Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ହେଲା ‘ସାମ ବାହାଦୂର’ର ଟିଜର, ଏକାଠି ନଜର ଆସିବେ ଭିକ୍କି-ସାନ୍ୟା

ମୁମ୍ବାଇ: ବଲିଉଡର ଆଗଧାଡିର ନାୟକ ଭିକ୍କି କୌଶଲଙ୍କ ଫିଲ୍ମ ‘ସାମ ବାହାଦୂର’ର ଟିଜର ଶୁକ୍ରବାର ରିଲିଜ ହୋଇଯାଇଛି । ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକଶଁଙ୍କ ଭୂମିକାରେ ଅଭିନୟ କରିବେ ଭିକ୍କି । ଏହି ଚରିତ୍ରରେ ସେ ଖୁବ ସୁନ୍ଦର ଲାଗୁଛନ୍ତି । ଲୁକ, ଏକ୍ସପ୍ରେସନ, ଫୌଜି ଆଟିଚ୍ୟୁଡରୁ ନେଇ…

ପାରାମିଲିଟାରୀ ଅଫିସର ଭୂମିକାରେ ନଜର ଆସିବେ ସଲମାନ, କରୁଛନ୍ତି ବହୁତ ପରିଶ୍ରମ

ମୁମ୍ବାଇ: ପାରାମିଲିଟାରୀ ଅଫିସର ଭୂମିକାରେ ନଜର ଆସିବେ ବଲିଉଡ଼ର ଭାଇଜାନ ସଲମାନ ଖାନ୍ । ଏହି ଚରିତ୍ରରେ ତାଙ୍କୁ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିବ । ଏଥିପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଯେଉଁଥିରେ ସେ ପାରାମିଲିଟାରୀ ଅଫିସର ଭୂମିକାରେ ଅଭିନୟ କରିବେ ।ଦୀର୍ଘ ସମୟ ପରେ ସଲମାନ ଏକ ଫିଲ୍ମ…

ଐଶ୍ୱର୍ଯ୍ୟାଙ୍କ ଏହି ଗୁଣକୁ ଭଲ ପାଆନ୍ତିନି ନଣନ୍ଦ ଶ୍ୱେତା: ସମସ୍ତଙ୍କ ସାମ୍ନାରେ କଲେ ଖୁଲାସା

ମୁମ୍ବାଇ:ପାରିବାରିକ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚାରେ ଐଶ୍ୱର୍ଯ୍ୟା ରାୟ । ଐଶ୍ୱର୍ଯ୍ୟା ଏବଂ ଶାଶୂ ଜୟ ବଚ୍ଚନଙ୍କ ମଧ୍ୟରେ ସମ୍ପର୍କ ଏତେ ଭଲ ନାହିଁ । ଏପରିକି ନଣନ୍ଦ ଶ୍ୱେତାଙ୍କ ସହ ମଧ୍ୟ ସମ୍ପର୍କରେ ମଧୁରତା ନ ଥିବା ଶୁଣିବାକୁ ମିଳୁଛି । ନିକଟରେ ବିଗ ବିଙ୍କ ଜନ୍ମ ଦିନରେ ଐଶ୍ୱର୍ଯ୍ୟା…

ସାମ୍ନାକୁ ଆସିଲା ପ୍ରଭାସ-ଅନୁଷ୍କାଙ୍କ ସୁନ୍ଦର ଫଟୋ, ବିବାହ ଠାରୁ ପିତା-ମାତା ହେବା ପର୍ଯ୍ୟନ୍ତ ସମସ୍ତ ଫଟୋ ଭାଇରାଲ

ମୁମ୍ବାଇ: ସୁପରହିଟ ସିନେମା ‘ବାହୁବଳୀ’ର ଅଭିନେତା ଓ ଅଭିନେତ୍ରୀ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ଯୋଡ଼ି ପ୍ରାୟ ସମସ୍ତଙ୍କର ପସନ୍ଦ । ଦିନେ ଏହି ଯୋଡିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଯୋଡିଙ୍କ ଫ୍ୟାନ୍ସମାନେ ମଧ୍ୟ ପ୍ରଭାସ ଓ ଅନୁଷ୍କା ବିବାହ କରନ୍ତୁ…

