Latest Odisha News
Browsing Category

ମନୋରଞ୍ଜନ

ଜନ୍ମଦିନ ଅବସରରେ କିଙ୍ଗଖାନଙ୍କ ବଡ ଉପହାର, ରିଲିଜ୍ ହେଲା ଫିଲ୍ମ ‘ଡଙ୍କି’ର ଟିଜର

ମୁମ୍ବାଇ: ଆଜି ଶାହାରୁଖ ଖାନଙ୍କର ୫୮ ତମ ଜନ୍ମଦିନ । ଆଜିର ଏହି ଖାସ ଦିନରେ ଶାହାରୁଖ ତାଙ୍କ ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ସୁନ୍ଦର ଉପହାର । ଏପଟେ ଶାହାରୁଖଙ୍କ ସବୁଠାରୁ ବଡ ଚଳଚ୍ଚିତ୍ର 'ଜୱାନ୍' ଆଜି OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ବେଳେ ଆଗାମୀ ଚଳଚ୍ଚିତ୍ର 'ଡଙ୍କି'ର…

ପୁଣ୍ୟତିଥିରେ ମନେପଡନ୍ତି ଭଜନ ସମ୍ରାଟ, ଆଜି ବି ପ୍ରତିଟି ଓଡିଆଙ୍କ ମନରେ ଅଛନ୍ତି ଜୀବନ୍ତ

ଭୁବନେଶ୍ଵର: ପ୍ରଭୂ ଜଗନ୍ନାଥଙ୍କ ପାଖରେ ଥିଲା ଭାବ, ଭକ୍ତି । ଥିଲା ପୁଣି କାଳିଆ ଠାକୁରଙ୍କ ପ୍ରତି ସମର୍ପଣ ଭାବ । ବାସ୍ ଏତିକିରେ ସେ ବନିଗଲେ ସମ୍ରାଟ୍ । ସେ ଥିଲେ ଭାବ ଓ ଭକ୍ତିର ଭିକାରୀ । ସେ ଆଉ କେହି ନୁହଁନ୍ତି ସେ ହଉଛନ୍ତି ଭଜନ ସମ୍ରାଟ ଭିକାରୀ ବଳ । ଏବେ ଆଜି ପରପାରିରେ ଏହି କଳାକାର…

୫୮ ବର୍ଷରେ କିଙ୍ଗଖାନ୍ : ଅଧରାତିରେ ଛାତ ଉପରକୁ ଆସି ଫ୍ୟାନ୍ସଙ୍କୁ ଜଣାଇଲେ ଅଭିବାଦନ

ମୁମ୍ବାଇ : ଆଜି ବଲିଉଡର କିଙ୍ଗଖାନ୍ ଶାହରୁଖ ଖାନଙ୍କ ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଥାପିଛନ୍ତି  ବାଦଶାହ । ୧୯୬୫ ମସିହା ଆଜିର ଦିନରେ ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ୍ । ଜୀବନରେ ଅନେକ ସଂଘର୍ଷର ପାହାଡ ଅତିକ୍ରମ କରି ସେ ଆଜି ସଫଳତାର ଶୀର୍ଘରେ…

ଦୀପାବଳିରେ ଧମାଲ କରିବ ଟାଇଗର-୩, ଆସନ୍ତା ୫ରୁ ଆରମ୍ଭ ହେବ ଆଡଭାନ୍ସ ବୁକିଂ

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ଟାଇଗର-୩କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୀପାବଳିରେ ଧମାଲ କରିବାକୁ ଆସୁଛି ତାଙ୍କ ଫିଲ୍ମ ଟାଇଗର-୩ । ଦୀପାବଳିରେ ଏହି ଫିଲ୍ମ ରିଲିଜ୍ ହେବ । ଏହାର ଆଡଭାନ୍ସ ବୁକିଂ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଫିଲ୍ମରେ…

ଜନ୍ମଦିନରେ ଗ୍ରାଣ୍ଡ ପାର୍ଟି ଦେବେ ଶାହାରୁଖ

ମୁମ୍ବାଇ: ବଲିଉଡର କିଙ୍ଗ୍‌ଖାନ ଶାହାରୁଖ ଖାନ୍‌ଙ୍କ ଚଳିତ ବର୍ଷ ଶୁଭ ଥିଲା । କାରଣ ଏହି ବର୍ଷ ରିଲିଜ୍ ହୋଇଥିବା ପଠାନ ଓ ଯବାନ ବକ୍ସ ଅଫିସରେ ରେକର୍ଡ଼ କରିଛି । ଏହି ଦୁଇଟି ଫିଲ୍ମ ଆଶା ବାହାରେ ବ୍ୟବସାୟ କରିଛି । ଏହାକୁ ନେଇ ଶାହାରୁଖ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏସବୁ ଖୁସିରେ ସେ ତାଙ୍କ…

