Latest Odisha News

BREAKING NEWS

Browsing Category

ମନୋରଞ୍ଜନ

“ଫିଲ୍ମ ଅପରେସନ ୧୨/୧୭” ର ପୋଷ୍ଟର ଲୋକାର୍ପଣ

ଭୁବନେଶ୍ୱର: ଆଗକୁ ଆସୁଛି ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ "ଅପରେସନ ୧୨/୧୭"ର । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ…

ଆଗକୁ ଆସୁଛି କଙ୍ଗନାଙ୍କ ୩ ଫିଲ୍ମ, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନିତ ୩ଟି ଫିଲ୍ମ ଖୁବ୍‌ଶୀଘ୍ର ରିଲିଜ୍ ହେବ । ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ଏହି ତିନି ମାସରେ ୩ଟି ଯାକ ଫିଲ୍ମ ପରଦାକୁ ଆସିବ । ସେପ୍ଟେମ୍ବରରେ ‘ଚନ୍ଦ୍ରମୁଖୀ’, ‘ଅକ୍ଟୋବରରେ ‘ତେଜସ୍‌’ ଏବଂ ନଭେମ୍ବରରେ ‘ଇମରଜେନ୍ସ’ ରିଲିଜ…

କ୍ରିତିଙ୍କ ପ୍ରଡକ୍ସନ ହାଉସ ବ୍ଲୁ ବଟରଫ୍ଲାଏର ପ୍ରଥମ ଫିଲ୍ମ ହେବ ଦୋ ପତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଆଦିପୁରୁଷରେ ଜାନକୀ ରୋଲ କରିଥିବା କ୍ରିତି ସେନନ ତାଙ୍କର ନୂତନ ପ୍ରଡକ୍ସନ ହାଉସ ଆରମ୍ଭ କରିଛନ୍ତି । କ୍ରିତିଙ୍କ ବ୍ଲୁ ବଟରଫ୍ଲାଏ ବ୍ୟାନର ତଳେ ଦୋ ପତି ନାମକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏହି ଥ୍ରୀଲର ଫିଲ୍ମରେ କାଜଲ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ…

ପ୍ରଥମ ଥର ପାଇଁ ଭୋଗ୍‌ରେ ନଜର ଆସିଲେ ରେଖା

ମୁମ୍ବାଇ: ଆମେରିକାର ମାସିକ ଫ୍ୟାଶନ ଏବଂ ଜୀବନଶୈଳୀ ପତ୍ରିକା ଭୋଗ୍‌ରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ଭେଟେରାନ ଅଭିନେତ୍ରୀ ରେଖା । ସେ ପତ୍ରିକାର କଭରପେଜରେ ନଜର ଆସିଛନ୍ତି । ତାହା ପୁଣି ରାଣୀ ବେଶରେ । ପୂର୍ବରୁ ବଲିଉଡ଼ର ଅନେକ ଅଭିନେତ୍ରୀ, ଅଭିନେତାଙ୍କୁ ଏହି ପତ୍ରିକାରେ ଦେଖିବାକୁ…

୪୮୦ କୋଟିରେ ବିକ୍ରି ହେଲା ଶାହାରୁଖଙ୍କ ଯବାନ, ଡଙ୍କିର ନନ ଥିଏଟରିକାଲ ରାଇଟ୍ସ : ରିପୋର୍ଟ

ମୁମ୍ବାଇ: ଚଳିତ ବର୍ଷ ପଠାନ ଫିଲ୍ମ ମାଧ୍ୟମରେ ଶାହାରୁଖ ଖାଁ ବଲିଉଡରେ ବ୍ୟବସାୟର ସମସ୍ତ ରେକର୍ଡ ଭଙ୍ଗ କରିଥିଲେ । ଏବେ ସେ ଅଟଲୀ କୁମାରଙ୍କ ଯବାନ ଓ ରାଜକୁମାର ହୀରାନୀଙ୍କ ଡଙ୍କି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଚଳିତ ବର୍ଷ ଏହି ୨ଟି ଯାକ ଫିଲ୍ମ ରିଲିଜ ହେବା ଏକପ୍ରକାର ଚୂଡାନ୍ତ…

