Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଖିବୁଜିଲେ ବରିଷ୍ଠ ହାସ୍ୟାଭିନେତା ଆର.ଏସ. ଶିବାଜୀ

ମୁମ୍ବାଇ: ଆଖିବୁଜିଲେ ତାମିଲ ସିନେମାର ଲୋକପ୍ରିୟ ବରିଷ୍ଠ ହାସ୍ୟାଭିନେତା ଆରଏସ ଶିବାଜୀ । ୬୬ବର୍ଷ ବୟସରେ ଶନିବାର ସକାଳେ ଚେନ୍ନାଇରେ ତାଙ୍କର ପରଲୋକ ହୋଇଛି । ଏନେଇ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଟ୍ରେଡ ଏନାଲିଷ୍ଟ ରମେଶ ବାଲା ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ଏହି ଖବର…

ରାମ ଚରଣଙ୍କ ଝିଅ ପାଳିଲେ ପ୍ରଥମ ବରଲକ୍ଷ୍ମୀ ବ୍ରତ

ଚେନ୍ନାଇ: ପ୍ରଥମ ବରଲକ୍ଷ୍ମୀ ବ୍ରତ ଧୁମ୍‌ଧାମ୍‌ରେ ପାଳନ କଲେ ସାଉଥ ସୁପରଷ୍ଟାର ରାମଚରଣଙ୍କ ଝିଅ । ସେ ତାଙ୍କ ଘରେ ଏକ ପୂଜାର ଆୟୋଜନ କରିଥିଲେ । ଏହି ପୂଜାରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏବେ ଏହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ରାମଚରଣଙ୍କ ପତ୍ନୀ ଉପାସନା…

ରିଲିଜ୍ ହେଲା ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଫିଲ୍ମ ‘କର୍ତ୍ତବ୍ୟ’

ଭୁବନେଶ୍ୱର: ରିଲିଜ୍ ହେଲା ବିଜୟ ମହାନ୍ତିଙ୍କ ଅଭିନୀତ ଶେଷ ଫିଲ୍ମ ‘କର୍ତ୍ତବ୍ୟ’ । ଗୁରୁ, ଶିଷ୍ୟ ଓ ଗୁରୁ ଦକ୍ଷିଣାର କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ   । ଶ୍ରୀ ଜଗନ୍ନାଥ ମୁଭିଜ୍ ଓ ମୁକ୍ତି ଏକ୍ସପ୍ରେସ ପକ୍ଷରୁ ନିର୍ମିତ ‘କର୍ତ୍ତବ୍ୟ’ର କେନ୍ଦ୍ରରେ ଜଣେ କର୍ତ୍ତବ୍ୟପରାୟଣ…

ସାମ୍ନାକୁ ଆସିଲା ‘ଟାଇଗର-୩’ର ପ୍ରଥମ ପୋଷ୍ଟର, ଦିପାବଳୀରେ ହେବ ରିଲିଜ୍

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର ୩’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏଥିସହିତ ଫିଲ୍ମ ରିଲିଜର ତାରିଖ ମଧ୍ୟ ଘୋଷଣା ହୋଇଛି । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଆଗାମୀ ଚଳଚ୍ଚିତ୍ର ଟାଇଗର ୩ ଚଳିତ ବର୍ଷ ଦିପାବଳୀରେ ପ୍ରେକ୍ଷାଳୟକୁ…

‘ଆଶିକ୍-୩’ରେ କାର୍ତ୍ତିକଙ୍କ ସହ ନଜର ଆସିବେ ସାଉଥ ନାୟିକା ଆକାଂକ୍ଷା

ନୂଆଦିଲ୍ଲୀ: ଫିଲ୍ମ 'ଆଶିକ୍ -୩' ଘୋଷଣା ହେବା ପରେ ଏହାର ନିର୍ମାତା ହିରୋଇନ ଖୋଜିବାରେ ଲାଗିପଡ଼ିଥିଲେ । ଫିଲ୍ମ ପାଇଁ ନିର୍ମାତାଙ୍କୁ ନୂଆ ଚେହେରା ଖୋଜୁଥିଲେ । ତେବେ ଦୀର୍ଘ ଦିନ ପରେ ଫିଲ୍ମ ଲାଗି ଅଭିନେତ୍ରୀଙ୍କ ନାଁ ଫାଇନାଲ ହୋଇଛି ।'ଆଶିକ୍ -୩'ରେ କାର୍ତ୍ତିକ ଆର୍ଯ୍ୟନଙ୍କ ଅପୋଜିଟରେ…

