Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦି କେରଳ ଷ୍ଟୋରି ପରେ ବସ୍ତର ନାମରେ ଆଉ ଏକ ସତ୍ୟ କାହାଣୀ ଆଣୁଛନ୍ତି ବିପୁଲ ଶାହ

ମୁମ୍ବାଇ: ଦି କେରଳ ଷ୍ଟୋରି ଫିଲ୍ମର ସଫଳତା ପରେ ବିପୁଲ ଶାହ ତାଙ୍କର ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି । ବିପୁଲ ଏବଂ ନିର୍ଦ୍ଦେଶକ ସୁଦୀପ୍ତୋ ସେନ ସତ୍ୟ କାହାଣୀ ଉପରେ ଆଧାରିତ ବସ୍ତର ନାମକ ଫିଲ୍ମ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ମେକର୍ସଙ୍କ ପକ୍ଷରୁ ଏହାର ପୋଷ୍ଟର ମଧ୍ୟ ଜାରୀ…

୫.୭ କୋଟିର ଘଣ୍ଟା ନେକ୍‌ଲେସ ପିନ୍ଧି ଚର୍ଚ୍ଚାରେ ଗୀତିକାର

ୱାଶିଂଟନ: ଅନ୍ତର୍ଜାତୀୟ ଗୀତିକାର ରିହାନା ଅନେକ ସମୟରେ ତାଙ୍କ ଜୀବନଧାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅଧିକାଂଶ ସମୟ ସେ ନୂଆ ନୂଆ ଲୁକ୍‌ରେ ଆସିଥାନ୍ତି । ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଥାନ୍ତି । ଏବେ ସେ ଏକ ଘଣ୍ଟା ନେକ୍‌ଲେସ୍ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । କାରଣ…

ମାଆଙ୍କ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି : ଏମିତି କହିଲେ ମଲାଇକାଙ୍କ ପୁଅ ଅରହାନ

ମୁମ୍ବାଇ: ମାଆଙ୍କ ଡ଼୍ରେସରେ ନଜର ଆସିଲେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପୁଅ ଅରହାନ୍ । ନିକଟରେ ମଲାଇକା ଓ ତାଙ୍କ ପୁଅଙ୍କୁ ଏକ ହୋଟେଲରେ ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ ଅରହାନ୍ ତାଙ୍କ ମାଆଙ୍କ ସାର୍ଟ୍ ପିନ୍ଧିଥିବା ନଜର ଆସିଥିଲେ । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ…

ନମକିନ୍ ପ୍ୟାକେଟରେ ତିଆରି ପୋଷାକରେ ନଜର ଆସିଲେ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ୍ ସବୁବେଳେ ନିଜ ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ନମକିନ୍ ପ୍ୟାକେଟରେ ତିଆରି ପୋଷାକ ପିନ୍ଧି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ନମକିନ୍ ପ୍ୟାକେଟ୍‌ରେ ତିଆରି କରାଯାଇଥିବା ପ୍ୟାଣ୍ଟ ଓ ଟପ୍ ପିନ୍ଧିଛନ୍ତି । ଏଥିରେ ତାଙ୍କ…

ଦୀପିକାଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ରେ ସାଉଥ୍ ସୁପରଷ୍ଟାରଙ୍କ ଏଣ୍ଟ୍ରି, ବଢିଲା ଫ୍ୟାନ୍ସଙ୍କ କ୍ରେଜ୍

ମୁମ୍ବାଇ: ଦକ୍ଷିଣ ଅଭିନେତା ପ୍ରଭାସ ଆଜିକାଲି ଫିଲ୍ମ 'ଆଦିପୁରୁଷ'କୁ ନେଇ ଆଲୋଚନାର ଶୀର୍ଷରେ ଅଛନ୍ତି। ରିଲିଜ ହେବା ପରଠାରୁ ତାଙ୍କ ଫିଲ୍ମ ସମାଲୋଚନାର ସମ୍ମୁଖୀନ ହୋଇଛି। ଏହି ସିନେମାରେ କିଛି ସଂଳାପ କୁହାଯାଇଛି, ଯାହାକୁ ଲୋକମାନେ ନାପସନ୍ଦ କରିଛନ୍ତି। ଏସବୁ ମଧ୍ୟରେ ପ୍ରଭାସଙ୍କ…

ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ

ମୁମ୍ବାଇ: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ ହୋଇଛି। ତାଙ୍କର ଶେଷକୃତ୍ୟ ଆଜି ମଧ୍ୟାହ୍ନ୧୨ ଟାରେ ମୁମ୍ବାଇର ସାଣ୍ଟାକ୍ରୁଜ୍ ଶ୍ମଶାନରେ ଅନୁଷ୍ଠିତ ହୋଇଛି। ତାଙ୍କ ଆତ୍ମାର ଶାନ୍ତି ପାଇଁ ଜୁନ୍ ୨୯ ତାରିଖ ସନ୍ଧ୍ୟା୫ ଟାରୁ ୬ଟା ମଧ୍ୟରେ ଏକ ପ୍ରାର୍ଥନା ସଭା ଆୟୋଜିତ ହେବ…

ଫିଲ୍ମ ‘ଆଦିପୁରୁଷ’କୁ ନେଇ ଥମୁନି ବିବାଦ; ଓଡ଼ିଶା ହାଇକୋର୍ଟ ଆଇନଜୀବୀଙ୍କ ସେନ୍ସର ବୋର୍ଡକୁ ଲିଗାଲ୍…

କଟକ: ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାରେ ନାଁ ନେଉ ନାହିଁ। ବିଭିନ୍ନ ମହଲରେ ଫିଲ୍ମକୁ ସମାଲୋଚନା କରାଯାଉଛି। ନାନା ସମାଲଚୋନା ଆଲୋଚନା ପରେ ବକ୍ସ ଅଫିସ୍‌ରେ ବି ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ରୋଜଗାର ହ୍ରାସ ପାଉଛି। ଶ୍ରୀରାମଙ୍କ କଥାକୁ କଦର୍ଥ କରି ଦେଖାଯାଇଛି ବୋଲି ଅନେକ…

ଏକାଠି ନଜର ଆସିଲେ ବିଜୟ ଓ ରଶ୍ମିକା : ପୁଣି ଡ଼େଟ୍ କରୁଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ଅଭିନେତା ବିଜୟ ଦେବରକୋଣ୍ଡା ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଙ୍କ ସମ୍ପର୍କକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏବେ ଉଭୟ ଉଭୟଙ୍କୁ ଡ଼େଟ୍ କରୁଥିବା ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ନିକଟରେ ଏକ ହୋଟେଲରେ ବିଜୟ ଓ ରଶ୍ମିକାଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ…

ନଭେମ୍ବର ୨୪ରେ ରିଲିଜ ହେବ କଙ୍ଗନାଙ୍କ ଏର୍ମଜେନ୍ସି

ମୁମ୍ବାଇ: କୁଇନ କଙ୍ଗନା ରାନାୱତ ଅଭିନୀତ ଏର୍ମଜେନ୍ସିର ଆଜି ଟିଜର ଜାରୀ କରାଯାଇଛି । ଫିଲ୍ମ ଚଳିତ ବର୍ଷ ନଭେମ୍ବର ୨୪ରେ ରିଲିଜ ହେବ ବୋଲି ଏହି ଅବସରରେ ଘୋଷଣା କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଲୁକରେ କଙ୍ଗନା ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । କଙ୍ଗନା…

ଚାଷ କରିବାକୁ ଜମି କିଣିଲେ ଶାହରୁଖଙ୍କ ଝିଅ ସୁହାନା

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍ ଖାନ୍ ତଥା ଶାହାରୁଖ୍ ଖାନ୍‌ଙ୍କ ଝିଅ ସୁହାନା ଖାନ୍ ଏବେ ଚର୍ଚ୍ଚାରେ । ନିକଟରେ ସେ ଚାଷ ପାଇଁ ମୁମ୍ବାଇର ଅଲିବାଗ୍‌ରେ ୧.୫ ଏକର ଜମି କିଣିଛନ୍ତି । ଯାହାକୁ ସେ ୧୨ କୋଟି ୯୧ ଲକ୍ଷ ଟଙ୍କାରେ କିଣିଛନ୍ତି । ଗତ ୧ ତାରିଖରେ ସେ ଏହାକୁ ପଞ୍ଜୀକରଣ କରିଥିଲେ । ସୁହାନା…