Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସ୍ୱାଧିନତା ଦିବସ ଅବସରରେ ରିଲିଜ ହେଲା ଫିଲ୍ମ ‘ଫାଇଟର’ର ଟିଜର

ମୁମ୍ବାଇ: ସ୍ୱାଧିନତା ଦିବସ ଅବସରରେ ରିଲିଜ ହେଲା ଫିଲ୍ମ ‘ଫାଇଟର’ର ଟିଜର। ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହା ସେୟାର କରିଛନ୍ତି। ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ସହ ସ୍କ୍ରିନ ସେୟାର କରିବେ ବଲିଉଡ଼ ବ୍ୟୁଟି ଦୀପିକା ପଦୁକୋନ୍। ଅପକମିଂ ବଲିଉଡ୍…

ରେକର୍ଡ ଭାଙ୍ଗିଲା ୱାଇଲ୍ଡ କାର୍ଡ ଏଣ୍ଟ୍ରି, ଏଲଭିଶ ଯାଦବ ବିଗ୍‌ବସ ଓଟିଟି-୨ର ବିଜେତା

ମୁମ୍ବାଇ: ବହୁ ଚର୍ଚ୍ଚିତ ସୋ ‘ବିଗ୍‌ ବସ୍‌ ଓଟିଟି-୨’ଏହାର ବିଜେତା ଘୋଷଣା କରିଛି। ପ୍ରଥମ ଥର ପାଇଁ ‘ବିଗ୍‌ ବସ୍‌’ ରେକର୍ଡ ଭାଙ୍ଗିଛି ୱାଇଲ୍ଡ କାର୍ଡ ଏଣ୍ଟ୍ରି। ସୋ’ର ବିଜେତା ହୋଇଛନ୍ତି ୱାଇଲ୍ଡ କାର୍ଡରେ ଏଣ୍ଟ୍ରି କରିଥିବା ଏଲଭିଶ ଯାଦବ। ଏଲଭିଶ ଯାଦବ ବିଗ୍‌ ବସ୍ ଟ୍ରଫି ସହିତ ୨୫ ଲକ୍ଷ…

ସନୀଙ୍କୁ ନେଇ ରାହୁଲ ରୱାଲି କରିବେ ସନୀ ଡନ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲଙ୍କ ପୁରାତନ ବନ୍ଧୁମାନଙ୍କ ମଧ୍ୟରେ ଫିଲ୍ମ କରିବାର ଆଗ୍ରହ ବଢ଼ିଛି । ସନୀଙ୍କ ସହ ଅଧିକ ଫିଲ୍ମ କରିଥିବା ରାହୁଲ ରୱାଲି ଆଗ ଅଂଟା ଭିଡିଛନ୍ତି । ସେ ଖୁବ ଶୀଘ୍ର ସନୀଙ୍କୁ ନେଇ ସନୀ ଡନ ନାମକ ଫିଲ୍ମ କରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ବେତାବ, ଅର୍ଜୁନ,…

ସେଲଫି ମାଗିବାରୁ ଗରିବ ମହିଳାଙ୍କୁ ଚୁପ୍ କହିଲେ ସନ୍ନି ଦେଓଲ

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଦର-୨’ ନିକଟରେ ରିଲିଜ୍ ହୋଇଯାଇଛି । ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ଧମାଲ ଦେଖାଇଛି । ଏଥିରେ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।…

ଚାରିଧାମରେ ବାହାରିଲେ ରଜନୀକାନ୍ତ , କଲେ ବଦ୍ରିନାଥ ଦର୍ଶନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ‘ଜେଲର’କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ଏନେଇ ସେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଏହି ଖୁସିରେ ସେ ଏବେ ଚାରି ଧାମ ଯାତ୍ରାରେ…