ଡଙ୍କିର ରିଲିଜ ଘୁଂଚିପାରେ, ସାଲାର ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ୁଛି

ମୁମ୍ବାଇ: ଚଳିତ ବର୍ଷ ଖ୍ରୀଷ୍ଟମାସରେ ଶାହାରୁଖ ଖାଁଙ୍କ ଡଙ୍କି ଓ ପ୍ରଭାସଙ୍କ ସାଲାର ମଧ୍ୟରେ ବକ୍ସ ଅଫିସ ମୁକାବିଲା ହେବ ବୋଲି ସ୍ଥିର ହୋଇଛି । ନବଭାରତ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡଙ୍କି ଏବେ ଏହି ମୁକାବିଲାରୁ ଓହରିଯିବା ପାଇଁ ନିଷ୍ପତି ନେଇଛି । ରାଜକୁମାର ହୀରାନୀ ଓ…

ଶ୍ରୀଜିଉଙ୍କ ଦର୍ଶନ କଲେ ଅଭିନେତା କିରଣ କୁମାର, ଭଗବାନଙ୍କ ନିକଟରେ ଆମେ ସାଧାରଣ ମନୁଷ୍ୟ ବୋଲି କହିଲେ କିରଣ

ପୁରୀ: ଓଡିଶା ଗସ୍ତରେ ଆସିଛନ୍ତି ବଲିଉଡ ଅଭିନେତା କିରଣ କୁମାର । ଗତକାଲି ରାତିରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ଅଭିନେତା କିରଣ । ପ୍ରଥମେ ପତିତପାବନ ଓ ପରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ…

ଜାତୀୟ ସିନେମା ଦିବସ : ଚଳଚ୍ଚିତ୍ର ଦେଖିବାକୁ ଟିକେଟ୍ ମୂଲ୍ୟ ୯୯ ଟଙ୍କା

ଭୁବନେଶ୍ଵର: ଆଜି ଜାତୀୟ ସିନେମା ଦିବସ । ଏହି ଅବସରରେ ଆଜି ଆପଣ ଯେକୌଣସି ସିନେମା ହଲରେ ଯେକୌଣସି ଫିଲ୍ମ ମାତ୍ର ୯୯ ଟଙ୍କାରେ କିଣିପାରିବେ। ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଆଜି ସାରା ଦେଶରେ ଜାତୀୟ ସିନେମା ଦିବସ ପାଳନ କରୁଛି । ଏଥିପାଇଁ ୯୯ ଟଙ୍କାରେ ଟିକେଟ ମିଳିବା ପାଇଁ…

ଜୟାଙ୍କୁ କାଟି ଅରାଧ୍ୟା ଓ ଅମିତାଭଙ୍କ ଫଟୋ ପୋଷ୍ଟ୍ କଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଅକ୍ଟୋବର ୧୧ ତାରିଖ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଜନ୍ମଦିନ ଥିଲା । ତାଙ୍କୁ ବିଭିନ୍ନ ଆଡୁ ଲୋକେ ଶୁଭେଚ୍ଛା ଜଣାଇଥିଲେ । ବିଗ୍ ବିଙ୍କ ଜନ୍ମଦିନରେ ବୋହୂ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଏକ ଫଟୋ ପୋଷ୍ଟ୍ କରି ଶଶୁରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଅଭିନେତ୍ରୀଙ୍କର ଏହି…

ସାମନ୍ଥା ଡାକ୍ତରଖାନାରେ ଭର୍ତ୍ତି , ଫଟୋ କଲେ ସେୟାର

ମୁମ୍ବାଇ: ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେବା ପରେ ବି ଅଧିକାଂଶ ସମୟ ଚର୍ଚ୍ଚାରେ ରହି ଆସୁଛନ୍ତି । ଏବେ ସାମନ୍ଥାଙ୍କ ଏକ ଇନଷ୍ଟା ଷ୍ଟୋରୀ ଚର୍ଚ୍ଚାରେ ରହିଛି । ସେ ଷ୍ଟୋରୀରେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ…