଷ୍ଟାର କିଡସ୍‌ଙ୍କ ନାଁ ଆସିଲେ ସାରା ଅଲ୍ଲୀ ଖାନଙ୍କ ନାଁ ମଧ୍ୟ ଆସିଥାଏ। ପ୍ରଶଂସକଙ୍କୁ ବହୁତ ଗୁଡିଏ ଫିଲ୍ମ ଭେଟି ଦେଇ ସେ ମଧ୍ୟ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ଅଭିନେତ୍ରୀ ସାରା ଅଲି ଖାନ ୫୪ତମ 'ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ'ରେ…

ଜନ୍ମଦିନରେ ବଡ଼ ଘୋଷଣା: କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି କରଣ ଜୋହର

ମୁମ୍ବାଇ: ଆଜି ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ପ୍ରଶଂସଙ୍କ ପାଇଁ ଖୁସି ଖବର। ଏହି ଖାସ୍‌ ଦିନରେ ତାଙ୍କର ଅପ୍‌କମିଂ ଫିଲ୍ମକୁ ନେଇ ବଡ଼ ଘୋଷଣା କରାଯାଇଛି, ଯାହାକି ଅନେକଙ୍କୁ ଚକିତ କରିଛି। କରଣ ଜୋହରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରରେ ନଜର ଆସିବେ ଅଭିନେତା…

ବିବାହ ପରେ ବଦଳିଯାଇଛି ଜୀବନ: ଏମିତି କିଛି କହିଲେ ସିଦ୍ଧାର୍ଥ

ମୁମ୍ବାଇ: ବିବାହ ପରେ ବଦଳି ଯାଇଛନ୍ତିି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଏକଥା ଆମେ ନୁହେଁ, ସିଦ୍ଧାର୍ଥ ନିଜେ କହିଛନ୍ତି । ଲୋକପ୍ରିୟ ଚାଟ୍ ଶୋ’ ‘କଫି ଉଇଥ୍ କରନ୍ ୮’ରେ ଅତିଥି ଭାବେ ଯୋଗଦେଇ ସିଦ୍ଧାର୍ଥ ଏପରି କିଛି କହିଛନ୍ତି । ଶୋ’ର ଆଗାମୀ ଏପିସୋଡରେ ଅଭିନେତା ବରୁଣ…

ପ୍ରେମିକ ଆକାଶଙ୍କ ସହ କେଦାରନାଥ ଦର୍ଶନ କଲେ ଅଞ୍ଜଳି

ମୁମ୍ବାଇ: ପ୍ରେମିକ ଆକାଶଙ୍କ ସହ କେଦାରନାଥ ଦର୍ଶନ କଲେ ବଲିଉଡ଼ ଅଭିନେତ୍ରୀ ଅଞ୍ଜଳି ଆରୋରା । ସେ ଏବେ ଚାରିଧାମ ଦର୍ଶନରେ ଯାଇଛନ୍ତି । କେଦାରନାଥ, ବଦ୍ରିନାଥଙ୍କ ବ୍ୟତୀତ ସେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଦର୍ଶନ କରିଥିଲେ । ସେହି ସବୁ ସ୍ଥାନରୁ ଅନେକ ଫଟୋ ସୋସିଆଲ୍ ମିଡିଆରେ ସେୟାର ବି…

ସୁଶାନ୍ତଙ୍କ ଅନୁପସ୍ଥିତି କଷ୍ଟ ଦେଉଛି, ବିଗ୍ ବସ୍ ଘରେ ମନ କଥା କହିଲେ ଅଙ୍କିତା

ମୁମ୍ବାଇ: ବିଗ ବସ ହାଉସରେ ଏଣ୍ଟ୍ରି କରିବା ଦିନଠୁ ହିଁ ପୂର୍ବ ପ୍ରେମିକ ସୁଶାନ୍ତଙ୍କୁ ମନେ ପକାଉଛନ୍ତି ଅଙ୍କିତା । ସୁଶାନ୍ତଙ୍କ ଅନୁପସ୍ଥିତି ତାଙ୍କୁ ଯନ୍ତ୍ରଣା ଦେଉଥିବା ଅନୁଭବ କରିପାରୁଛନ୍ତି ଅଙ୍କିତା । କାରଣ ସୁଶାନ୍ତଙ୍କ ସହ ବିତାଇଥିବା ସମୟ ଠାରୁ ଆରମ୍ଭ କରି କାହିଁ ଶେଷ ସମୟରେ…

ଯେଉଁ ସ୍ଥାନକୁ ଡରୁଥିଲେ ଭିକି, ସେଠାରେ ହିଁ କଲେ ବିବାହ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସ୍ୱାମୀ ତଥା ଅଭିନେତା ଭିକି କୌଶଲ ଆକର୍ଷଣୀୟ ହିରୋଙ୍କ ମଧ୍ୟରୁ ଅନ୍ୟତମ । ସେ ପ୍ରତ୍ୟେକ ଭୂମିକାରେ ନିଖୁଣ ଭାବେ ଅଭିନୟ କରି ପାରୁଥିବା ପରି ଜଣେ ଦକ୍ଷ ଅଭିନେତା । ତାଙ୍କ ନିକଟରେ ଚମତ୍କାର କମେଡି ଦକ୍ଷତା ଥିବା ସହ ସେ ଜଣେ ଆକ୍ସନ ହିରୋ…