୧୦୦ ବର୍ଷର ଭାରତୀୟ ବକ୍ସ ଅଫିସ ରେକର୍ଡ ଭାଙ୍ଗିଲା

ମୁମ୍ବାଇ: ୱିକେଣ୍ଡ ବକ୍ସ ଅଫିସ କଲେକ୍ସନରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି । ସନୀ ଦେଓଲଙ୍କ ଗଦର ୨, ଅକ୍ଷୟ କୁମାରଙ୍କ ଓଏମଜି ୨, ରଜନୀକାନ୍ତଙ୍କ ଜେଲର ଓ ଚିରଞ୍ଜିବୀଙ୍କ ଭୋଳା ଶଙ୍କର ଫିଲ୍ମ ୱିକେଣ୍ଡରେ ୪୦୦ କୋଟି ଆୟ କରିଛି । ଯାହା କି ଏକ ରେକର୍ଡ । ଏହା…

Gadar 2 vs OMG 2: ଦ୍ଵୀତିୟ ଦିନରେ କିଏ କରିଛି ବେଶି ଆୟ, ଜାଣନ୍ତୁ ବକ୍ସ ଅଫିସ୍ କଲେକ୍ସନ

ମୁମ୍ବାଇ: ଗତ ଶୁକ୍ରବାରରେ ଦୁଇ ଦୁଇଟି ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ରିଲିଜ୍ ହୋଇଛି । ସନି ଦେଓଲଙ୍କ 'ଗଦର-୨' ରିଲିଜ ହୋଇଥିବା ବେଳେ ଖିଲାଡି଼ ବୟେ ଅକ୍ଷୟ କୁମାରଙ୍କ 'ଓଃ ମାଇଁ ଗଡ଼-୨ ' ରିଲିଜ୍ ହୋଇଛି । କମେଡିରେ ଭରପୁର ଥିବା ଫିଲ୍ମ ଓଏମଜି-୨ କୁ ଟକ୍କର ଦେଇଛି ଡ୍ରାମା ଓ ଆକ୍ସନରେ…

ହାପି ବାର୍ଥ ଡେ ଶ୍ରୀଦେବୀ: ନିଆରା ଢଙ୍ଗରେ ଅଭିନେତ୍ରୀଙ୍କ ଜନ୍ମଦିନ ପାଳିଲା ଗୁଗଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀ । ସେ ଆଜି ଆମ ଗହଣରେ ନାହାଁନ୍ତି । କିନ୍ତୁ ତାଙ୍କ ଅଭିନୟକୁ ଆଜି ବି ଭୁଲି ପାରୁ ନାହାଁନ୍ତି ଲୋକେ । ଶ୍ରୀଦେବୀ ତାଙ୍କ କ୍ୟାରିୟରରେ ବଲିଉଡକୁ ଏକାଧିକ ହିଟ୍ ମୁଭି ଦେଇଛନ୍ତି। ସେ ସିନେ ଜଗତର ପ୍ରଥମ ଲେଡି ସୁପରଷ୍ଟାର ଥିଲେ । ଆଜି ତାଙ୍କ ଜନ୍ମ…

୯୪ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା ସତ୍ୟରାଜଙ୍କ ମାଆ

ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଖ୍ୟାତନାମା ଅଭିନେତା ସତ୍ୟରାଜ ଓରଫ କଟପ୍ପାଙ୍କ ମାଆ ନାଥମ୍ବଲଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । କୋଏମ୍ବାଟୁରସ୍ଥିତ ତାଙ୍କ ଘରେ ଦେହାନ୍ତ ହୋଇଯାଇଛି । ହାଇଦ୍ରାବାଦରେ ସୁଟିଂରେ ବ୍ୟସ୍ତ ଥିବା ସତ୍ୟରାଜ ମାଆଙ୍କ…

ଚର୍ଚ୍ଚାରେ ସୁହାନା: ମହିଳାଙ୍କ ଦୁଃଖ ଶୁଣି ପର୍ସରୁ ଟଙ୍କା ଦେଲେ

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଏବେ ଖୁବ୍ ଚର୍ଚ୍ଚାରେ । କେତେବେଳେ ତାଙ୍କର କିଛି ଫଟୋକୁ ନେଇ ତ ଆଉ କେତେବେଳେ ବ୍ୟବହାରକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ଏବେ ସେ ଏମିତି କିଛି କରିଛନ୍ତି, ଯାହା ଲୋକଙ୍କ ହୃଦୟକୁ ଜିତିଛନ୍ତି । ଏହାର ଏକ ଭିଡ଼ିଓ ଏବେ…