Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ୍ ହେଲା ଫିଲ୍ମ ‘କରାଚି ଟୁ ନୋଏଡ଼ା’ର ପୋଷ୍ଟର

ମୁମ୍ବାଇ: ରିଲିଜ୍ ହେଲା ଫିଲ୍ମ ‘କରାଚି ଟୁ ନୋଏଡ଼ା’ର ପ୍ରଥମ ପୋଷ୍ଟର । ସୀମା ହାଇଦର ଏବଂ ସଚିନ ମୀନାଙ୍କ ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି । ସୀମାଙ୍କ ଚରିତ୍ରରେ ଅଭିନେତ୍ରୀ ଫରହିନ୍ ଫାଲକ ନଜର ଆସିବେ । ପ୍ରଯୋଜକ ଅମିତ ଜାନି ଏହାର ପ୍ରଯୋଜନା କରିଥିବା ବେଳେ ଫିଲ୍ମର…

ବିଶ୍ବବ୍ୟାପି କଲେକ୍ସନ: ଜେଲର,ଗଦର-୨ ନା ଓଏମଜି-୨, ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି

ମୁମ୍ବାଇ: ଚଳିତ ମାସରେ ରିଲିଜ ହୋଇଛି ତିନି ତିନୋଟି ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର । ବକ୍ସ ଅଫିସରେ କରୁଛନ୍ତି ଧମାଲ । ସାଉଥ ସୁପରଷ୍ଟାର ରଜନିକାନ୍ତଙ୍କ ଜେଲର ରିଲିଜର କିଛି ଦିନ ପରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ସନ୍ନି ଦେଓଲଙ୍କ ଗଦର-୨ ଓ ଅକ୍ଷୟ କୁମାରଙ୍କ ଓଏମଜି-୨ । ଭାରତୀୟ…

ବ୍ରିଟନୀ ସ୍ପିୟର୍ସଙ୍କ ତୃତୀୟ ବିବାହ ବି ଭାଙ୍ଗିଲା

ଲଣ୍ଡନ: ପପ ସିଙ୍ଗର ବ୍ରିଟନୀ ସ୍ପିୟର୍ସଙ୍କ ତୃତୀୟ ବିବାହ ବି ଭାଙ୍ଗି ଯାଇଥିବା ଖବର ପ୍ରକାଶ ପାଇଛି । ବ୍ରିଟନୀ ଓ ତାଙ୍କ ପତି ସ୍ୟାମ ଅସଗରୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ୧୪ ମାସ ତଳେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ଏ ନେଇ ଉଭୟଙ୍କ ପକ୍ଷରୁ କୌଣସି ଅଫିସିଆଲ ବୟାନ…

ଚର୍ଚ୍ଚାରେ ବିବେକ ଅଗ୍ନିହୋତ୍ରୀ; ‘ଦ କାଶ୍ମୀର ଫାଇଲ’ପରେ ମହାଭାରତକୁ ନେଇ କରିବେ ଫିଲ୍ମ

ନୂଆଦିଲ୍ଲୀ:ବିବେକ ଅଗ୍ନିହୋତ୍ରୀଙ୍କ ‘ଦ କାଶ୍ମୀର ଫାଇଲ୍ସ’ ସିନେମା ହଲରେ  ବୋବାଲ କରି ଦେଇଥିଲା । ଏହି ଫିଲ୍ମକୁ ଦର୍ଶକଙ୍କର ବେଶ ପ୍ରଶଂସା ମିଳିଥିଲା ଆଉ ଭଲ ପାଇବା ବି । ଏହି ଫିଲ୍ମ ପରେ ଅଗ୍ନିହୋତ୍ରୀ ଲଗାତାର ମିଡିଆ ଚର୍ଚ୍ଚାରେ ରହିଛନ୍ତି । ଏହି ଚର୍ଚ୍ଚା ଭିତରେ ଏବେ ଦର୍ଶକଙ୍କୁ…