ପ୍ରଭାସ ଅଭିନୀତ ସାଲାର ଫିଲ୍ମର ଘୁଂଚିଲା ରିଲିଜ ତାରିଖ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଅଭିନୀତ ସାଲାର ଫିଲ୍ମର ରିଲିଜ ତାରିଖ ଘୁଂଚାଇ ଦିଆଯାଇଛି । ଏହା ପ୍ରଥମେ ସେପ୍ଟମ୍ବର ୨୮ରେ ରିଲିଜ ହେବ ବୋଲି ସ୍ଥିର ହୋଇଥିଲା । ପୋଷ୍ଟ ପ୍ରଡକ୍ସନ କାମ ବାକିଥିବାରୁ ମେକର୍ସ ବାଧ୍ୟ ହୋଇ ଏହି ନିଷ୍ପତି ନେଇଥିବା ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ କହିଛନ୍ତି ।…

ରିଲିଜ୍ ହୋଇଛି ଫିଲ୍ମ ‘ପୁଷ୍କରା’ର ଟ୍ରେଲର, ଚଳଚ୍ଚିତ୍ର ସଫଳତା ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ସବ୍ୟସାଚୀ

ପୁରୀ: ଆଧୁନିକ ସମାଜ ମଧ୍ୟରେ ଅନେକ ପରମ୍ପରା ଏବେ ବିଲୁପ୍ତ ହେବାରେ ଲାଗିଛି । ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ ପୁଷ୍କର ଛଡାଇବା ପାଇଁ ଜଣେ ପୁଷ୍କରାର ଆବଶ୍ୟକ ପଡିଥାଏ । ଯାହାକୁ ପୁରୀ ଲୋକକଥାରେ ଭୈରବ ବୋଲି କୁହାଯାଇଥାଏ । ବିଭିନ୍ନ  ସ୍ଥାନରେ ଭିନ୍ନଭିନ୍ନ ନାମରେ ପୁଷ୍କରାକୁ ନାମିତ…

ଓଏମଜି ୨କୁ ୟୁଏ ସାର୍ଟିଫିକେଟ୍ ଦେବା ପାଇଁ ସିବିଏଫସି ସଦସ୍ୟଙ୍କୁ ଗୁହାରି କରିଥିଲେ ଅମିତ ରାୟ

ମୁମ୍ବାଇ: ଭଗବାନ ଏବଂ ଭକ୍ତଙ୍କ ସମ୍ପର୍କକୁ ଆଧାର କରି ଅକ୍ଷୟ କୁମାର ଓ ପଙ୍କଜ ତ୍ରିପାଠୀଙ୍କ ‘ଓଏମଜି ୨' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଥିଲା । ଏହି ଫିଲ୍ମଟି ଅକ୍ଷୟ ଏବଂ ପରେଶ ରାୱଲଙ୍କ ଅଭିନୀତ ୨୦୧୨ ମସିହାର ହିଟ୍ ଫିଲ୍ମ 'ଓଏମଜି - ଓ ମାଇଁ ଗଡ଼'ର ସିକ୍ୱେଲ ଅଟେ । ୧୧ ବର୍ଷ ପରେ…

ଭୋଜପୁରୀ ଅଭିନେତ୍ରୀଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କଲେ ଅଭିନେତା

ନୂଆଦିଲ୍ଲୀ: ବିବାହ କଥା ଦେଇ ଭୋଜପୁରୀ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅଭିନେତା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଭୋଜପୁରୀ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ପ୍ରିୟାନ୍ସୁ ସିଂ। ସେ ତାଙ୍କ ସହ-କଳାକାର ତଥା ଘନିଷ୍ଠ ବନ୍ଧୁ ପୁନୀତ ସିଂଙ୍କ…

ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କଲେ ତମନ୍ନା, ଭଲପାଇବା ଦେଇଥିବାରୁ ଦର୍ଶକଙ୍କୁ ଦେଲେ ଧନ୍ୟବାଦ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କଲେ ଅଭିନେତ୍ରୀ ତମନ୍ନା ଭାଟିଆ । ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟରେ ଘର କରିଛନ୍ତି ତମନ୍ନା । ତାଙ୍କ ଅଭିନୟକୁ ଲୋକେ ବି ଖୁବ୍ ପସନ୍ଦ କରିଥାନ୍ତି । ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କରିଥିବା ନେଇ ସେ ନିଜେ ସୋସିଆଲ…