‘ଦ କପିଲ ଶର୍ମା ସୋ’ ବନ୍ଦ କରି ପୁରା ଟିମ୍ ବିଦେଶରେ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି ‘ଦ କପିଲ ଶର୍ମା ଶୋ’ । ଏହି ଶୋ’ର ଲୋକପ୍ରିୟତା କେବଳ ଆମ ଦେଶରେ ନୁହେଁ ବିଦେଶରେ ବି ରହିଛି । ବିଦେଶରେ ଏହି ଶୋ’ର ଲୋକପ୍ରିୟତା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ଶୋ ବନ୍ଦ କରି କମେଡ଼ି କିଙ୍ଗ କପିଲ ଶର୍ମା ନିଜ…

ଗୀତା କପରୁଙ୍କ ଜନ୍ମଦିନ, ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଗୀତା ମାଆ

ମୁମ୍ବାଇ: ଆଜି ପ୍ରସିଦ୍ଧ କୋରିଓଗ୍ରାଫର ଗୀତା କପୁରଙ୍କ ୫୦ତମ ଜନ୍ମଦିନ। ୧୯୭୩ ମସିହା ଜୁଲାଇ ୫ ତାରିଖ ଦିନ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତଙ୍କ ପ୍ରିୟ ଗୀତା ମାଆଙ୍କ ଯାତ୍ରା ସହଜ ନଥିଲା। ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ ପ୍ରସିଦ୍ଧ କୋରିଓଗ୍ରାଫର ଯାତ୍ରା…

ଫିଲ୍ମରୁ ବର୍ଷେ ବିରତି ନେବେ ସାମନ୍ଥା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ଫିଲ୍ମରୁ ବର୍ଷେ ବିରତି ନେବେ ବୋଲି ନିଷ୍ପତି ନେଇଛନ୍ତି । ଶକୁନ୍ତଳମ ପରେ ସେ ଆକ୍ସନ ପ୍ୟାକେଡ ସ୍ପାଇ ସିିରିଜ ସିଟାଡେଲ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରଫେଶନାଲ ଜୀବନରେ ଅତ୍ୟଧିକ ବ୍ୟସ୍ତ ରହିବା ଯୋଗୁ ସେ ତାଙ୍କ…

ମୁମ୍ବାଇରେ ବିଳାସପୂର୍ଣ୍ଣ ଘର କିଣିଲେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ନାଣ୍ଡିସ୍ ମୁମ୍ବାଇରେ ଏକ ନୂଆ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଏହି ନୂଆ ଘର ବାନ୍ଦ୍ରା ୱେଷ୍ଟର ପାଲି ହିଲ୍ ଅଞ୍ଚଳରେ ରହିଛି । ଏହି ନୂଆ ଘରର କିଛି ଫଟୋ ନିଜେ ଜ୍ୟାକ୍‌ଲିନ୍ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ବିଳାସପୂର୍ଣ୍ଣ ଘରେ ଏକ ପୁଲ,…

ଉର୍ଫିଙ୍କ ସହ କାମ କରିବେନି ବୋଲି ରୋକ୍‌ଠୋକ୍ ମନା କଲେ ଅଭିଷେକ

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ସହ କାମ କରିବେ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଦେଇଛନ୍ତିି ଅଭିନେତା ଅଭିଷେକ ମାଲହାନ । ଏହା ଶୁଣିବା ପରେ ଉର୍ଫି ଅସନ୍ତୋଷ ପ୍ରକାଶ କରିବା ସହ ଏନେଇ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଅଭିନେତା ଅଭିଷେକ ମାଲହାନ୍ ଏବେ ‘ବିଗ୍ ବସ୍…