ସମସ୍ତଙ୍କ ଆଗରେ ଦୀପିକାଙ୍କୁ ଚୁମ୍ବନ ଦେଲେ ରଣବୀର, ଲୋକେ ଆଶ୍ଚର୍ଯ୍ୟ

ମୁମ୍ବାଇ: ସର୍ବ ସମ୍ମୁଖରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଚୁମ୍ବନ ଦେଲେ ଅଭିନେତା ରଣବୀର ସିଂହ । ନିକଟରେ ଅମ୍ବାନିଙ୍କ ପାରିବାରିକ ପାର୍ଟିରେ ଏହା ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।…

ଗର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ହ୍ରିତିକ୍‌, ହୃଦୟକୁ ଛୁଇଁଲା ଭଳି ଦେଲେ ମେସେଜ୍‌

ମୁମ୍ବାଇ: ଭିନ୍ନ ଅନ୍ଦାଜ୍‌ରେ ନିଜ ପ୍ରେମିକା ସବାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ । ଏହି ବିଶେଷ ଦିନରେ ହ୍ରିତିକ ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ ସୋସିଆଲ ମିଡ଼ିଆରେ ଏକ ସୁନ୍ଦର ନୋଟ ମଧ୍ୟ ସେୟାର କରିଛନ୍ତି । ତାଙ୍କର ଏହି ନୋଟ ତାଙ୍କ ପ୍ରଶସଂକଙ୍କ ହୃଦୟ…

ଅଭିନେତ୍ରୀଙ୍କ ପରଲୋକ, ଥିଲେ ୮ ମାସର ଗର୍ଭବତୀ

ହାଇଦ୍ରାବାଦ: ମାଲାୟାଲମ ଇଣ୍ଡଷ୍ଟ୍ରିର ଜଣାଶୁଣା ଟିଭି ଅଭିନେତ୍ରୀ ଡା. ପ୍ରିୟାଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା । ମୃତ୍ୟୁବେଳକୁ ପ୍ରିୟା ଆଠ ମାସର ଗର୍ଭବତୀ ଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଚକିତ ହେବା ସହ ପୁରା ଭାଙ୍ଗି…

ସୁଶାନ୍ତ ସିଂହଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଅଙ୍କିତା, ଖୋଲିଲେ ବ୍ରେକଅପର ରାଜ

ମୁମ୍ବାଇ: ୭ ବର୍ଷର ସମ୍ପର୍କ  । ଖୁବ ସୁନ୍ଦର ଥିଲା । ବୁଝାମଣା ବି ଭଲ ଥିଲା । କ’ଣ ହେଲା କେଜାଣି ତାଙ୍କ ଆଖିରେ ଆଉ ସେ ଭଲ ପାଇବା ଦେଖିବାକୁ ପାଇଲିନି । ଆଉ ତା ପରେ ବ୍ରେକ ଅପ । ଏବେ ବି ଜାଣେନି ସୁଶାନ୍ତ ମୋ ଠାରୁ କାହିଁକି ଦୂରେଇ ଗଲେ । ମରିଗଲେ, ହେଲେ ଦୂରେଇବାର କାରଣ ଥରେ ବି…

ବିବାଦରେ ଛନ୍ଦି ହୋଇଛନ୍ତି କାର୍ତ୍ତିକ

ବମ୍ବେ: ଏକ ଭିଡିଓକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ବଲିଉଡ୍ ଅଭିନେତା କାର୍ତ୍ତର୍ିକ ଆର‌୍ୟନ । ପ୍ରସଙ୍ଗଟି ରାଜନୈତିକ ହୋଇଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ହେଲେ ଏବେ ସେ ନିଜେ ସାମ୍ନାକୁ ଆସି ଏନେଇ ସଫେଇ ଦେଇଛନ୍ତି । ଉକ୍ତ ଭିଡିଓଟି ମିଥ୍ୟା ବୋଲି…