ରୌଦ୍ର ରୂପରେ ଆସୁଛନ୍ତି ‘ଶଙ୍କର’: ଗଣେଷ ପୂଜାରେ କରିବେ ଭରପୂର ମନୋରଞ୍ଜନ

ଭୁବନେଶ୍ୱର: ଅନେକ ଦିନ ପରେ ଓଡ଼ିଆ ଦର୍ଶକଙ୍କ ଅପେକ୍ଷାର ଅନ୍ତଃ ଘଟିଛି | ଏସ. ଡି. ଫିଲ୍ମସ ବ୍ୟାନରରେ ନିର୍ମିତ ହୋଇଛି ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର "ଶଙ୍କର " | ଏହି ସିନେମାରେ ଜବରଦସ୍ତ ଆକ୍ସନ, ରୋମାନ୍ସ , କମେଡିରେ ଭରିରହିଥିବା ବେଳେ ସସ୍ପେନ୍ସ ମଧ୍ୟ ରହିଛି  । ଏଭଳି ଏକ ରହସ୍ୟମୟ…

୬ ମାସ ବିରତି ନେବେ ପ୍ରଭାସ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଏବେ ଚର୍ଚ୍ଚାରେ । ସେ ଅଭିନୟରୁ ୬ ମାସ ବିରତି ନେବେ ବୋଲି ଜଣାଯାଇଛି । ଆଣ୍ଠୁ ସର୍ଜରୀ ପାଇଁ ସେ ଏହି ବିରତି ନେବେ । ନଭେମ୍ବର ସୁଦ୍ଧା ନିଜର ସମସ୍ତ ଶୁଟିଂ ଶେଷ କରି ଡିସେମ୍ବରରେ ବିରତି ନେବେ ବୋଲି କୁହାଯାଉଛି । ଟଲିଉଡ ଇଣ୍ଡଷ୍ଟ୍ରିର ପ୍ରଭାବଶାଳୀ…

ଗୀତ ଗାଉଥିବା ବେଳେ ଷ୍ଟେଜ୍ ତଳକୁ ଖସିପଡ଼ିଲେ ନିକ୍ ଜୋନସ

ମୁମ୍ବାଇ:ନ୍ୟୁୟର୍କର ୟାଙ୍କି ଷ୍ଟାଡିୟମରେ ଜୋନସ୍ ବ୍ରଦର୍ସ କନସର୍ଟ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଗାୟକ ତଥା ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍ ଜୋନସ ଗୀତ ଗାଉଥିବା ବେଳେ ଷ୍ଟେଜ୍ ତଳକୁ ଖସିପଡ଼ିଲେ । ଫଳରେ ସେ ସାମାନ୍ୟ…

କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେନି ଜ୍ୟାକଲିନ

ମୁମ୍ବାଇ: କୋର୍ଟର ବିନା ଅନୁମତିରେ ବିଦେଶ ଯାତ୍ରା କରିପାରିବେନି ବଲିଉନ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟଏହି ରାୟ ଦେଇଛନ୍ତିି । ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କ…

ଗୀତା ଗୋବିନ୍ଦଙ୍କୁ ପୂରିଲା ୫ ବର୍ଷ, ରଶ୍ମିକାଙ୍କ ସହ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଲେ ବିଜୟ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ହେଉଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଅଭିନେତା ବିଜୟ ଦେବରକୋଣ୍ଡା । ଏମାନଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ କିଛି ଦିନ ତଳେ…

ଡ଼େଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଜରିନ୍ ଖାନ୍‌, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଡ଼େଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ଼ ଅଭିନେତ୍ରୀ ଜରିନ୍ ଖାନ୍ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହରେ ଜ୍ୱର ରହିଥିବା ବେଳେ ଯନ୍ତ୍ରଣା ଅଧିକ ହେଉଥିବା ନେଇ ଜରିନ୍ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଜରିନ୍ ଏହି ସୂଚନା…